Browsing Category
ଦେଶ ବିଦେଶ
ଆମେରିକାରେ ବର୍ଣ୍ଣବୈଷମ୍ୟତାକୁ ନେଇ ଗୁଳିମାଡ଼: ୩ ଜଣଙ୍କୁ ମାରିବା ପରେ ନିଜକୁ ହତ୍ୟା
ନୂଆଦିଲ୍ଲୀ: ଆମେରିକା ଭଳି ଏକ ବିକାଶଶୀଳ ରାଷ୍ଟ୍ରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ବର୍ଣ୍ଣବୈଷମ୍ୟ ଭଳି ପ୍ରସଙ୍ଗକୁ ନେଇ ଘଟିଯାଇଛି ବିବେକହୀନ ଘଟଣା । ବର୍ଣ୍ଣବୈଷମ୍ୟତାକୁ ନେଇ ଅତର୍କିତ ଗୁଳିମାଡ଼ ହୋଇଥିବା…
ଜହ୍ନରେ ଅସଂଖ୍ୟ ଗାତ ରହିଛି ମାନେ ଏଥିରେ ଜଳ ରହିଛି!
ଓଡିଶା ଭାସ୍କର; ଆସନ୍ତା ୧୪ ଦିନ ଧରି ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ଚାଲିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଇସ୍ରୋ ସେଣ୍ଟରକୁ ପଠାଇବ । ଚନ୍ଦ୍ରଯାନ-୩ ଅଭିଯାନର ମୁଖ୍ୟତଃ ୩ଟି ଲକ୍ଷ୍ୟ ରହିଛି ।…
(Video) ଲ୍ୟାଣ୍ଡର ବିକ୍ରମ ଓ ରୋଭର୍ ପ୍ରଜ୍ଞାନ ଆଉ ପୃଥିବୀକୁ ଫେରିବେ ନାହିଁ…
ଓଡିଶା ଭାସ୍କର; ଲ୍ୟାଣ୍ଡର ଓ ପ୍ରଜ୍ଞାନ ଆଉ ଫେରିବେ ନା ନାହିଁ? ଚନ୍ଦ୍ରପୃଷ୍ଠରେ ସେମାନଙ୍କ ଆୟୁଷ କେତେ ଦିନ? ଇସ୍ରୋକୁ କେତେ ଦିନ ପର୍ଯ୍ୟନ୍ତ ସେମାନେ ତଥ୍ୟ ଦେଇପାରିବେ ? ଏଭଳି ପ୍ରଶ୍ନ ଆପଣଙ୍କ ମନକୁ ନିହାତି ଆସୁଥିବ…
ନିଶା କଲା ବାଇ; ୧୫ ବର୍ଷର ନାବାଳିକାକୁ ଉପର ଘରକୁ ଟେକି ନେଇ ଗଣ ଦୁଷ୍କର୍ମ କଲେ ମଦ୍ୟପ ଯୁବକ
ଓଡିଶା ଭାସ୍କର; ଭାଇ ସାମ୍ନାରେ ୧୫ ବର୍ଷର ନାବାଳିକା ଭଉଣୀକୁ ଉପର ଘରକୁ ଟେକି ନେଇ ଗଣ ଦୁଷ୍କର୍ମ କଲେ ୩ ଜଣ ମଦ୍ୟପ ବ୍ୟକ୍ତି । ଏଭଳି ଏକ ଚାଞ୍ଚଲ୍ୟକର ଖବର ହାଇଦ୍ରାବାଦର ନନ୍ଦନାବନମ ଅଞ୍ଚଳରୁ ସାମ୍ନାକୁ ଆସିଛି ।…
G-20 ସମ୍ମିଳନୀ; ସିଆରପିଏଫର ୫୦ ସ୍ପେଶାଲ୍ ଟିମ୍ ସ୍କାନରରେ ରହିବ ଦିଲ୍ଲୀ, ଏହା ସହ ୩୦୦ଟି ବୁଲେଟପ୍ରୁଫ୍ ଗାଡିର ବ୍ୟବସ୍ଥା…
ନୂଆଦିଲ୍ଲୀ; ଆସନ୍ତା ମାସ ସେପ୍ଟେମ୍ବର ୭ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଆୟୋଜିତ ହେବ ଜି-୨୦ର ମହା ସମ୍ମିଳନୀ । ଏହି ସମ୍ମିଳନୀରେ ସାରା ବିଶ୍ୱର ବଡ଼ ବଡ଼ ରାଷ୍ଟ୍ରମୁଖ୍ୟ ଏବଂ ଅଧିକାରୀମାନେ ଏକଜୁଟ ହେବେ ।…
ଚନ୍ଦ୍ର ପରେ ଏବେ ଇସ୍ରୋର ଫୋକସରେ ରହିଛି “ସୂର୍ଯ୍ୟ” ମିଶନ, ସେପ୍ଟେମ୍ବର ୨ରେ ଲଞ୍ଚ୍ ହୋଇପାରେ ଆଦିତ୍ୟ L-1
ଓଡିଶା ଭାସ୍କର; ଇସ୍ରୋ ପଠାଇଥିବା ଚନ୍ଦ୍ରଯାନ-୩ ନିରାପଦରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରି ବିଶ୍ୱର ପ୍ରଥମ ଦେଶ ଭାବେ ଇତିହାସ ରଚିଛି ।…
(video)ମାମୁଁ ଘରେ ଘୁରି ବୁଲୁଥିବା ବେଳେ ପ୍ରଜ୍ଞାନ ରାସ୍ତାରେ ପଡିଗଲା ଏକ ଗର୍ତ୍ତ, ଦେଖନ୍ତୁ ଏହାପରେ କ’ଣ କଲା ପ୍ରଜ୍ଞାନ
ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥାନ(ଇସ୍ରୋ) ଶନିବାର ଚନ୍ଦ୍ରଯାନ ୩ ପ୍ରଜ୍ଞାନ ରୋଭରର ଆଉ ଏକ ଭିଡିଓ ଜାରି କରିଛି । ଏହି ଭିଡିଓରେ ପ୍ରଜ୍ଞାନ ଚନ୍ଦ୍ରର ଦକ୍ଷିଣ ମେରୁରେ ବୁଲୁଥିବାର ନଜର ଆସୁଛି ।…
Naveen Number-1 Again: ପୁଣି ଥରେ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହେଲେ ନବୀନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ସାରା ଦେଶରେ ଚମକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ନେସନ ସର୍ଭେରେ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି ନବୀନ । ପ୍ରଥମ…
ହନିଟ୍ରାପରେ ଶିକାର ହୋଇ ଭାରତୀୟ ଦେଉଥିଲେ ପାକିସ୍ତାନକୁ ସାମରିକ ତଥ୍ୟ, ଧରା ପଡିବା ପରେ…
ଓଡିଶା ଭାସ୍କର; ଗତ କିଛି ଦିନ ହେବ ଦେଶରେ ପ୍ରାୟ ସମସ୍ତ ସ୍ଥାନରେ କେହି ନା କେହି ହନିଟ୍ରାପ୍ର ଶିକାର ହେଉଥିବା ଦେଖିବାକୁ ମିଳୁଛି । କହିବାକୁ ଗଲେ ସାରା ଦେଶରେ ଏବେ ଅନେକ ହନିଟ୍ରାପ ଗ୍ୟାଙ୍ଗ ସକ୍ରିୟ ରହିଛନ୍ତି ।…
ଫଟୋଫ୍ରେମ ପଛରେ ଲୁଚି ରହିଥିଲା ଭୟଙ୍କର ଜୀବ, ଭିଡିଓ ଦେଖିଲେ ଆପଣଙ୍କ ହୃଦସ୍ପନ୍ଦନ ବି ବନ୍ଦ ହୋଇଯିବା ପରି ଲାଗିବ
ନୂଆଦିଲ୍ଲୀ: ବହୁ ଲୋକ ଘରର କାନ୍ଥରେ ସୁନ୍ଦର ସୁନ୍ଦର ଦୃଶ୍ୟ ଥିବା ଫଟୋ ଫ୍ରେମ୍ ଲଗାଇଥାନ୍ତି । ଏହି ଫଟୋଫ୍ରେମ୍ କାରଣରୁ ଘରର ସୁନ୍ଦରତା ଦ୍ୱିଗୁଣିତ ହୋଇଥାଏ । ଏଥିରେ କୌଣସି ସନ୍ଦେହ ନାହିଁ କି ଏହା ଘରର ଅତିଥିଙ୍କୁ…