fbpx
Browsing Category

ଦେଶ ବିଦେଶ

୪୮୮ଟି ଟ୍ରେନ୍ ବାତିଲ କଲା ରେଳବାଇ, ଅନେକ ରେଳର ବଦଳିଲା ରୁଟ୍; ଯାତ୍ରା ପୂର୍ବରୁ ଦେଖିନିଅନ୍ତୁ ତାଲିକା

ନୂଆଦିଲ୍ଲୀ: ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । ଏହି କାରଣରୁ ଭାରତୀୟ ରେଳବାଇକୁ ଦେଶର ଲାଇଫ୍ ଲାଇନ୍ ବୋଲି କୁହାଯାଏ । ଏହି ପରିପ୍ରେକ୍ଷୀରେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ପ୍ରଭାବିତ…

ପୁଣି ଲାଲ ବାହିନୀର ତାଣ୍ଡବ: ପୋଲିସ ଇନଫର୍ମର ସନ୍ଦେହରେ ଗୁଇନ୍ଦା କର୍ମଚାରୀଙ୍କୁ କଲେ ହତ୍ୟା

ନୂଆଦିଲ୍ଲୀ: ଛତିଶଗଡ଼ରେ ପୁଣି ଦେଖିବାକୁ ମିଳିଛି ମାଓବାଦୀଙ୍କ ତାଣ୍ଡବ । ଗତକାଲି ବିଳମ୍ବିତ ରାତ୍ରିରେ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗୁଇନ୍ଦା କର୍ମଚାରୀଙ୍କୁ ହତ୍ୟା କରିଛି ଲାଲ ବାହିନୀ । ତେବେ ଏହି ହତ୍ୟାକାଣ୍ଡ…

ବଦଳିଯିବ IAS କ୍ୟାଡର ନିୟମ, ଏଣିକି ବାବୁମାନଙ୍କ ଡେପୁଟେସନକୁ କଣ୍ଟ୍ରୋଲ କରିବ କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟମାନଙ୍କରେ କାର୍ଯ୍ୟ କରୁଥିବା ଆଇଏଏସ ଅଧିକାରୀଙ୍କୁ ଏଣିକି କେନ୍ଦ୍ର ସରକାର ଯେ କୌଣସି ସମୟରେ ଡେପୁଟେସନରେ ନେଇ ପାରିବେ । ଏଥିନେଇ ରାଜ୍ୟ ସରକାରଙ୍କ ଠାରୁ ଅନୁମୋଦନ ନେବାର ଆଉ…

ମୁମ୍ବାଇରେ ଅଗ୍ନିକାଣ୍ଡ; ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ୧୫ ଆହତ

ମୁମ୍ବାଇ: ମୁମ୍ବାଇର ତାରଦେଭସ୍ଥିତ କମଲା ବିଲ୍ଡିଂର ୨୦ ମହଲା ବିଲ୍ଡିଂରେ ଭୀଷଣ ନିଆଁ ଲାଗିଯାଇଛି । ନିଆଁରେ ଜଳିଯାଇ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ବ୍ୟତୀତ ୧୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ…

କରୋନା ପାଇଁ ଆପଣଙ୍କର ବାହାଘର ହଠାତ୍ ବନ୍ଦ ହୋଇଗଲା କି, ଆପଣ ଆଡଭାନ୍ସ ଦେଇଥିବା ସମସ୍ତ ଟଙ୍କା ଫେରିପାଇବେ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: କୋଭିଡ୍ ପାଇଁ ମଣିଷ ଆଜି ଅନେକ ସମସ୍ୟା ଦେଇ ଗତି କରୁଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଲକଡାଉନ, ସଟଡାଉନ ଭଳି କଟକଣା ଲାଗୁ କରାଯାଉଛି । ଅନେକ ଲୋକଙ୍କର ବାହାଘର ପୂର୍ବରୁ ସ୍ଥିରୀକୃତ…

ଚମକିବେ ଆଉ ଏକ ଓଡ଼ିଆ: ଇଣ୍ଡିଆ ଗେଟରେ ଶୋଭା ପାଇବାକୁ ଯାଉଥିବା ସୁଭାଷଙ୍କ ପ୍ରତିମୂର୍ତ୍ତିି ତିଆରି କରିବେ ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ ଅଦ୍ୱୈତ…

ନୂଆଦିଲ୍ଲୀ : ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଶାଳ ପ୍ରତିମୂର୍ତ୍ତି ଇଣ୍ଡିଆ ଗେଟ୍ ରେ ସ୍ଥାପନ ହେବ । ଏନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ସୂଚନା ଦେଇଥିଲେ । ତେବେ…

୨୦ ମହଲା ବିଶିଷ୍ଟ ବିଲ୍ଡିଂରେ ଲାଗିଲା ଭୀଷଣ ନିଆଁ, ୨ ମୃତ; ୧୫ ଆହତ

ମୁମ୍ବାଇ: ମାୟାନଗରୀ ମୁମ୍ବାଇର ଏକ ୨୦ ମହଲା ବିଶିଷ୍ଟ ବିଲ୍ଡିଂରେ ଭୀଷଣ ନିଆଁ ଲାଗିଯାଇଛି । ଏହି ଅଗ୍ନିକାଣ୍ଡ ମୁମ୍ବାଇର ତାଡଦେବ ଅଞ୍ଚଳରେ ଘଟିଛି । ଏଠାରେ ଥିବା କମଳା ବିଲ୍ଡିଂର ୧୮ ନମ୍ବର ମହଲାରେ ନିଆଁ…

ଟିକା ପାଇଁ ଜାରି ହେଲା ନୂଆ ଗାଇଡଲାଇନ୍, କରୋନାରୁ ସୁସ୍ଥ ହେବାର ଏତିକି ଦିନ ପରେ ନେଇପାରିବେ ଭାକସିନ୍

ନୂଆଦିଲ୍ଲୀ: ଶୁକ୍ରବାର ଦିନ କେନ୍ଦ୍ର ପକ୍ଷରୁ ଟିକାକରଣର ନୂଆ ଗାଇଡଲାଇନ୍ ଜାରି ହୋଇଛି । ପ୍ରିକସନ୍ ଡୋଜ୍ ସମେତ ଅନ୍ୟ ଦୁଇଟି ଡୋଜ୍ କୁ କେଉଁ ସମୟରେ ନେବା ଦରକାର ସେ ସମ୍ପର୍କରେ ଗାଇଡଲାଇନ୍ ରେ ଦର୍ଶାଯାଇଛି ।…

ଭୟ ବଢ଼ାଇଲାଣି କରୋନା: ଦିନକରେ ୩.୩ ଲକ୍ଷ ନୂତନ ସଂକ୍ରମିତ ଚିହ୍ନଟ, ୧୦ହଜାର ପାର୍ ହେଲା ଓମିକ୍ରନ; ବଢ଼ୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୩୭ ହଜାର ୭୦୪ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ଆକ୍ଟିଭ୍ କେସ୍ ୨୧ ଲକ୍ଷ ପାର୍ କରିଛି । ଆକ୍ଟିଭ୍ କେସ୍ ବର୍ତ୍ତମାନ ୨୧ ଲକ୍ଷ ୧୩ ହଜାର…

ବାରମ୍ବାର ହାରିବା ପରେ ଟିମ୍ ଇଣ୍ଡିଆରେ ପଡ଼ିଲା ଭାଳେଣି, ମିଡିଲ୍ ଅର୍ଡର ସମ୍ଭାଳିବାକୁ ଫେରିପାରନ୍ତି ଏଇ ଦୁଇ ପୁରୁଣା ଖେଳାଳି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ଦୟନୀୟ ରହିଛି । ପୂର୍ବରୁ ଟେଷ୍ଟ ସିରିଜ ପରାସ୍ତ ହେବା ପରେ ଦିନିକିଆରେ ଦଳ ଭଲ ପ୍ରଦର୍ଶନ କରିବ ବୋଳି କ୍ରୀଡ଼ାପ୍ରେମୀମାନେ ଆଶା ରଖିଥିଲେ । ମାତ୍ର…