
Browsing Category
ଦେଶ ବିଦେଶ
PM ମୋଦୀଙ୍କ ବଡ଼ ଘୋଷଣା : ୫୧,୦୦୦ ଲୋକଙ୍କୁ ମିଳିବ ସରକାରୀ ଚାକିରୀ, ଜାଣିନିଅନ୍ତୁ କେବେ ବଣ୍ଟାଯିବ ଆପଏଣ୍ଟମେଣ୍ଟ ଲେଟର
ନୂଆଦିଲ୍ଲୀ : ମଙ୍ଗଳବାର ସେପ୍ଟେମ୍ବର ୨୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ମେଳାରେ ଯୋଗ ଦେବେ । ସେଠଅରେ ପ୍ରାୟ ୫୧,୦୦୦ ନୂଆନିଯୁକ୍ତିର ନିଯୁକ୍ତି ଦାତାମାନଙ୍କୁ ଆପଏଣ୍ଟମେଣ୍ଟ ଲେଟର ଦେବେ । ନୂଆଦିଲ୍ଲୀର…
ମୁସଲିମ୍ ବାଳକକୁ ମାଡ ମରାଯିବା ମାମଲାରେ ସୁପ୍ରିମକୋର୍ଟଙ୍କ କଡା ଟିପ୍ପଣୀ, କହିଲେ ଘଟଣାରେ ସରକାରଙ୍କ ହୃଦୟ ଥରି ଉଠିବା ଉଚିତ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଏକ ଘରୋଇ ସ୍କୁଲରେ ଏକ ମୁସଲିମ୍ ବାଳକକୁ ଅନ୍ୟ ଛାତ୍ରମାନଙ୍କ ଦ୍ୱାରା ପିଟାଯିିବା ମାମଲାରେ ସୁପ୍ରିମକୋର୍ଟ କଡା ଟିପ୍ପଣୀ ଦେଇଛନ୍ତି । କୋର୍ଟ କହିଛନ୍ତି ଯଦି ଏହି ଅଭିଯୋଗ ସତ ତେବେ ଏହି…
(Video) ଆଉ ଦରକାର ପଡ଼ିବନି ପେଟ୍ରୋଲ କି ଡିଜେଲ ! ଦେଶର ପ୍ରଥମ ‘ପବନ-ପାଣି’ରେ ଚାଳିତ ବସ୍ ର ହେଲା ଶୁଭାରମ୍ଭ: ସବୁଜ ପତାକା ଦେଖାଇଲେ…
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଦେଶର ପ୍ରଥମ ହାଇଡ୍ରୋଜେନ ଚାଳିତ ବସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ । ଏହାର ଶୁଭାରମ୍ଭ…
ଖଚାଖଚ ଭିଡ : ଟ୍ରେନ ଭିତରେ ଭିଡିଗଲେ ଦୁଇ ମହିଳା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଟ୍ରେନ ଓ ମେଟ୍ରୋରେ ଲଢେଇ ଝଗଡାର ଭିଡିଓ ଲଗାତର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେତେବେଳେ ସିଟ୍କୁ ନେଇ କଳି ଝଗଡା ତ ପୁଣି କେତେବେଳେ ଅଶ୍ଳୀଳ କମେଣ୍ଟକୁ ନେଇ । ଦିଲ୍ଲୀ…
ସାରା ବିଶ୍ୱ ଦେଖୁଛି ଭାରତର ‘ବାୟୁ-ଶକ୍ତି’: ହିଣ୍ଡେନ ଏୟାରବେସରେ ଡ୍ରୋନ ଶକ୍ତି ପ୍ରଦର୍ଶନ କରୁଛି ଦେଶ
ଉତ୍ତରପ୍ରଦେଶ: ଆଜି ଭାରତ ସାରା ବିଶ୍ୱକୁ ନିଜର ଡ୍ରୋନ ଶକ୍ତି ପ୍ରଦର୍ଶନ କରୁଛି । ଉତ୍ତରପ୍ରଦେଶର ଗଜିଆବାଦରେ ସାରା ଭାରତର ସ୍ୱଦେଶୀ ଡ୍ରୋନ ଦ୍ୱାରା ବାୟୁ-ଶକ୍ତି ଦେଖୁଛି ବିଶ୍ୱ । ଭାରତୀୟ ବାୟୁ ସେନା ସହ ମିଶି…
ଗୋଟିଏ ନୁହେଁ କି ଦୁଇଟି ନୁହେଁ ୧୫ ପ୍ରକାରର ପାଇବେ ଋଣ : ଜାଣିନିଅନ୍ତୁ କେଉଁ ଉଦ୍ଦେଶ୍ୟରେ ମିଳିବ ଟଙ୍କା
ନୂଆଦିଲ୍ଲୀ : ବ୍ୟାଙ୍କ ଗ୍ରାହକମାନଙ୍କୁ କେବଳ ୧, ୨, ୩ କିମ୍ବା ୪ ଟି ନୁହେଁ ୧୫ ରୁ ଅଧିକ ପ୍ରକାରର ଋଣ ଯୋଗାଏ, ଯାହାକୁ ଆପଣ ଆପଣଙ୍କର ବ୍ୟକ୍ତିଗତ ଜୀବନରେ ବ୍ୟବହାର କରିପାରିବେ । ଅଧିକାଂଶ ଲୋକ କେବଳ ବ୍ୟକ୍ତିଗତ ଋଣ,…
ବିଶ୍ୱକୁ ଗ୍ରାସିବାକୁ ଯାଉଛି କରୋନା ଠାରୁ ୭ ଗୁଣ ଭୟଙ୍କର ମହାମାରୀ, ନେଇପାରେ ୫ କୋଟିରୁ ଅଧିକ ଲୋକଙ୍କ ଜୀବନ
ଲଣ୍ଡନ: କରୋନା ଭାଇରସ୍ ମହାମାରୀରୁ ବିଶ୍ୱ ସଂପୂର୍ଣ୍ଣ ଭାବରେ ମୁକ୍ତ ହୋଇପାରି ନ ଥିବା ବେଳେ ଏବେ ବିଶେଷଜ୍ଞମାନେ ନୂଆ ଭାଇରସ୍ ବିଷୟରେ ବିଶ୍ୱକୁ ସତର୍କ କରାଇ ଦେଲେଣି । କୁହାଯାଇଛି ଆଗାମୀ ମହାମାରୀ ବିଶ୍ୱରେ ଅତି…
ଦ୍ରୁତ ଗତିରେ ଯାଉଥିଲା ରାଜଧାନୀ ଏକ୍ସପ୍ରେସ, ହଠାତ୍ ଅଗକୁ ଚାଲି ଆସିଲା ମଇଁଷି: ଆଉ ତା’ପରେ…
ନୂଆଦିଲ୍ଲୀ: ରାଜଧାନୀ ଏକ୍ସପ୍ରେସ ସହ ଘଟିଯାଇଛି ଏକ ବଡ଼ ଘଟଣା । ରାଜଧାନୀ ଦିଲ୍ଲୀରୁ ଗୁଆହାଟୀ ଅଭିମୁଖେ ଯାଉଥିବା ବେଳେ ସମଷ୍ଟିପୁର-ରୋସଡ଼ା ରେଳଖଣ୍ଡ ଉପରେ ଦୁର୍ଘଟଣା ପରିସ୍ଥିତିର ସାମନା କରିଛି ଏହି ଟ୍ରେନ । ୧୦୦ରୁ…
ଲଭ ଜିହାଦ ଓ ଧର୍ମାନ୍ତରୀକରଣ ବିରୁଦ୍ଧରେ ଆରମ୍ଭ ହେଲା ଆରଏସଏସର ଅଭିଯାନ, ଗ୍ରାମମାନଙ୍କରେ ‘ଏକ ମନ୍ଦିର, ଏକ ଶ୍ମଶାନ, ଏକ ନଳକୂଅ’ ମନ୍ତ୍ର ଉପରେ…
ଲକ୍ଷ୍ନୌ:ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ଲଭ ଜିହାଦ ଓ ଧର୍ମାନ୍ତରୀକରଣ ପରି କଳଙ୍କିତ ଚଳଣୀ ବିରୁଦ୍ଧରେ ଏଠାରେ ନିଜର ରାୟ ରଖିଛନ୍ତି । ସେ କହିଛନ୍ତି ଲଭ ଜିହାଦ ଓ ଧର୍ମାନ୍ତରୀକରଣକୁ ରୋକିବା ଲାଗି ସମାଜରେ ସଚେତନତାର…
କୋର୍ଟର ନିଷ୍ପତ୍ତି ମଧ୍ୟ ସରଳ ଭାଷାରେ ହେବା ଉଚିତ, ଯାହା ଦ୍ୱାରା ଲୋକମାନେ ବୁଝିବେ ଓ ଉଲ୍ଲଂଘନକୁ ଏଡାଇ ପାରିବେ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଆଇନଗତ ଶୁଣାଣି ସମୟରେ ସରଳ ଭାଷାର ବ୍ୟବହାର କରିବାକୁ କହିଛନ୍ତି ସୁପ୍ରିମକୋର୍ଟ, ଯାହାଫଳରେ ସାଧାରଣ ଲୋକମାନେ ଏହାକୁ ସହଜରେ ବୁଝିପାରିବେ । ସେପ୍ଟେମ୍ବର ୨୪ ରବିବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ…