Browsing Category

ଦେଶ ବିଦେଶ

ଦେଶ ଖୁବ୍‌ଶୀଘ୍ର ଲାଗୁ ହେବ ନୂଆ ଲେବର କୋର୍ଡ, ଦିନକୁ ୧୨ ଘଣ୍ଟା କାମ କରିବାକୁ ପଡିବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ନୂଆ ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି । ଜୁଲାଇ ୧ତାରିଖରୁ ସାରା ଦେଶରେ ନୂଆ ଲେବର କୋର୍ଡ ପ୍ରଚଳନ କରାଯିବାର ଥିଲା । କିନ୍ତୁ କିଛି…

ନୁୁପୁର ଶର୍ମାଙ୍କ ବୟାନକୁ ନେଇ ଭାରତରେ ସାଇବର ଆଟାକ୍‌, ୨ହଜାରରୁ ଅଧିକ ୱେବ୍‌ସାଇଟ୍‌ ହ୍ୟାକ୍‌ କରି ଆରମ୍ଭ କଲେ ସାଇବର ଯୁଦ୍ଧ!

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ପ୍ରବକ୍ତା ନୁୁପୁର ଶର୍ମାଙ୍କ ପୈଗମ୍ବର ମୋହମ୍ମଦଙ୍କ ଉପରେ ଦେଇଥିବା ବୟାନକୁ ନେଇ ସାରା ଦେଶର ବିଭିନ୍ନ ସ୍ଥାନରେ ହିଂସାତ୍ମକ ଘଟଣା ଘଟିଯାଇଛି । ଏହାରି ମଧ୍ୟରେ ଅହମ୍ମଦାବାଦ…

ଅମରନାଥ ନିକଟରେ ବାଦଲଫଟା ବର୍ଷା: ୧୫ ଶ୍ରଦ୍ଧାଳୁଙ୍କ ନେଲା ଜୀବନ, ୩୫ ଜଣ ନିଖୋଜ

ଶ୍ରୀନଗର: ଅମରନାଥ ନିକଟରେ ଶୁକ୍ରବାର ଅଚାନକ ବାଦଲଫଟା ବର୍ଷା କାରଣରୁ ୧୫ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି। ୩୫ ଶ୍ରଦ୍ଧାଳୁ ନିଖୋଜ ଥିବା ଅନୁମାନ କରାଯାଉଛି । ଅମରନାଥ ଗୁମ୍ଫାର…

କୋଲକତାରୁ ଚିହ୍ନଟ ହେଲା ପ୍ରଥମ Monkey Pox ମାମଲା! କିଛିଦିନ ପୂର୍ବରୁ ଛାତ୍ର ଜଣଙ୍କ ୟୁରୋପରୁ ଫେରିଥିଲେ

ନୂଆଦିଲ୍ଲୀ: କୋଲକତାରୁ ଚିହ୍ନଟ ହୋଇଛି ପ୍ରଥମ ମଙ୍କିପକ୍ସ କେସ । ତେବେ ଜଣେ ଛାତ୍ର ମଙ୍କିପକ୍ସରେ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଉକ୍ତ ଛାତ୍ର ଜଣଙ୍କ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସେ ଗତ…

ପାହାଡ଼ରୁ ତଳକୁ ଆସୁ ଆସୁ ହଠାତ୍ ଖସିଗଲା ଓଟର ଗୋଡ଼, ତା’ପରେ କ’ଣ ଘଟିଲା, ଦେଖନ୍ତୁ Video

ନୂଆଦିଲ୍ଲୀ: ଆଜିକାଲି ଅନେକ ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ନିକଟରେ ଏକ ଓଟର ଭିଡିଓ ଭାଇରାଲ ହେବାରେ ଲାଗିଛି । ଓଟଟି ପାହାଡ଼ରୁ ତଳକୁ ଆସୁଥିବା ସମୟରେ ଦୁର୍ଭାଗ୍ୟବଶତଃ ଭାରସାମ୍ୟ ହରାଇଥିଲା । ଫଳରେ…

ଦେଶରେ ବ୍ୟାନ ହେବ ପେଟ୍ରୋଲ! ବଡ ଦାବି କଲେ ନିତିନ ଗଡକରୀ

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ବ୍ୟାନ ହେବା ନେଇ ବୋଧହୁଏ କେହି ସାଧାରଣ ଲୋକ ଚିନ୍ତା ବି କରି ନପାରନ୍ତି । କିନ୍ତୁ କେନ୍ଦ୍ର ପରିବହନ ମନ୍ତ୍ରୀ ନିତୀନ ଗଡକରୀ ଦାବି କରିଛନ୍ତି ଯେ ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ…

ଛେଳି ହତ୍ୟା ଘଟଣାରେ ୩ ଜଣଙ୍କ ନାମରେ ମାମଲା: ଜଣେ ଗିରଫ

ନୂଆଦିଲ୍ଲୀ: ଆପଣମାନେ ମଣିଷ ହତ୍ୟାକାରୀ ବିଷୟରେ ଶୁଣିଥିବେ । କେବେ ପଶୁକୁ ହତ୍ୟା କରି କେହି ଜେଲ ଯିବା କଥା ଶୁଣିଛନ୍ତି କି? ଗୋଟିଏ ଛେଳି ହତ୍ୟା ଘଟଣାରେ ତିନି ଜଣଙ୍କ ନାମରେ ମାମଲା ଦାୟର ହୋଇଛି । ଅଭିଯୁକ୍ତଙ୍କ…

ଆଜି ବିଶ୍ୱର ମୋଟ ଜନସଂଖ୍ୟାର ୯୯ ପ୍ରତିଶତ ଲୋକଙ୍କ ପାଖରେ ଏକ ସମୟରେ ପହଞ୍ଚିଛି ସୂର୍ଯ୍ୟକିରଣ, ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ବୈଜ୍ଞାନିକ

ନୂଆଦିଲ୍ଲୀ: ଆଜି ହେଉଛି ୨୦୨୨ ମସିହା ଜୁଲାଇ ମାସ ୮ ତାରିଖ । ତେବେ ଆଜିର ଦିନରେ ୧୧:୧୫ ୟୁଟିସି ଅର୍ଥାତ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୪.୪୫ରେ ସାରା ଦୁନିଆର ୯୯ ପ୍ରତିଶତ ଲୋକଙ୍କ ପାଖରେ ସୂର୍ଯ୍ୟକିରଣ ପହଞ୍ଚିଛି ।…

ଶେଷ ଯାତ୍ରା ହେଲା ଅମରନାଥ: ବାଦଲ ଫଟା ବର୍ଷାରେ ପ୍ରାଣ ହରାଇଲେ ୫ ଭକ୍ତ

ଶ୍ରୀନଗର: ପବିତ୍ର ଅମରନାଥ ଯାତ୍ରାରେ ଘଟିଯାଇଛି ଏକ ବିରାଟ ଅଘଟଣ । ପ୍ରକୃତିର କ୍ଷୋଭରେ ବଳି ପଡି ଯାଇଛନ୍ତି ବାବା ଅମରନାଥଙ୍କ ୫ ଜଣ ଭକ୍ତ । ପୀଠରେ ବାଦଲ ଫଟା ବର୍ଷା କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା…

ଭାରତୀୟ ସେନା ଖୁବ ନିକଟରେ ଉଡିଲା ଚୀନ ବିମାନ: କ’ଣ ଡ୍ରାଗନର ଲକ୍ଷ୍ୟ?

ନୂଆଦିଲ୍ଲୀ: ପୁଣି ଥରେ ଚୀନ ଲଙ୍ଘିଛି ଭାରତୀୟ ଏୟାର ବେସ । ଭାରତୀୟ ସେନାଙ୍କ ଖୁବ ନିକଟରେ ଅତିକ୍ରମ କରିଛି ଚୀନ ବାୟୁସେନାର ଏକ ବିମାନ । ପୂର୍ବ ଲଦାଖର ଆକାଶରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଏହି ଘଟଣା ପରେ…