Browsing Category
ଦେଶ ବିଦେଶ
Merry Christmas କାହିଁକି ପାଳନ କରାଯାଏ: ଏହା ପଛର କାରଣ କ’ଣ, କ’ଣ ରହିଛି ଇତିହାସ
ନୂଆଦିଲ୍ଲୀ: ଡିସେମ୍ବର ମାସ ୨୫ ତାରିଖକୁ ସାରା ଦୁନିଆରେ ଖ୍ରୀଷ୍ଟମାସ ଡେ ଭାବେ ପାଳନ କରାଯାଇଥାଏ । ଆପଣାର ଲୋକଙ୍କୁ ପ୍ରେମ ଓ ଉପହାର ପ୍ରଦାନ କରିବା ଫଳରେ ଏହି ଉତ୍ସବ ଅଧିକ ଆକର୍ଷଣୀୟ ହୋଇଥାଏ । ଆଜିର ଦିନରେ ପ୍ରଭୁ…
ମଥୁରା ଶାହି ଇଦଗାହ ସର୍ଭେକୁ ନେଇ ନିର୍ଦ୍ଦେଶ ଜାରି କଲା କୋର୍ଟ, ୨୦ ଜାନୁଆରୀରେ ମାଗିଛି ରିପୋର୍ଟ
ମଥୁରା: ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ଶାହି ଇଦଗାହ ବିବାଦ ମାମଲାରେ ବିବାଦୀୟ ସ୍ଥାନର ସର୍ଭେ ପାଇଁ ମଥୁରା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦ ଜାନୁଆରୀ ମଧ୍ୟରେ ଅମିନ ମାନଙ୍କୁ ଶାହି ଇଦଗାହ ବିବାଦୀୟ ସ୍ଥଳର ସର୍ବେକ୍ଷଣ…
ବିଶ୍ୱରେ ସୃଷ୍ଟିହେଲା ହଲଚଲ: ଚୀନରେ ୨୦ ଦିନରେ ୨୫ କୋଟି କରୋନା ପଜିଟିଭ୍, ଲିକ୍ ହେଲା ଗୁରୁତ୍ୱପୂର୍ଣ୍ଣ ଡାଟା!
ନୂଆଦିଲ୍ଲୀ: ଚୀନରେ କୋଭିଡ ଜିରୋ ପଲିସୀ ପରେ ଦେଶର ଅବସ୍ଥା ଏବେ ଭୟଙ୍କର ଭାବେ ବିଗିଡ଼ି ଯାଇଛି । ଏହି ଦେଶରୁ ଅନେକ ଦେଶକୁ ସଂକ୍ରମଣ ବ୍ୟାପି ଚାଲିଛି । ତେବେ ଏହା ମଧ୍ୟରେ ଚୀନର ଅସଲ ମୁଖା ଖୋଲି ଯାଇଛି । ଦେଶର…
୨୦୨୩ରେ ଚନ୍ଦ୍ରମା ମିଶନ ଲଞ୍ଚ କରିବ ଏହି ଦେଶ; ଚନ୍ଦ୍ରଯାନ ୩କୁ ନେଇ ପ୍ରସ୍ତୁତ ହେଲା ଭାରତ
ନୂଆଦିଲ୍ଲୀ: ପୃଥିବୀର ଥିବା ବିଭିନ୍ନ ଦେଶ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବା ପାଇଁ ପ୍ରତିଯୋଗୀତା କରୁଛନ୍ତି । ଚନ୍ଦ୍ର ଠାରୁ ଦୂରରେ ରହିବାକୁ କେହି ଇଚ୍ଛା କରୁନାହାଁନ୍ତି । ଏହି କାରଣରୁ, ବିଶ୍ୱର କିଛି ଦେଶ ଗୁଡ଼ିକ ଚନ୍ଦ୍ର…
ବିଶ୍ୱ ବକ୍ଷରୁ ସବୁଦିନ ପାଇଁ ବିଲୃପ୍ତ ହୋଇଯିବେ ୧୦ ଲକ୍ଷ ପ୍ରଜାତି! ସଙ୍କଟରେ ଆମର ପ୍ରକୃତି, ବିପଦରେ ମଣିଷ ଜାତି
ନୂଆଦିଲ୍ଲୀ: ଗତ ଏକ କୋଟି ବର୍ଷ ପୂର୍ବେ ଯାହା ଘଟି ନଥିଲା ତାହା ଖୁବଶୀଘ୍ର ଘଟିବାକୁ ଯାଉଛି । ସାରା ଦୁନିଆରେ ବସବାସ କରୁଥିବା ଜୀବଜନ୍ତୁଙ୍କ ୧୦ ଲକ୍ଷରୁ ଅଧିକ ପ୍ରଜାତି ବିଲୃପ୍ତ ହେବାକୁ ଯାଉଛନ୍ତି । ଅର୍ଥାତ ଆମର…
କରୋନାର ନୂଆ ଭାରିଆଣ୍ଟ BF.7 ବିରୁଦ୍ଧରେ ପୁରୁଣା ଭ୍ୟାକ୍ସିନ୍ କେତେ ପ୍ରଭାବଶାଳୀ : ଷ୍ଟଡୀରୁ ହେଲା ଆଶ୍ଚର୍ଯ୍ୟକର ଖୁଲାସା
ନୂଆଦିଲ୍ଲୀ: ଭାରତରେ ଲୋକମାନେ କରୋନାର ତୃତୀୟ ଲହର ସମୟରେ ସାମ୍ନାକୁ ଆସିଥିବା ଭୟଙ୍କର ଦୃଶ୍ୟକୁ ଭୁଳିନାହାନ୍ତି । ମେଡିକାଲରେ ବେଡର ଅଭାବ, ଅକ୍ସିଜେନ୍ ପାଇଁ ଆକୁଳ ହେଉଥିବା ରୋଗୀ, ଶ୍ମଶାନ ଘାଟରେ ଲଗାତାର ଜଳୁଥିବା…
SBI ATMରୁ ସୁନା ଲୁଟ; ଚୋରି କରିବା ଷ୍ଟାଇଲ ସମସ୍ତଙ୍କୁ କଲା ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: କାନପୁରର କିଛି ଚୋର ବ୍ୟାଙ୍କର ହାଇ ସିକ୍ୟୁରିଟିକୁ ଭାଙ୍ଗି ସୁନା ଚୋରି କରିଛନ୍ତି । ଏହି ଚୋରି ପରେ ପୋଲିସ ଏବଂ ପ୍ରଶାସନ ଚିନ୍ତାରେ ପଡ଼ିଛନ୍ତି । ବ୍ୟାଙ୍କରେ ଏପରି ଚୋରି ମାମଲା ଦୀର୍ଘ ସମୟ ପରେ…
ଛାତରୁ ଡେଇଁ ପୁଣି ଜୀବନ ହାରିଲେ ଋଷ ପର୍ଯ୍ୟଟକ
ରାୟଗଡ଼ା: ପୁଣି ଜଣେ ଋଷ ପର୍ଯ୍ୟଟକଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି । ଏଭଳି ଅଭିଯୋଗ ରାୟଗଡ଼ାରେ ଘଟିଯାଇଛି । ଆତ୍ମହତ୍ୟା କରିଥିବା ପର୍ଯ୍ୟଟକ ଜଣଙ୍କ ହେଉଛନ୍ତି ୬୫ ବର୍ଷିୟ ପାଭେଲ ଆନ୍ଥମ । ଏକ ଘରୋଇ ହୋଟେଲ ଛାତରୁ…
‘Kahani Ghar Ghar Kii’ର ଅଭିନେତ୍ରୀ ରଜିତା କୋଚର ଆଉ ନାହାନ୍ତି
ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ପୁଣି ଏକ ଦୁଃଖ ଖବର ଆସିଛି । ଆଜି ମରାଠୀ ସିରିୟଲ ଅଭିନେତ୍ରୀ ସୁଟିଂ ସେଟରେ ଆତ୍ମହତ୍ୟା କରିଥିବା ବେଳେ ପୁଣି ଜଣେ ଅଭିନେତ୍ରୀଙ୍କ ପରଲୋକ ଘଟିଛି । ‘କହାନୀ ଘର ଘର କୀ’ର…
ସୁଟିଂ ସେଟରେ ଟିଭି ସିରିୟଲ ଅଭିନେତ୍ରୀଙ୍କ ଆତ୍ମହତ୍ୟା, ମେକଅପ୍ ରୁମରୁ ମିଳିଲା ମୃତଦେହ
ନୂଆଦିଲ୍ଲୀ: ୨୦ ବର୍ଷିୟ ଟିଭି ସିରିୟଲ ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିଛନ୍ତି । ମେକଅପ୍ ରୁମରୁ ତାଙ୍କର ମୃତଦେହ ମିଳିଥିବା ସୂଚନା ମିଳିଛିି । ସୂଚନାନୁସାରେ, ଟି ବ୍ରେକ୍ ସମୟରେ ମରାଠୀ ଅଭିନେତ୍ରୀ ତୁନିଶା…