Browsing Category
ଦେଶ ବିଦେଶ
(Video) ୟୁଟ୍ୟୁବ୍ ଦେଖି ସ୍ତ୍ରୀର ପ୍ରସବ କରେଇବାକୁ ଯାଇ ଗର୍ଭନାଡ଼ କାଟି ଦେଲା ସ୍ୱାମୀ…
ଓଡିଶା ଭାସ୍କର; କଥାରେ ଅଛି ଅଳ୍ପ ବିଦ୍ୟା ଭୟଙ୍କରୀ- ଏହାର ଅର୍ଥ ହେଉଛି, କିଛି ନ ଜାଣି କୌଣସି ବିଷୟରେ ଅଳ୍ପକିଛି ଜାଣି ପ୍ରୟୋଗ କଲେ, ତାହା ଭୟଙ୍କର ପରିଣାମ ମିଳେ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖାଦେଇଛି ଯାହା…
ଜହ୍ନକୁ ଆମେ ଜିତିଗଲୁ ହେଲେ ଏକ ତାରାକୁ ହରାଇଲୁ
ଓଡିଶା ଭାସ୍କର; ଜହ୍ନ ରାଇଜରେ ଭାରତ ପହଁଞ୍ଚି ଥିବାରୁ ଆମେ ସମସ୍ତେ ନିଜକୁ ଖୁବ ଗର୍ବ ମନେ କରୁଛେ । ହେଲେ ଦେଶରେ ଘଟୁଥିବା ହାଲଚାଲ ବିଷୟରେ ଆମକୁ କିଛି ବି ଜଣା ନାହିଁ । କେଉଁଠି କୁନି ନାବାଳିକା ଝିଅକୁ ଦୁର୍ଷ୍କମ…
ବାଇକରେ ଯିବା ବେଳେ ରାତିରେ ଆଉ ଭୁକିବେନି କୁକୁର : ଆପଣାନ୍ତୁ ଏହି ଉପାୟ
ନୂଆଦିଲ୍ଲୀ : ଆମ ଦେଶରେ ଅଧିକାଂଶ ଲୋକ ୨ ଚକିଆ ଯାନ ଅର୍ଥାତ ବାଇକ ବ୍ୟବହାର କରନ୍ତି । ଲୋକେ କାର କିମ୍ବା ବଡ଼ ବଡ଼ ଗାଡିରେ ଯାତ୍ରା କରିବା ଅପେକ୍ଷା ବାଇକରେ ଯାତ୍ରା କରିବା ପାଇଁ ଅଧିକ ପସନ୍ଦ କରିଥାନ୍ତି । ଦିନରେ…
ଚନ୍ଦ୍ରପୃଷ୍ଠରୁ ଇସ୍ରୋ ସେଣ୍ଟରକୁ ଆସିଲା ଏକ ବଡ଼ ତଥ୍ୟ , ଚନ୍ଦ୍ର ପୃଷ୍ଠର ୧୦ ସେଣ୍ଟିମିଟର ଗଭୀରତାରେ କେତେ ତାପମାତ୍ରା ରହିଛି….
ଓଡିଶା ଭାସ୍କର; ପୂର୍ବରୁ ଋଷିଆ, ଆମେରିକା ଓ ଚୀନ ଚନ୍ଦ୍ରରେ ମହାକାଶ ଯାନ ଅବତରଣ କରିବାରେ ସଫଳ ହୋଇଥିବା ଭାରତ ଚତୁର୍ଥ ଦେଶ ଭାବେ ଏହି ସଫଳତା ହାସଲ କରିଛି । ସେହିପରି ବିଶ୍ୱର ପ୍ରଥମ ଦେଶ ଭାବେ ଭାରତର ଚନ୍ଦ୍ରଯାନ-୩…
ବିଶିଷ୍ଟ କବି ଓ ବଲିଉଡ ଗୀତିକାର ଦେବ କୋହଲିଙ୍କ ପରଲୋକ: ‘ବାଜିଗର’ ସମେତ ୧୦୦ଟି ଫିଲ୍ମ ପାଇଁ ଲେଖିଥିଲେ ଗୀତ
ନୂଆଦିଲ୍ଲୀ: ଚଳଚ୍ଚିତ୍ର ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ବଲିଉଡର ବିଶିଷ୍ଟ ଗୀତିକାର ଓ କବି ଦେବ କୋହଲିଙ୍କର ପରଲୋକ ଘଟିଛି । ୮୧ ବର୍ଷ ବୟସରେ ଦେବ ମୁମ୍ବାଇ ଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି ।…
‘ଚନ୍ଦ୍ରଯାନ’ ନୂଆ ଭାରତର ଆତ୍ମାର ପ୍ରତୀକ; ‘ମନ୍ କି ବାତ୍’ରେ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ଚନ୍ଦ୍ରଯାନ ନୂଆ ଭାରତର ଆତ୍ମାର ପ୍ରତୀକ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆକାଶବାଣୀର ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବବିନିମୟ କରିବା ଅବସରରେ କହିଛନ୍ତି ।…
ଏଲନ୍ ମସ୍କ ଏହିପରି ଭାବରେ କଲେ ଭାରତର ପ୍ରଶଂସା, ଯାହା କହିଲେ ଆପଣ ବି ଶୁଣିଲେ ଗର୍ବରେ ଛାତି ଚଉଡା ହୋଇଯିବ
ନୂଆଦିଲ୍ଲୀ: ସାରା ବିଶ୍ୱରେ ଭାରତର ପ୍ରଭାବ ବଢିବାରେ ଲାଗିଛି । ଏବେ ଏଲନ ମସ୍କ ବି ଏହାକୁ ସ୍ୱୀକାର କରିଛନ୍ତି । ଟେସଲା ଓ ସ୍ପେସଏକ୍ସର ସିଇଓ ଏଲନ ମସ୍କ କହିଛନ୍ତି ନିଜ ପରିଶ୍ରମ ବଳରେ ଆଜି ଭାରତୀୟମାନେ ଦୁନିଆର…
(Video) ସତ ହେଲା କି ମାଳିକା ବଚନ? କୁମ୍ଭୀର ସହ ମିଶିଗଲା ଚିତ୍ତଳ ମାଛ… ଏବେ ପୃଥିବୀକୁ ଶେଷ କରିବ ଏହି ଯୋଡ଼ି
ଧୀରେ ଧୀରେ ସତ ହେବାରେ ଲାଗିଛି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକା ବଚନ । ଚାରିଆଡେ ଦେଖିବାକୁ ମିଳୁଛି କୁମ୍ଭୀରର ଆତଙ୍କ । ମାଳିକାରେ ଲେଖା ଥିବା ପ୍ରତ୍ୟେକ କଥା ଧୀରେ ଧୀରେ ସତ ହେବାରେ ଲାଗିଛି । ସବୁଆଡେ ହୁରି…
ବିଜେପି ସାଂସଦ ରାଜଦୀପ ରୟଙ୍କ ଘରୁ ‘ରାଜଦୀପ’ଙ୍କ ମୃତଦେହ ଉଦ୍ଧାର: ଜାଣି ନିଅନ୍ତୁ ‘ଟ୍ୱିଷ୍ଟ ଓ୍ୱାଲା ଷ୍ଟୋରୀ’
ଆସାମ: ଭାରତୀୟ ଜନତା ପାର୍ଟିର ଜଣେ ଆଗ ଧାଡ଼ିର ନେତାଙ୍କ ଘରୁ ମିଳିଛି ଝୁଲନ୍ତା ମୃତଦେହ । ଜଣେ ନାବାଳକର ମୃତଦେହ ଉଦ୍ଧାର କରାଯାଇଥିବା ଜାଣିବାକୁ ମିଳିଛି । ତେବେ ଜଣେ ସାଂସଦଙ୍କ ଘରୁ ଏଭଳି ଭାବରେ ମୃତଦେହ ମିଳିବା…
(Video) ଚନ୍ଦ୍ରପୃଷ୍ଠରେ ସୁଶାନ୍ତଙ୍କ ଜାଗା କାହାର ହେବ? ଆତ୍ମହତ୍ୟା କରିଥିବା ଘର କିଣିନେଲେ ଆଦା ଶର୍ମା
ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଘର କିଣିଛନ୍ତି ‘କମାଣ୍ଡୋ’ ଗାର୍ଲ ଆଦା ଶର୍ମା । ସୁଶାନ୍ତ ଆତ୍ମହତ୍ୟା କରିଥିବା ଘରକୁ ଅଦା କିଣୁଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ସୁଶାନ୍ତ…