CHARIDHAM
Browsing Category

ଦେଶ ବିଦେଶ

ଭଗବଦ୍ ଗୀତା ଏବଂ ରାମଚରିତମାନସ ପରି ଧାର୍ମିକ ଗ୍ରନ୍ଥ ଉପରେ କାହାର ଅଧିକାର ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ: ଏକ ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ଶ୍ରୀମଦ୍ ଭଗବଦ୍ ଗୀତା କିମ୍ବା ଭାଗବତମ୍ ଭଳି ଧାର୍ମିକ ଗ୍ରନ୍ଥ ଉପରେ କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ କପିରାଇଟ୍ ଦାବି କରିପାରିବେ ନାହିଁ…

ଟ୍ରେନରେ ସିସିଟିଭି କ୍ୟାମେରା ନାହିଁ, ହେଲେ ପୋଲିସ କିପରି ଜାଣେ କେଉଁ ବଗିରେ ଚେନ ଟଣାଯାଇଛି

ନୂଆଦିଲ୍ଲୀ: ଭାରତୀୟ ରେଲୱେ ପାଖରେ ଦୁନିଆର ସବୁଠାରୁ ବଡ଼ ଚତୁର୍ଥ ନେଟୱର୍କ ଅଛି । ଯେଉଁଥିରେ ଦୈନନ୍ଦିନ ହଜାର ହଜାର ଲୋକେ ଯାତ୍ରା କରୁଛନ୍ତି । ଆପଣ ଟ୍ରେନରେ ଯାତ୍ରା କରୁଥିବା ବେଳେ ଗୋଟିଏ କଥା ଲକ୍ଷ କରିଥିବେ ।…

BJP- AIADMK ମେଣ୍ଟ କାହିଁକି ଭାଙ୍ଗିଲା: ଏହା ପଛରେ ରହିଛି ୯ଟି ବଡ଼ କାରଣ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଲାଗିଛି ଏକ ବଡ଼ ଝଟକା । ଏନଡିଏ ମେଣ୍ଟରୁ ଓହରି ଯାଇଛି ତାମିଲନାଡ଼ୁର ଅଲ୍ ଇଣ୍ଡିଆ ଆନ୍ନା…

ମଣିପୁରରେ ଇଣ୍ଟରନେଟ ସେବା ଆରମ୍ଭ ହେବା ପରେ ପୁଣି ଭାଇରାଲ ହେବାରେ ଲାଗିଛି ଫଟୋ ଭିଡିଓ, ଏଠାରେ ପୁଣି ବଢିଲା ହିଂସା

ଇମ୍ଫାଲ : ପୁଣି ବଢିଲା ମଣିପୁର ହିଂସା । ଏଠାରେ ଇଣ୍ଟରନେଟ ସେବା ଚାଲିବା ପରେ ପୁଣି ଦେଖିବାକୁ ମିଳିଛି ଭାଇରାଲ ଫଟୋ ଓ ଭିଡିଓ । ଯେଉଁଥିରେ ଦେଖିବାକୁ ମିଳିଛି ୨ ନିଖୋଜ ଛାତ୍ରୀଙ୍କୁ ଆତଙ୍କବାଦୀମାନେ ମାରିବା ପରେ…

Video: ଭାରତୀୟ ବାୟୁସେନାକୁ ଶକ୍ତ କରିବ C-295 ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ, ବିମାନର ଦାମ ୨୧,୯୩୮ କୋଟି

ନୂଆଦିଲ୍ଲୀ : ୟୁରୋପୀୟ କମ୍ପାନୀ ଏୟାରବସ ଡିଫେନ୍ସ ଆଣ୍ଡ ସ୍ପେସରୁ ଭାରତକୁ ପ୍ରଥମ ସି-୨୯୫ ଟାକ୍ଟିକାଲ ମିଲିଟାରୀ ଏୟାର ଲିଫ୍ଟ ବିମାନ ମିଳିଛି । ଭାରତର ବାୟୁସେନା ମୁଖ୍ୟ ମାର୍ଶାଲ ଭି.ଆର ଚୌଧୁରୀ ସିଭିଲେ ସହରରେ…

(Video) ରାସ୍ତାରେ ପଡିଲା ମୂଲ୍ୟବାନ ହୀରା! ଖୋଜିବାକୁ ଲାଗିଲେ ଲୋକେ, ଭିଡିଓ ଭାଇରାଲ

ସୁରଟ: ଭାରତର ଡାଇମଣ୍ଡ ସିଟି ସୁରଟରେ ରାସ୍ତାରେ ଏକ ବିରାଟ ଜନସମାଗମ ହୋଇଥିଲା। ହଠାତ୍ ହୀରା ବ୍ୟବସାୟୀ ହୀରା ଫିଙ୍ଗିବାର ଖବର ସହରରେ ବ୍ୟାପିଗଲା। ଏହା ପରେ ଅନେକ ଲୋକ ରାସ୍ତାରେ ଅଟକି ଯାଇ ହୀରା ଖୋଜିବା ଆରମ୍ଭ କଲେ।…

ଅଭିନେତ୍ରୀ ବହିଦା ରେହମାନଙ୍କୁ ଦାଦାସାହେବ ଫାଲକେ ପୁରସ୍କାର: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଘୋଷଣା

ନୂଆଦିଲ୍ଲୀ: ଚଳିତ ବର୍ଷର ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ଘୋଷଣା କରାଯାଇଛି । କିମ୍ବଦନ୍ତୀ ଅଭିନେତ୍ରୀ ବହିଦା ରୋହମାନଙ୍କୁ ଚଳିତ ବର୍ଷ ପାଇଁ ଦାଦାସାହେବ ଫାଲକେ ଜୀବନବ୍ୟାପୀ ସଫଳତା ପୁରସ୍କାର ନେଇ ମନୋନୀତ…

୯୧ ବର୍ଷରେ ପାଦ ଥାପିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ : ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କର ୯୧ତମ ଜନ୍ମ ଦିବସ । ଏହି ଜନ୍ମଦିନ ଅବସରରେ ତାଙ୍କୁ ଦେଶବାସୀ ଅନେକ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଏକ୍ସରେ…

‘ଚମତ୍କାର କାର୍ଯ୍ୟ କରୁଛି ନୂଆ ଭାରତ..’ ରୋଜଗାର ମେଳାରେ କହିଲେ PM ମୋଦୀ, ବାଣ୍ଟିଲେ ୫୧ ହଜାର ନିଯୁକ୍ତି ପତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତି ପାଇବାକୁ କର୍ମଚାରୀମାନଙ୍କୁ ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଭିଡିଓ କନଫରେନ୍ସିଂ…

ମଣିପୁର ହିଂସା: ନିଖୋଜ ଥିବା ଦୁଇ ଛାତ୍ରଙ୍କ ମୃତଦେହର ହେଲା ଫଟୋ ଭାଇରାଲ, ଜାଣନ୍ତୁ କଣ କହିଲେ ଏନ ବୀରେନ ସରକାର

ନୂଆଦିଲ୍ଲୀ: ଦେଶର ଉତ୍ତର-ପୂର୍ବ ରାଜ୍ୟ ହିଂସା ପ୍ରଭାବିତ ମଣିପୁରରେ ଇଣ୍ଟରନେଟ୍ ସେବା ପୁନଃ ସ୍ଥାପିତ ହୋଇଥିଲା। ଏହା ପରେ ଜୁଲାଇ ମାସରେ ଦୁଇ ନିଖୋଜ ଛାତ୍ରଙ୍କ ମୃତଦେହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ…