Browsing Category

ଦେଶ ବିଦେଶ

ଓଲଟିଲା ବସ୍, ୨୨ କଲେଜ ଛାତ୍ର ଆହତ

ଗ୍ୟାଙ୍ଗଟୋକ୍:  ସିକ୍କିମର ଗ୍ୟାଙ୍ଗଟୋକ୍ ନିକଟସ୍ଥ ରାଣୀପୁଲଠାରେ କଲେଜ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବସ୍ ରେ ୨୨ ଜଣ କଲେଜ ଛାତ୍ରଛାତ୍ରୀ ରହିଥିଲେ । ତେବେ ସୌଭାଗ୍ୟବସତଃ କେହି…

Reliance Jioରୁ ଇସ୍ତଫା ଦେଲେ ମୁକେଶ ଅମ୍ବାନୀ, ଆକାଶ ହେଲେ ନୂଆ ଚେୟାରମ୍ୟାନ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ରିଲାଏନ୍ସ ଜିଓର ଡାଇରେକ୍ଟର ପଦରୁ ଇସ୍ତଫା ଦେଇଛନ୍ତି । ମୁକେଶଙ୍କ ପୁତ୍ର ଆକାଶ ଅମ୍ବାନୀ ରିଲାଏନ୍ସ ଜିଓର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତି…

ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନଙ୍କ ଘୋଷଣା, ଅଗ୍ନିପଥ ଯୋଜନା ବିରୋଧରେ ବିଧାନସଭାରେ ଅଣାଯିବ ପ୍ରସ୍ତାବ

ଚଣ୍ଡିଗଡ: ଅଗ୍ନିପଥ ଯୋଜନାକୁ ନେଇ ନିକଟରେ ଦେଶର ଅନେକ ରାଜ୍ୟରେ ହିଂସାତ୍ମକ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ଏବେ ବିଜେପି ଅଣଶାସିତ ରାଜ୍ୟ ନିଜର ବିଧାନସଭାରେ ଅଗ୍ନିପଥ ଯୋଜନା ବିରୋଧରେ ବିଧେୟକ ଆଣିବାକୁ ଯୋଜନା…

ଭାରତରେ ପାକିସ୍ତାନର ଚାରି ରାଷ୍ଟ୍ରଦୂତଙ୍କ ଟୁଇଟର ଆକାଉଣ୍ଟ ବ୍ୟାନ୍, ବିଚଳିତ ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନକୁ ଝଟକା ଦେଲା ଭାରତ। ପାକିସ୍ତାନର ଚାରି ରାଷ୍ଟ୍ରଦୂତଙ୍କ ଟୁଇଟର ଆକାଉଣ୍ଟକୁ ବନ୍ଦ କଲା ଟୁଇଟର ଇଣ୍ଡିଆ। ଏହି ଟୁଇଟର ହ୍ୟାଣ୍ଡେଲ୍ ଜରିଆରେ ମିଥ୍ୟା ଖବର ଏବଂ ଗୁଜବ ପ୍ରଚାର କରାଯାଉଥିବା…

ବ୍ୟାଙ୍କର ଘରୋଇକରଣ ଉପରେ ମୌସୁମୀ ଅଧିବେଶନରେ ବିଲ୍ ଆଣିବେ କେନ୍ଦ୍ର ସରକାର, ଏମିତି ରହିଛି ରୂପରେଖ

ନୂଆଦିଲ୍ଲୀ: ଚଳିତ ବର୍ଷ ସଂସଦର ମୌସୁମୀ ଅଧିବେଶନରେ ମୋଦୀ ସରକାର ସାର୍ବଜନୀନ ବ୍ୟାଙ୍କର ଘରୋଇକରଣ ପାଇଁ ବିଧେୟକ ଆଣିବାକୁ ପ୍ରସ୍ତୁତି କରୁଛନ୍ତି। ବିଧେୟକର ପ୍ରାବଧାନ ଅନୁସାରେ ଯେଉଁ ବ୍ୟାଙ୍କରେ ଘରୋଇ ସେକ୍ଟରର…

ନୀଳ ରଙ୍ଗର କୁର୍ତ୍ତାରେ ନଜର ଆସିଲେ ନବୀନ: ଦେଖନ୍ତୁ Video

ଭୁବନେଶ୍ୱର: ସବୁବେଳେ ଧଳା ରଙ୍ଗର କୁର୍ତ୍ତା ପିନ୍ଧୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀଳରଙ୍ଗର କୁର୍ତ୍ତାରେ ନଜର ଆସିଛନ୍ତି । ସୂଚନା ଅନୁସାରେ, ୧୦ ଦିନିଆ ବିଦେଶ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ପାକିସ୍ତାନର ଯୋଜନା ପଣ୍ଡ: ଏହି ଅଞ୍ଚଳର ଦୂତାବାସଙ୍କ ଉପରେ ଭାରତ କଲା ଡିଜିଟାଲ ଷ୍ଟ୍ରାଇକ

ନୂଆଦିଲ୍ଲୀ: ଭାରତରେ ପାକିସ୍ତାନୀ ଦୂତାବାସଙ୍କ ଉପରେ କରିଛି ଡିଜିଟାଲ ଆଟାକ । ପାକିସ୍ତାନର ୪ ଜଣ ଦୂତାବାସଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିଛି ଭାରତ । ମିଛ ଖବର ଏବଂ ଗୁଜବ ପ୍ରସାରଣ କରୁଥିବା କିଛି ଟ୍ୱିଟର ଆକାଉଣ୍ଟ…

ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍ ଧକ୍କାରେ ଟ୍ରକ୍ ଚୂରମାର୍: ଚାଲିଗଲା ୪୬ ଲୋକଙ୍କ ଜୀବନ, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ଆମେରିକାରେ ସୋମବାର ବିଳମ୍ବିତ ରାତିରେ ବଡ଼ ଧରଣର ରେଳ ଦୁର୍ଘଟଣା ହୋଇଛି । ଟ୍ରେନ ଦୁର୍ଘଟଣାରେ ୪୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଆଗକୁ ମୃତ୍ୟୁ ସଂଖୃା ବଢ଼ିବାର ଆଶଙ୍କା ରହିଛି । ଦ୍ରୁତ ଗତିରେ…

ରାଷ୍ଟ୍ରପତି ପଦରୁ ହଟିବା ପରେ ରାମନାଥ କୋବିନ୍ଦଙ୍କୁ କେତେ ପେନସନ୍ ଓ କେଉଁ କେଉଁ ସୁବିଧା ମିଳିବ? ଜାଣନ୍ତୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ ରେ ଶେଷ ହେବାକୁ ଯାଉଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ପରବର୍ତ୍ତୀ ରାଷ୍ଟ୍ରପତି ନିଯୁକ୍ତ ହେବେ ।…

ରାଜସ୍ଥାନରେ ମିଳିଲା ବଡ଼ ୟୁରାନିୟମ ଖଣିର ସନ୍ଧାନ: ୩ହଜାର କୋଟିର ନିବେଶ ଯୋଜନା, ସୃଷ୍ଟି ହେବ ନିଯୁକ୍ତି

ରାଜସ୍ଥାନ:ଝାରଖଣ୍ଡ ଏବଂ ଆନ୍ଧ୍ର ପ୍ରଦେଶ ପରେ ରାଜସ୍ଥାନରେ ମିଳିଛି ଏକ ବଡ଼ ୟୁରାନିୟମ ଖଣିର ସନ୍ଧାନ । ସିକର ନିକଟ ଖଣ୍ଡେଲା ତହସିଲର ରାହିଲଠାରେ ଖନନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏଠାରେ ୧୦୮୬.୪୬ ହେକ୍ଟର…