Browsing Category

ଦେଶ ବିଦେଶ

ମିଳିଲାନି ଆମ୍ବୁଲାନ୍ସ, ରୋଗୀଙ୍କୁ ଖଟରେ ମୁଣ୍ଡେଇ ୧୨ କିମି ପାଦରେ ଚାଲିଲେ ସମ୍ପର୍କୀୟ

ନୂଆଦିଲ୍ଲୀ: ପୂର୍ବରୁ ଓଡ଼ିଶାର ଦାନ ମାଝି ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହିଥିଲେ । ଉକ୍ତ ଘଟଣାଟି ସେ ସମୟରେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଅନୁରୂପ ଭାବେ ଏକ ଘଟଣା ଝାଡ଼ଖଣ୍ଡରେ…

ଗଣେଶ ମହୋତ୍ସବ ଆଣିପାରେ କରୋନାର ତୃତୀୟ ଲହର! ଚିନ୍ତା ପ୍ରକଟ କଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସଂକ୍ରମଣର ଭୟ ବଢିଛି । ତେବେ ଗଣେଷ ପୂଜା ପରେ କରୋନା ଭୂତାଣୁ ବୃଦ୍ଧି ହୋଇପାରେ ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । କେରଳରେ ଓନମ୍‌ ପର୍ବ ପରେ ସେଠାରେ ସଂକ୍ରମଣ ମାମଲା ବୃଦ୍ଧି…

କରୋନାକୁ ନେଇ ଚିଡିଆଖାନାରେ ବଢ଼ିଲା ଚିନ୍ତା, ୧୩ ଗରିଲା କୋଭିଡ୍ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ସିଂହମାନେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ଗରିଲା ମଧ୍ୟ କରୋନା ସଂକ୍ରମିତ ହୋଇଥିବା ନେଇ ଖବର ମିଳିଛି । ଏହା ଏବେ ଚିନ୍ତାର ବିଷୟ ପାଲଟିଛି । ଜର୍ଜିଆସ୍ଥିତ ଆଟଲାଣ୍ଟା…

ଜିପ୍‌କୁ ପଛପଟୁ ପିଟିଲା ଟ୍ରକ୍‌: ୭ ମୃତ, ୫ ଆହତ

ବେଙ୍ଗାଲୁରୁ: ଜିପ୍ କୁ ପଛପଟୁ ଟ୍ରକ୍‌ ଧକ୍କା ଦେବା ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଚିକ୍କାବାଲାପୁର ଜିଲ୍ଲା ଚିନ୍ତାମଣି ତହସିଲ ଅଧିନ ମେଡିକର କ୍ରସ ନିକଟରେ । ସୂଚନାନୁସାରେ ଏକ…

ଅଜବ ଭକ୍ତ: ୬ ଲକ୍ଷ ଟଙ୍କାରେ କିଣିଲେ ନଡ଼ିଆ

ଲୋକଙ୍କ ଭକ୍ତି ଓ ବିଶ୍ୱାସକୁ ମାପିବା ଅସମ୍ଭବ । ଏହି କ୍ରମରେ କର୍ଣ୍ଣାଟକର ଜଣେ ବ୍ୟକ୍ତି ଏକ ଭାଗ୍ୟଶାଳୀ ନଡ଼ିଆ ପାଇଛନ୍ତି । ବାଗଲକୋଟ ଜିଲ୍ଲାର ଜାମଖଣ୍ଡି ସ୍ଥିତ ଚିକ୍କଲକି ଗ୍ରାମରେ ଅବସ୍ଥିତ ୧୨ଶ ଶତାବ୍ଦୀର…

ଦେଶର ପ୍ରତି ପରିବାର ଉପରେ ଏତିକି ଟଙ୍କାର ଋଣବୋଝ

ନୂଆଦିଲ୍ଲୀ: ଦେଶର ଗ୍ରାମାଞ୍ଚଳରେ ପରିବାର ପିଛା ଋଣ ରାଶି ପ୍ରାୟ ୬୦ ହଜାର ଟଙ୍କା ରହିଛି । ଅନ୍ୟପକ୍ଷରେ ସହରାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ପରିବାର ପିଛା ଋଣ ୧ ଲକ୍ଷ ୨୦ ହଜାର ଟଙ୍କା ବୋଲି ଜଣାଯାଇଛି ।…

ଭୁପେନ୍ଦ୍ର ପଟେଲ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଭୁପେନ୍ଦ୍ର ପଟେଲ। ବିଜୟ ରୁପାନିଙ୍କ ଇସ୍ତଫାର ଗୋଟିଏ ଦିନ ପରେ ଭୁପେନ୍ଦ୍ରଙ୍କ ନାମ ଘୋସଣା କରିଛି ବିଜେପି। ପେସାରେ ଇଞ୍ଜିନିଅର ଥିବା…

କେବିସି-୧୩ ହଟ୍ ସିଟରେ ନଜର ଆସିବେ ନୀରଜ ଚୋପ୍ରା-ପୀଆର୍ ଶ୍ରୀଧର, ଦେଖନ୍ତୁ ପ୍ରୋମୋ

ମୁମ୍ବାଇ: କୈନ ବନେଗା କରୋଡପତି ୧୩ ତମ ସଂସ୍କରଣରେ ନିକଟରେ ଫାରା ଖାନ୍ ଏବଂ ଦୀପିକା ପାଦୁକୋନ୍ ହଟ୍ ସିଟ୍ ରେ ନଜର ଆସିଥିଲେ । ଏହା ପୂର୍ବରୁ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଓ ବିରେନ୍ଦ୍ର…

ଏଠାରେ ଟଫି-ଚକଲେଟ୍ ଦରରେ ମିଳୁଛି ଟାଙ୍କି ଫୁଲ୍ ତେଲ, ପେଟ୍ରୋଲ୍ ଓ ଡିଜେଲ ଏଠି ପୂରା ଶସ୍ତା

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦରକୁ ନେଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ସହରରେ ଏବେ ତୈଳ ଦର ୧୦୦ ଟପିସାରିଲାଣି । ହେଲେ ଅନ୍ୟପଟେ ଦୁନିଆରେ ପେଟ୍ରୋଲିୟମ୍ ସମ୍ପଦରେ ଭରପୁର ଥିବା ଦେଶ…

ଏବେ ତତେ କିଏ ବଞ୍ଚେଇବ? ଛାତ୍ରୀ ମୁହଁରେ ଜବରଦସ୍ତି କେକ୍ ବୋଳିଲେ ଶିକ୍ଷକ

ବରେଲୀ: ଶିକ୍ଷକଙ୍କୁ ଭଗବାନ ସଦୃଶ ପୂଜା କରାଯାଏ । କିନ୍ତୁ କିଛି ଏମିତି ରହିଛନ୍ତି ଯେଉଁ ମାନେ ଶିକ୍ଷକ ଧର୍ମର ସବୁ ସୀମା ପାର୍ କରିଯାଉଛନ୍ତି । ପିଲା ମାନଙ୍କ ସବୁବେଳେ ଭଲ କଥା ଶିଖାଇବା ବଦଳରେ ସେମାନେ ନିଜେ ବାଟ…