Browsing Category

ଦେଶ ବିଦେଶ

ଯବାନର ପ୍ରଶଂସା କଲେ ଅଲ୍ଲୁ ଅର୍ଜୁନ: ଖୁସି ହୋଇ ଶାହରୁଖ ଖାନ କହିଲେ ମୁଁ ତିନି ଥର ଦେଖିଛି ପୁଷ୍ପା, ବହୁତ କିଛି ଶିଖିଲି!

ନୂଆଦିଲ୍ଲୀ: ସମସ୍ତେ ଶାହରୁଖ ଖାନଙ୍କ ଯବାନ ପ୍ରଶଂସା କରିବା ବନ୍ଦ କରୁନାହାଁନ୍ତି। ସେଲିବ୍ରେଟ୍ ଏବଂ ପ୍ରଶଂସକମାନେ ଫିଲ୍ମ ଦେଖିବା ପରେ ପ୍ରଶଂସା କରୁଛନ୍ତି ଏବଂ ସୋସିଆଲ ମିଡିଆରେ ସେମାନଙ୍କ ମତାମତ ସେୟାର କରିଛନ୍ତି।…

କେନ୍ଦ୍ର ସରକାର ଆଣିଲେ ନୂଆ ନିୟମ: ଏଣିକି ଜନ୍ମ ପ୍ରମାଣପତ୍ରକୁ ସିଙ୍ଗଲ ଡକ୍ୟୁମେଣ୍ଟ ଭାବେ ବ୍ୟବହାର କରିହେବ

ନୂଆଦିଲ୍ଲୀ: ଅକ୍ଟୋବର ୧ ତାରିଖରୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଡକ୍ୟୁମେଣ୍ଟ ଭେରିଫିକେସନ କ୍ଷେତ୍ରରେ ଜନ୍ମ ପ୍ରମାଣପତ୍ରର ଗୁରୁତ୍ୱ ବଢ଼ିବାକୁ ଯାଉଛି । ଏହି ନିୟମ ଅନୁସାରେ ଜନ୍ମ ପ୍ରମାଣପତ୍ରକୁ ସ୍କୁଲରେ…

ଜୀବନ ସାରା ନିର୍ବାଚନ ଲଢି ପାରିବେନି ଏହି MP-MLA! ଅଭିଯୁକ୍ତ ନେତାଙ୍କୁ ଅଭିଯୋଗ ନେଇ କ’ଣ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଜ୍ୟ ସଭା ଏବଂ ଲୋକସଭାରେ ଦେଶର ଅନେକ ସାଂସଦଙ୍କ ଅସଲ ମୁଖା ଖୋଲି ଦେଇଛି ଏଡିଆର ରିପୋର୍ଟ । ୭୬୩ ସାଂସଦଙ୍କୁ ନେଇ ହୋଇଥିବା ଏହି ଯାଞ୍ଚରୁ ପ୍ରାୟ ୪୦% ବା ୩୦୬ ଜଣ ସାଂସଦଙ୍କ ବିରୋଧରେ ବିଭିନ୍ନ ମାମଲା…

ସଂସଦର ବିଶେଷ ଅଧିବେଶନରେ ସମସ୍ତ ସାଂସଦ ଉପସ୍ଥିତ ରହିବା ଲାଗି ହୁଇପ୍‌ ଜାରି କଲା ବିଜେପି, ଜାଣନ୍ତୁ ଏଥିରେ କଣ ହୋଇପାରେ ଆଲୋଚନା…

ନୂଆଦିଲ୍ଲୀ; ଶକ୍ତି ଓ ସାମର୍ଥ୍ୟକୁ ନେଇ ଚର୍ଚ୍ଚାରେ ରହିଛି ଜାତୀୟ ରାଜନୀତି। ସଂଖ୍ୟା ଗରିଷ୍ଠତାକୁ ନେଇ ଦେଶରେ ଚାଲିଛି ଶହ ଶହ ବର୍ଷର ପୁରୁଣା ଆଇନ ତଥା ନାମ ପରିବର୍ତ୍ତନ। ନିକଟରେ ଗୁରୁତ୍ୱପୂର୍ଣ୍ଣ ଦିଲ୍ଲୀ ସର୍ଭିସ…

ଘରେ ଶୋଇଥିଲେ ପୁଅ, ବୋହୂ ଏବଂ ନାତି, ବାପା ଲଗାଇଦେଲେ ନିଆଁ: ପୋଲିସ କହିଲା କାରଣ

କୋଚି: କେରଳର ଥ୍ରୀସୁର ଜିଲ୍ଲାରେ ଏକ ଶୋଇଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ପୁଅ, ବୋହୂ ଏବଂ ନାତିଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ପୋଲିସ କହିଛି ଯେ, ଅଭିଯୁକ୍ତ ଜନସନ ବୁଧବାର ବିଳମ୍ବିତ ରାତିରେ ଏକ କୋଠରୀ…

ବଲିଉଡ ଅଭିନେତା ରିଓ କାପାଡ଼ିଆଙ୍କ ପରଲୋକ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ବଲିଉଡ ଅଭିନେତା ରିଓ କାପାଡ଼ିଆଙ୍କର ପରଲୋକ ଘଟିଛି । ରିଓଙ୍କର ମୃତ୍ୟୁ ବାଦରେ ତାଙ୍କର ବନ୍ଧୁ ଫଇଜଲ ମଲିକ ସ୍ପଷ୍ଟ କରିଛନ୍ତି । ରିଓ ବଲିଉଡର ଅନେକ ହିଟ୍…

ପାକିସ୍ତାନ ଉପରେ ଜୋରଦାର ପ୍ରହାର କଲେ କେନ୍ଦ୍ର ମନ୍ତ୍ରୀ, କହିଲେ ପାକିସ୍ତାନକୁ ଅଲଗା କରି ଦିଆଯିବା ଉଚିତ

ନୂଆଦିଲ୍ଲୀ:ବୁଧବାର ଅନନ୍ତନାଗ ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ହାମଲା ପରେ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭି.କେ ସିଂହ ପାକିସ୍ତାନ ଉପରେ ଜୋରଦାର ପ୍ରହାର କରିଛନ୍ତି । ସେ କହିଛନ୍ତି ଯେ କୌଣସି ପରିସ୍ଥିତିରେ ବି…

ସନାତନ ଧର୍ମକୁ ଶେଷ କରିବା I.N.D.I.A ମେଣ୍ଟର ଏଜେଣ୍ଡା, ମଧ୍ୟ ପ୍ରଦେଶରେ ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାରକୁ ମଧ୍ୟପ୍ରଦେଶର ବିନାରେ ଠାରେ 50,700 କୋଟିରୁ ଅଧିକ ମୂଲ୍ୟର ରିମୋଟ୍ ବଟନ୍ ଦବାଇ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସନାତନ…

ଏହି ଦିନ ଠାରୁ ୨୦୦୦ ଟଙ୍କା ନୋଟ ନେବେନି ଇ-କମର୍ସର ବଡ଼ କମ୍ପାନୀ! ଜାଣନ୍ତୁ ଜମା କରିବାର ଶେଷ ତାରିଖ

ନୂଆଦିଲ୍ଲୀ: ଇ-କମର୍ସର ବଡ଼ କମ୍ପାନୀମାନେ କ୍ୟାସ ଅନ ଡେଲିଭରୀ ସମୟରେ ୨୦୦୦ଟଙ୍କା ନୋଟ ନେବାକୁ ନେଇ ଅଦ୍ୟତନ ଜାରି କରିଛନ୍ତି । କମ୍ପାନୀ କହିଛି ଯେ, ୧୯ ସେପ୍ଟେମ୍ବରରୁ ସେମାନେ କ୍ୟାସ ଅନ ଡେଲିଭରୀରେ ୨୦୦୦ ଟଙ୍କା ନୋଟ…

ଦର ବୃଦ୍ଧିକୁ ନେଇ ଖାଉଟି ନିରାଶ : ହରଡ଼ ଡାଲି ଛୁଇଁବ ଦୁଇ ଶହ

ନୂଆଦିଲ୍ଲୀ : ଲୋକଙ୍କ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଉଛି । ଦର ବୃଦ୍ଧି ହେବା ଦ୍ୱାରା ଲୋକେ ଅନେକ ଆର୍ଥୀକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ଦର ବୃଦ୍ଧି ଦ୍ୱାରା ମାଧ୍ୟବିତ ଲୋକମାନେ…