fbpx
BJD SKY
BJD SKY
Browsing Category

ଦେଶ ବିଦେଶ

କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରେମସିଟ: ସଂକ୍ରମଣ ହ୍ରାସ ପାଉଥିବା ନେଇ ସୂଚନା ଦେଲେ ଯୁଗ୍ନ ସଚିବ

ନୂଆଦିଲ୍ଲୀ: ବିଶ୍ୱରେ ଜାରି ରହିଛି କରୋନା ପ୍ରକୋପ । ଅବଶ୍ୟ ବର୍ତ୍ତମାନ ସଂକ୍ରମଣ ସ୍ଥିତିରେ ହ୍ରାସ ପରିଲକ୍ଷିତ ହୋଇଥିଲେ ବି ଟଳିନି ବିପଦ । ଏହାରି ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ନ ସଚିବ ଆଣିଛନ୍ତି…

କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସମେତ ଅନେକ ନେତା ଦେଇ ନାହାନ୍ତି ଘର ଭଡା, ଆରଟିଆଇରୁ ଖୁଲାସା

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସମେତ କଂଗ୍ରେସର ଅନେକ ନେତା ସରକାରୀ ବାସଭବନର ଭଡା ଦେଇ ନାହାନ୍ତି। ଏହି ସୂଚନା କାର୍ଯ୍ୟକର୍ତ୍ତା ସୁଜିତ ପଟେଲଙ୍କ ଦ୍ଵାରା ଦାୟର ଏକ ଆରଟିଆଇର ଜବାବରେ…

ମଣିପୁର ନିର୍ବାଚନ ଘୁଞ୍ଚାଇଲେ ନିର୍ବାଚନ କମିଶନ: ଏହି ତାରିଖରେ ହେବ ଭୋଟ ଗ୍ରହଣ, ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଳୀ: ଦ୍ୱିତୀୟ ରାଜ୍ୟ ଭାବରେ ମଣିପୁରରେ ନିର୍ବାଚନ ତାରିଖ ଘୁଞ୍ଚିଛି । ପ୍ରଥମେ ରବିଦାସ ଜୟନ୍ତୀ ପାଇଁ ପଞ୍ଜାବରେ ନିର୍ବାଚନ ଘୁଞ୍ଚାଯାଇଥିବା ବେଳେ ଗୁରୁବାର ମଣିପୁରର ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି ।…

ହିଜାବ ଦାବି କରୁଥିବା ଲୋକଙ୍କୁ ହାଇକୋର୍ଟରୁ ଝଟକା, ବିଚାରପତି କହିଲେ- ଛାତ୍ରୀ ଧାର୍ମିକ ଡ୍ରେସ୍ ପାଇଁ ଜିଦି କରି ପାରିବେ ନାହିଁ

ବେଙ୍ଗାଲୁର: କର୍ଣ୍ଣାଟକର ସ୍କୁଲ ଏବଂ କଲେଜରେ ଛାତ୍ରୀଙ୍କ ହିଜାବ ପିନ୍ଧିବା ନେଇ ଜାରି ବିବାଦ ଉପରେ ଆଜି ମଧ୍ୟ ହାଇକୋର୍ଟରୁ କୌଣସି ନିଷ୍କର୍ସ ବାହାରି ପାରି ନାହିଁ। ଅଦାଲତ ମାମଲାର ଶୁଣାଣି ସୋମବାର ପର୍ଯ୍ୟନ୍ତ…

ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ମିଳିଲା ACI ମାନ୍ୟତା: ୧୪୦ ଭିତରେ ହାସଲ କଲା ସ୍ୱତନ୍ତ୍ର ସ୍ଥାନ

ଭୁବନେଶ୍ୱର: ପୁଣି ଥରେ ଓଡିଶାକୁ ମିଳିଛି ଗର୍ବ ଆଉ ଗୌରବ ଅନୁଭବ କରିବାର ସୌଭାଗ୍ୟ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟକୁ ମିଳିଛି ACI ମାନ୍ୟତା । ବିଶ୍ୱର ୧୪୦ଟି ବିମାନ ବନ୍ଦର ମଧ୍ୟରେ ଗୋଟିଏ ସ୍ଥାନ ହାସଲ…

ବାଲ୍ୟ ବିବାହରେ ଆଗରେ ହରିୟାଣାର ଏହି ଜିଲ୍ଲା: ଗତ ୨ ବର୍ଷରେ ୧୮ ବର୍ଷରୁ କମ୍ ୨୯ % ମହିଳାଙ୍କ ବିବାହ

ନୂଆଦିଲ୍ଲୀ: ବାଲ୍ୟ ବିବାହର ଅର୍ଥ ହେଉଛି ଯେତେବେଳେ ପୁଅ ତଥା ଝିଅ କିମ୍ବା ଉଭୟ ବିବାହ ପାଇଁ ନିର୍ଦ୍ଧାରିତ ବୟସ ପୂର୍ବରୁ ବିବାହ କରୁଛନ୍ତି । ଭାରତରେ ବାଲ୍ୟ ବିବାହ ଭଳି କୁପ୍ରଥାକୁ ରୋକିବା ପାଇଁ ଅନେକ ବଡ଼ ବଡ଼ କାନୁନ…

ଏଲିୟନଙ୍କ ଅସ୍ତିତ୍ୱକୁ ନେଇ ମିଳିଲା ନୂଆ ପ୍ରମାଣ: ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ଏଲିୟନଙ୍କ ଅସ୍ତିତ୍ୱ ଅଛି କି ନାହିଁ, ଏହାକୁ ନେଇ ବିବାଦ ଜାରି ରହିଛି । କ୍ୟାମେରାରେ ଅନେକ ଥର ୟୁଏଫଓ ବା ଏଲିୟନ ଚିତ୍ର କଏଦ ହେବା ଖବର ଚର୍ଚ୍ଚାକୁ ଆସିଛି । କିନ୍ତୁ କିଛି ଏହାକୁ ଏଡିଟ ଫଟୋ କହୁଛନ୍ତି ।…

ସ୍ତ୍ରୀ’ର କଟାମୁଣ୍ଡ ଧରି ବୁଲିଲା ସ୍ୱାମୀ: ପରକୀୟା ପ୍ରୀତି ସନ୍ଦେହରେ କଲା ହତ୍ୟା

ନୂଆଦିଲ୍ଳୀ: ସାତ ଜନ୍ମ ପାଇଁ ହାତ ଧରି ବିବାହ କରିଥିବା ସ୍ତ୍ରୀକୁ ଭୁଲିଗଲା ସ୍ୱାମୀ। ପାଲଟିଗଲା ପିଶାଚ। ନର ରାକ୍ଷସ ସାଜି ନିଜ ସ୍ତ୍ରୀକୁ ହିଁ ଅତି ନିର୍ମମ ଭାବେ ଗଲା କାଟି କଲା ହତ୍ୟା। କେବଳ ସେତିକି ନୁହେଁ ହତ୍ୟା…

ଏଣିକି ବିଦେଶ ଫେରନ୍ତାଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇନ୍: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ଗାଇଡଲାଇନ୍

ନୂଆଦିଲଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ଏଣିକି ବିଦେଶ ଫେରନ୍ତା ଯାତ୍ରୀମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ଆସନ୍ତା ୧୪ ତାରିଖରୁ ଏହି ନୂଆ…

ୟୁପି ଲଖୀମପୁର ହିଂସାକାଣ୍ଡ ମାମଲା: ଜେଲରୁ ମୁକୁଳିଲେ ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଜି ମତଦାନ ଆରମ୍ଭ ହୋଇଥିବା ବେଳେ ଏହି ସମୟରେ ଏକ ନୂଆ ଅପଡେଟ୍ ଆସିଛି । ଲଖୀମପୁର ଖେରୀ ହିଂସାକାଣ୍ଡ ମାମଲାରେ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କୁ ଜାମିନ୍ ମିଳିଛି । କେନ୍ଦ୍ର…