Browsing Category

ଦେଶ ବିଦେଶ

ଚନ୍ଦ୍ରବାବୁ ନାଇଡୁଙ୍କ ପାଇଁ ରାଜ୍ୟରେ ବଢିଲା ଉତ୍ତେଜନା, ଆନ୍ଧ୍ର ପ୍ରଦେଶରେ ବନ୍ଦ ଡାକରା ଦେଲା ଟିଡିପି

ନୂଆଦିଲ୍ଲୀ : ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତେଲଗୁ ଦେଶ ପାର୍ଟିର ମୁଖିଆ ଚନ୍ଦ୍ରବାବୁ ନାଇଡୁଙ୍କୁ ପୋଲିସ ଗିରଫ କରିଛି । ତାଙ୍କୁ ୧୪ ଦିନ ପର୍ଯ୍ୟନ୍ତ ରିମାଣ୍ଡରେ ନିଆଯାଇଛି । ରିମାଣ୍ଡ ଅବଧି ୨୩…

ଶିବଙ୍କ ରୂପରେ ଆସୁଛନ୍ତି ବାହୁବଳୀ ଷ୍ଟାର ପ୍ରଭାସ: ତୃତୀୟ ଥର ସାଜିବେ ଭଗବାନ!

ମୁମ୍ବାଇ: ପୁଣିଥରେ ପୌରାଣିକ ବିଷୟବସ୍ତୁକୁ ନେଇ ପରଦାକୁ ଆସୁଛନ୍ତି ବାହୁବଳୀ ଷ୍ଟାର ପ୍ରଭାସ । ଆଦିପୁରୁଷରେ 'ରାଘବ' ଚରିତ୍ର ପରେ ଏବେ ଦେବ ଦେବ ମହାଦେବଙ୍କ ରୂପରେ ନଜର ଆସିବେ ରିବେଲ ଷ୍ଟାର । ୬୦୦ କୋଟିରେ ପ୍ରସ୍ତୁତ…

‘କାନ୍ଧରେ ହାତ ରଖିବା, କପଡ଼ା ଟାଣିବା… ଅପରାଧ’: ପୋକ୍ସୋ ମାମଲାରେ ହାଇକୋର୍ଟଙ୍କ ରାୟ

ଭୋପାଳ: ପୋକ୍ସୋ ଆକ୍ଟ ମାମଲାରେ ଏକ ବଡ଼ ରାୟ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ । ଜଣେ ଯୁବତୀ କିମ୍ବା ମହିଳାଙ୍କ କପଡ଼ା ଟାଣିବା କିମ୍ବା ତାଙ୍କ କାନ୍ଧରେ ହାତ ରଖିବା ଯୌନ ଅପରାଧର ଅନ୍ତର୍ଭୁକ୍ତ ହେବ । ଜଣେ ବ୍ୟକ୍ତିଙ୍କ…

Bali was Bali, Delhi is Delhi… ନୂଆଦିଲ୍ଲୀ ଘୋଷଣାପତ୍ରକୁ ନେଇ ଏମିତି କାହିଁ କହିଲେ ଜୟଶଙ୍କର?

ନୂଆଦିଲ୍ଲୀ: ଜି୨୦ ସମ୍ମିଳନୀରେ ନୂଆଦିଲ୍ଲୀ ଘୋଷଣାପତ୍ରକୁ ମଞ୍ଜୁରୀ ମିଳିଛି । ତେବେ ନୂଆଦିଲ୍ଲୀ ଘୋଷଣାନାମା ଏବଂ ବାଲି ଘୋଷଣାନାମା ମଧ୍ୟରେ ତଳନାକୁ ନେଇ ମନ୍ତବ୍ୟ ଦେଇଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.…

ଜନ୍ମଦିନରେ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ: ଆରମ୍ଭ ହେବ ‘ଆୟୂଷ୍ମାନ ଭବଃ’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ପାଳିବେ ନିଜର ୭୩ତମ ଜନ୍ମ ଦିବସ । ତେବେ ଏହି ଅବସରରେ ଦେଶବାସୀଙ୍କ ପାଇଁ ଏକ ବଡ଼ ଉପହାର ଆଣିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ସେପ୍ଟେମ୍ବର ୧୭ ଅର୍ଥାତ୍ ମୋଦୀଙ୍କ…

ଜୋରଦାର ଭୂକମ୍ପରେ ଥରି ଉଠିଲା ବଙ୍ଗୋପସାଗର: ମରକ୍କୋ ପରେ ପାଣି ଭିତରେ ଭୂମିକମ୍ପ

ପଶ୍ଚିମବଙ୍ଗ: ହଠାତ୍ ମଧ୍ୟରାତ୍ରରେ ଥରି ଉଠିଛି ବଙ୍ଗୋପସାଗର । ସମୁଦ୍ର ପାଣି ଭିତରେ ଜୋରଦାର ଭୂକମ୍ପର ଝଟକା ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପ ୪.୪ ତୀବ୍ରତା ବୋଲି ଜଣା ପଡିଛି । ଭୂକମ୍ପର ଗଭୀରତା ୭୦…

ପ୍ରବଳ ବର୍ଷା ପାଇଁ ରାଜଧାନୀରେ ସବୁ ସ୍କୁଲ ଛୁଟି: ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ନେଇ ଜିଲ୍ଲାପାଳଙ୍କ ସୂଚନା

ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ପ୍ରବଳ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଏବଂ ବଜ୍ରପାତ ଯୋଗୁଁ ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କ ଅବସ୍ଥା ଗମ୍ଭୀର ହୋଇ ପଡ଼ିଛି । ତେବେ ଏଭଳି ପରିସ୍ଥିତିରେ ପିଲାମାନଙ୍କ…

G-20ର ସଫଳ ଆୟୋଜନ ନେଇ ବିଶ୍ୱରେ ଭାରତର ପ୍ରଶଂସା: କେଉଁ ଦେଶର ନେତା କ’ଣ କହିଲେ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନୂଆଦିଲ୍ଲୀଠାରେ ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀ ସମାପ୍ତ ହୋଇଛି । ଏହି ଅବସରରେ ସାରା ବିଶ୍ୱରେ ପିଏମ୍ ମୋଦୀ ଓ ଭାରତକୁ ଛୁଟୁଛି ଅଜସ୍ର ପ୍ରଶଂସାର ସୁଅ…

(Video) ୪୦ ମହଲା ବିଲଡିଂରେ ଅଚାନକ ଭାଙ୍ଗିଲା ଲିଫ୍ଟ: ୬ ଜଣଙ୍କ ମୃତ୍ୟୁ, ଅନେକ ଆହତ

ନୂଆଦିଲ୍ଲୀ: ଅନେକ ସମୟରେ ଅଧିକ ମହଲା ବିଶିଷ୍ଟ ବିଲଡିଂଗୁଡ଼ିକରେ ଅଚାନକ ଲିଫ୍ଟ ଅଚଳ ହୋଇଯାଇଥାଏ । ଏଭଳି ସ୍ଥିତିରେ ଲିଫ୍ଟରେ ଫଶି ରହିଥିବା ବ୍ୟକ୍ତି ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଅନେକ ସମୟରେ ଏହି କାରଣ…

୧୪ ଦିନ ପାଇଁ ଜେଲ ଗଲେ ଚନ୍ଦ୍ରବାବୁ ନାଇଡୁ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଢିଲା ଅଢୁଆ

ହାଇଦ୍ରାବାଦ : ଭ୍ରଷ୍ଟାଚାର ମାମଲାରେ ଗିରଫ ହୋଇଥିବା ଆନ୍ଧ୍ରପ୍ରଦେଶରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଅଦାଲତ ୧୪ ଦିନ ଜେଲ ପଠାଯାଇଛି । ତେଲଗୁ ଦେଶମ ପାର୍ଟିର ଅଧକ୍ଷ ଚନ୍ଦ୍ରବାବୁ ନାଇଡୁଙ୍କୁ…