Browsing Category

ଦେଶ ବିଦେଶ

ପୁଣି ବଢ଼ିବ ମହଙ୍ଗା ଭତ୍ତା! କର୍ମଚାରୀଙ୍କୁ ପୁଣି ବଡ଼ ଉପହାର ଦେବେ ମୋଦୀ ସରକାର

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ପୁଣି ଏକ ବଡ଼ ଖୁସି ଖବର ଆସୁଛି । ପୁଣି ବଢ଼ିବ ମହଙ୍ଗା ଭତ୍ତା (ଡିଏ) । ସାରା ଦେଶରେ ଏବେ ମହଙ୍ଗା ମାଡ଼ ଜାରି ରହିଥିବା ବେଳେ ସରକାର କର୍ମଚାରୀଙ୍କ ବେତନ ବୃଦ୍ଧି ନେଇ ବିଚାର…

ଆଜି ନୂତନ ସିଜେଆଇ ଭାବେ ଦାୟିତ୍ୱ ନେବେ ଜଷ୍ଟିସ ୱାଇ.ଭି.ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ : ବର୍ତ୍ତମାନର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଥିବା ଜଷ୍ଟିସ ୟୁ.ୟୁ.ଲଲିତଙ୍କ ସୋମବାର ଥିଲା ଶେଷ କାର୍ଯ୍ୟଦିବସ । ସେ ଆସନ୍ତା ବୁଧବାର ନିଜ ଦାୟିତ୍ୱରୁ ଅବସର ଗ୍ରହଣ କରିବେ । ତେବେ ଜଷ୍ଟିସ…

ଅଟୋ ଉପରେ ଓଲଟିଲା ବାଲି ବୋଝେଇ ଟ୍ରକ : ୪ ମୃତ

ମହାରାଷ୍ଟ୍ର: ସଡ଼କ ଦୁର୍ଘଟଣା ପ୍ରତିଦିନ ଦେଖିବାକୁ ମିଳୁଥିବା ବେଳେ ଆଜି ମହାରାଷ୍ଟ୍ରରେ ଏକ ସଡ଼କ ଦୃର୍ଘଟଣାରେ ୪ଟି ଜୀବନ ଚାଲିଯାଇଛି । ଦୃର୍ଘଟଣାଟି ମହାରାଷ୍ଟ୍ର ରାଇରଙ୍ଗପୁର ଠାରେ ଘଟିଛି । ଏକ ବାଲି ବୋଝେଇ ଟ୍ରକ…

T-20 World Cup ସେମିଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଅଧିନାୟକ ରୋହିତ ଆହତ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପ୍ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୯ ତାରିଖରେ ନ୍ୟୁଜିଲାଣ୍ଡ-ପାକିସ୍ତାନ ମଧ୍ୟରେ ପ୍ରଥମେ ସେମିଫାଇନାଲ ଅନୁଷ୍ଠିତ ହେବାକୁ ଥିବାବେଳେ ୧୦ ତାରିଖ ଭାରତ-ଇଂଲଣ୍ଡ ମଧ୍ୟରେ…

କଂଗ୍ରେସ-ଭାରତ ଯୋଡ ଯାତ୍ରା’ର ଟ୍ୱିଟର ଆକାଉଣ୍ଟକୁ ବ୍ଲକ୍ କରାଯିବା ଉଚିତ, କେଜିଏଫ ମ୍ୟୁଜିକ୍ ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବେଙ୍ଗାଲୁରୁ କୋର୍ଟ ପକ୍ଷରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା । କୋର୍ଟ ଆଜି ତାଙ୍କର ଆଦେଶରେ କଂଗ୍ରେସ ଏବଂ ଏହାର ଭାରତ ଯୋଡ଼ ଯାତ୍ରା ଆକାଉଣ୍ଟକୁ ବ୍ଲକ୍ କରିବାକୁ କହିଛନ୍ତି । ଭାରତ ଯୋଡ଼ ଯାତ୍ରା ସମୟରେ…

ବେଙ୍ଗାଲୁରୁ ହାଇକୋର୍ଟର ନିର୍ଦ୍ଦେଶ: କଂଗ୍ରେସ ଓ ‘ଭାରତ ଯୋଡ଼ୋ ଯାତ୍ରା’ର ଟ୍ୱିଟର ହ୍ୟାଣ୍ଡେଲ ହେବ ବ୍ଲକ

ନୂଆଦିଲ୍ଲୀ : ବେଙ୍ଗାଲୁରୁ ହାଇକୋର୍ଟ ଟ୍ୱିଟରକୁ କଂଗ୍ରେସ ପାର୍ଟି ଏବଂ ଭାରତ ଯୋଡ଼ୋ ଯାତ୍ରା ଆକାଉଣ୍ଟକୁ ସାମୟିକ ଭାବେ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କଂଗ୍ରେସ କପିରାଇଟ୍ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି…

ଉଡନ୍ତା ଫ୍ଲାଇଟରେ ମହିଳାଙ୍କ ଡେଲିଭରୀ: କ’ଣ ହେବ ପିଲାର ନାଗରିକତା?

ନୂଆଦିଲ୍ଲୀ: ଦୁଇ ଦେଶ ମଧ୍ୟରେ ବିମାନଯାତ୍ରା ସମୟରେ ପ୍ରସବ ହେଲେ ପିଲାର ନାଗରିକତା କ'ଣ ହେବ? ଏହି ପ୍ରଶ୍ନକୁ ନେଇ ଅନେକ ତର୍ଜମା ଅନେକ ଚର୍ଚ୍ଚା ହୋଇଛି । କିନ୍ତୁ ଏବେ ହୁଏତ ଏହାର ଉତ୍ତର ମିଳିପାରିବ । କାରଣ ଏହି…

ସମୁଦ୍ରରୁ ମିଳିଲା ବିଚିତ୍ର ଜୀବ, ଯାହାକୁ ଆଗରୁ ଦେଖିନଥିବେ ଆପଣ: ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପଶ୍ଚିମ ଘାଟରୁ ୨,୫୦୦ କିଲୋମିଟରରେ ୨ଟି ମରିନ ପାର୍କ ରହିଛି । ଏହି ପାର୍କର ଯାଞ୍ଚ କରିବାରୁ ଅନୁସନ୍ଧାନକାରୀଙ୍କୁ ବହୁତ ଅଜୀବ ସମୁଦ୍ରୀ ଜୀବ ମିଳିଛି । ଏହି ଜୀବଙ୍କ ମିଳିବା…

ନାମିବିଆରୁ ଆସିବା ପରେ ଭାରତରେ ପ୍ରଥମ ଶିକାର କଲେ ଚିତା: ସୂଚନା ଦେଲା ବନ ବିଭାଗ

ନୂଆଦିଲ୍ଲୀ: ନାମିବିଆରୁ କୁନୋ ନେସନାଲ ପାର୍କକୁ ଆସିଥିବା ଚିତା ପ୍ରାୟ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଏବେ ମଧ୍ୟ ପୁଣିଥରେ ଏମାନେ ଆଲୋଚନାର ବିଷୟ ପାଲଟିଛନ୍ତି । ଭାରତକୁ ଆସିବାର ଏତେ ଦିନ ପରେ ଆଜି ଏମାନେ ପ୍ରଥମ…

Video: ମୁଣ୍ଡକୁ ଚଢ଼ିଗଲା ମଦ ନିଶା, ୪ ଯୁବତୀ ଆଉ ଜଣେ ଯୁବତୀଙ୍କୁ ନିର୍ଦ୍ଧୂମ୍ ପଟିଲେ

ମଧ୍ୟପ୍ରଦେଶର ଇନ୍ଦୋର ସହରରେ ମଦ ପିଇ ରାସ୍ତା ମଝିରେ ମଚାଇଲେ ଉତ୍ପାତ। ମଦ୍ୟପାନ କରି ଯୁବତୀମାନେ ସର୍ବସାଧାରଣରେ ରାସ୍ତା ମଝିରେ ତୁମ୍ବିତୋଫାନ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ଏହି ଯୁବତୀମାନେ ଆଉ ଜଣେ ଯୁବତୀଙ୍କୁ…