
Browsing Category
ଦେଶ ବିଦେଶ
ପୁରୁଷ ମାନଙ୍କ କାମନା ଶକ୍ତି ହ୍ରାସ କରୁଥିବା ଦର୍ଶାଇ ବିରିୟାନୀ ଦୋକାନରେ ତାଲା ପକେଇଲେ TMC ନେତା
କୁଚ୍ବେହାର:ବିରିୟାନି ଖାଇବା ଦ୍ୱାରା ପୁରୁଷ ମାନଙ୍କ କାମନା ଶକ୍ତି ହ୍ରାସ ହୋଇପାରେ, କିଛି ଏଭଳି ଅଭିଯୋଗ ଆଣିଛନ୍ତି ଟିଏମସି ନେତା ରବୀନ୍ଦ୍ରନାଥ ଘୋଷ । ପଶ୍ଚିମବଙ୍ଗର ଦୁଇ ଦୋକାନୀଙ୍କ ବିରୋଧରେ ଏହି ଅଭିଯୋଗ ହୋଇଛି।…
RBI Report:ବଡ ଖୁଲାସା ଆୟ ଠାରୁ ଅଧିକ ବ୍ୟୟ କରୁଛି ଏହି ରାଜ୍ୟ ,ଆରବିଆଇ ରିପୋର୍ଟ ରୁ ମିଳିଲା ସୂଚନା
ନୂଆଦିଲ୍ଲୀ :ଦେଶର ଉତ୍ତର-ପୂର୍ବ ରାଜ୍ୟ ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ ଏବଂ ପଞ୍ଜାବ ବଜାରରୁ ଋଣ ନେବା ପରିବର୍ତ୍ତେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସ୍ୱତନ୍ତ୍ର ସ୍ୱଳ୍ପକାଳୀନ ନଗଦ ସୁବିଧା ବ୍ୟବହାର…
ପେନି ମୋର୍ଡାଣ୍ଟଙ୍କଠୁ ବହୁ ଆଗରେ ଋଷି ସୁନକ, ଦୀପାବଳିରେ ହୋଇପାରନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ। ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ପଛକୁ ହଟିବା ପରେ ସୁନକଙ୍କ ଜିତିବା ପ୍ରାୟତଃ ନିଶ୍ଚିତ…
ନିଆରା ଦିୱାଲୀ ଅଫର;ମୋବାଇଲ କିଣିଲେ ମାଗଣା ମିଳୁଛି ଜିଅଁନ୍ତା କୁକୁଡ଼ା ଆଉ ମଦ ,ଦୋକାନ ଆଗରେ ଲାଗିଛି ଲମ୍ବା ଧାଡି
ଅମୃତସର:ପଞ୍ଜାବର ଅମୃତସରର ଏକ ମୋବାଇଲ୍ ଦୋକାନରେ ଗ୍ରାହକଙ୍କୁ ଏକ ନିଆରା ଦିୱାଲୀ ଅଫର ଦିଆଯାଉଛି। ଏଠାରେ ଏକ ମୋବାଇଲ୍ କିଣିଲେ ଏକ ବୋତଲ ମଦ ଏବଂ ଜୀବନ୍ତ କୁକୁର ମାଗଣାରେ ଉପଲବ୍ଧ । ଏହି ଅଫରର ଖବର ପାଇବା ପରେ…
EPFO ଘୋଷଣା କଲା ଦିପାବଳୀ ବୋନସ୍: କର୍ମଚାରୀଙ୍କୁ ମିଳିବ ୬୦ ଦିନର ଦରମା
ନୂଆଦିଲ୍ଲୀ: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ କର୍ମଚାରୀଙ୍କ ପାଇଁ ଦିପାବଳୀ ବୋନସ୍ ଘୋଷଣା କରାଯାଇଛି । ଇପିଏଫଓର ସମସ୍ତ ଯୋଗ୍ୟ ଗ୍ରୁପ-ସି ଓ ଗ୍ରୁପ-ବି (ଅଣଗେଜେଟେଡ) କର୍ମଚାରୀଙ୍କୁ ଏହି ବୋନସ…
NPS ନିବେଶକଙ୍କ ପାଇଁ ବଡ଼ ସୂଚନା, ଫଣ୍ଡ ଆବଣ୍ଟନ ନିୟମ ପରିବର୍ତ୍ତନ କଲା PFRDA
ନୂଆଦିଲ୍ଲୀ: ନ୍ୟାସନାଲ ପେନସନ ସିଷ୍ଟମ (ଏନପିଏସ) ନିବେଶକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଏନପିଏସ ନିବେଶକଙ୍କୁ ଉଚ୍ଚ ରିଟର୍ଣ୍ଣ ମିଳିବାର ସମ୍ଭାବନା ବଢ଼ିଯାଇଛି । ପେନସନ ଫଣ୍ଡ ରେଗୁଲେଟୋରୀ ଆଣ୍ଡ ଡେଭଲପମେଣ୍ଟ…
King Kohli Back:ଦମଦାର ଫର୍ମ ରେ କୋହଲି ,ପୁଣି ନିଜ ନାମ ସହ ଯୋଡ଼ିଲେ ଆଉ ଏକ ରେକର୍ଡ
ନୂଆଦିଲ୍ଲୀ: ରବିବାର ଦିନ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ ୨୦୨୨ ର ସବୁଠାରୁ ବଡ ମ୍ୟାଚ୍ ଖେଳାଯାଇଥିଲା | ଏହି ରୋମାଞ୍ଚକର ମ୍ୟାଚରେ ଭାରତୀୟ ଦଳ ଶେଷ ବଲରେ ବିଜୟ…
ହୋଟେଲରେ ପଶି ବୋମା ବର୍ଷଣ ଓ ବିସ୍ଫୋରଣ କଲେ ଆତଙ୍କବାଦୀ: ୯ ମୃତ, ୪୭ ଆହତ
ନୂଆଦିଲ୍ଲୀ: ସୋମାଲିଆରେ ଏକ ହୋଟେଲରେ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୭ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ଅଲ ଶବାବ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି ।…
ପୁଣି ଚର୍ଚ୍ଚାରେ ନାଷ୍ଟ୍ରୋଡମାସ୍ ଙ୍କ ଭବିଷ୍ୟବାଣୀ;୩ଦିନ ଅନ୍ଧକାରମୟ ହୋଇଯିବ ପୃଥିବୀ!
ନୂଆଦିଲ୍ଲୀ: ଫ୍ରାନ୍ସରେ ଜନ୍ମିତ ନାଷ୍ଟ୍ରୋଡମାସ୍ ତାଙ୍କର ପ୍ରସିଦ୍ଧ ପୁସ୍ତକ ୧୨ ସେଞ୍ଚୁରିଜ୍ ଅର୍ଥାତ ୧୨୦୦ ଚତୁଷ୍ପଦୀ ଲେଖି ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି । ୟୁରୋପିଆନ୍ ମିଡିଆ ରିପୋର୍ଟସ୍ ମୁତାବକ ତାଙ୍କର…
Salman Rushdie Attack: ଗୋଟିଏ ହାତ ସହ ହରେଇଲେ ଗୋଟିଏ ଆଖିର ଦୃଷ୍ଟି ଶକ୍ତି , ବର୍ତ୍ତମାନ ସୁଦ୍ଧା ମେଡିକାଲରେ କଟୁଛି ଦିନ
ନୂଆଦିଲ୍ଲୀ :ପ୍ରସିଦ୍ଧ ଲେଖକ ସଲମାନ ରୁଶଦୀ ଆକ୍ରମଣରୁ ସୁସ୍ଥ ହେବା ପରେ ତାଙ୍କର ଗୋଟିଏ ଆଖିର ଦୃଷ୍ଟି ହରାଇଛନ୍ତି ଏବଂ ଆଉ ଗୋଟିଏ ହାତରେ କୌଣସି କାମ କରିବାକୁ ସକ୍ଷମ ନୁହଁନ୍ତି। ସଲମାନ ରୁଶଦୀଙ୍କ ସାହିତ୍ୟିକ ଏଜେଣ୍ଟ…