Browsing Category
ଦେଶ ବିଦେଶ
ମଣିଷ ଶରୀରରେ ମାସେ ରହୁଛି କରୋନା ଭୂତାଣୁ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାହାଘାତକ କରୋନା ଭାଇରସ୍ । ପ୍ରଥମ ୱେଭ୍ରେ ମଣିଷ ଶରୀରରେ ୧୫ ଦିନ ରହୁଥିବା ବିଶେଷଜ୍ଞମାନେ କହୁଥିଲେ । ହେଲେ ଦ୍ୱିତୀୟ ତରଙ୍ଗ ବେଳକୁ ରିପୋର୍ଟ ଆସିଲାଣି ମାସେ ପର୍ଯ୍ୟନ୍ତ ରହୁଛି । ତେବେ…
ପାକିସ୍ତାନରେ ଆତଙ୍କୀ ଆକ୍ରମଣକୁ ଡରୁଛନ୍ତି ଚୀନ୍ କର୍ମଚାରୀ: ହାତରେ AK-୪୭ ଧରି କରୁଛନ୍ତି କାମ
ଇସଲାମାବାଦ: ପାକିସ୍ତାନରେ ହୋଇଥିବା ଆତଙ୍କୀ ଆକ୍ରମଣ ଯୋଗୁଁ ଚୀନ୍ ନାଗରିକମାନେ ଏତେ ପରିମାଣରେ ଭୟଭୀତ ଅଛନ୍ତି ଯେ ଏବେ ସେମାନେ ନିଜ ସୁରକ୍ଷା ପାଇଁ ଅସ୍ତ୍ର ଉଠାଇଛନ୍ତି । ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ହେବାରେ…
କାଲି ୩,୯୯୯ ତ ଆଜି ୫୦୭: ଏପରି ରହୁଛି ଦେଶର ମୃତ୍ୟୁସଂଖ୍ୟା
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁହାର ଉପର-ତଳ ହେବାରେ ଲାଗିଛି । ଗତକାଲି ଦେଶରେ ୩ ହଜାର ୯୯୯ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ୫୦୭ ଜଣଙ୍କର ଜୀବନ ନେଇଛି କରୋନା । ଏହାଫଳରେ ଦେଶରେ ମୋଟ ମୃତ୍ୟୁ…
ରେଲୱେରେ ଷ୍ଟେସନମାଷ୍ଟର ପାଇଁ ବାହାରିଲା ନିଯୁକ୍ତି, ଏହି ଲିଙ୍କରେ କରନ୍ତୁ ଆବେଦନ
ନୂଆଦିଲ୍ଲୀ: ପଶ୍ଚିମ କେନ୍ଦ୍ରୀୟ ରେଳବାଇ ଷ୍ଟେସନ ମାଷ୍ଟର ପଦବୀ ପାଇଁ ନିଯୁକ୍ତି ବାହାର କରିଛି ଭାରତୀୟ ରେଳବାଇ । ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନ କରିବାକୁ ଆଉ କମ୍ ସମୟ ବାକି ରହିଛି । ପଶ୍ଚିମ କେନ୍ଦ୍ରୀୟ…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୪୧. ୪୧ ଲକ୍ଷକୁ ବୃଦ୍ଧି
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪୧ ଲକ୍ଷ ୪୧ ହଜାର ୮୮୪ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ କୋଟି ୨୭ ଲକ୍ଷ ୮୩…
୫ ପଇସାର ବିରିୟାନୀ ଖାଇବା ପାଇଁ କଣ ଆପଣ ବି ଏମିତି କରିବେ….
ନୂଆଦିଲ୍ଳୀ: ଭାରତରେ କରୋନାର ଭୟାବହତା ବଢୁଥିଲେ ହେଁ ଏହା ଭାରତୀୟ ମାନଙ୍କୁ ସଚେତନ କରିବାରେ ସକ୍ଷମ ହୋଇନାହିଁ । ଚେନ୍ନାଇ ସ୍ଥିତ ମଦୁରାଇରେ ଏଭଳି ଏକ ଘଟଣା ଦେଖିବାକୁ ମିଳୁଛି । ୫ ପଇସା ପ୍ରଦାନ କଲେ ବିରିୟାନୀ…
ପର୍ଣ୍ଣ ଫିଲ୍ମ ପାଇଁ ଗରିବ ଝିଅଙ୍କୁ ଟାର୍ଗେଟ୍ କରୁଥିଲେ ରାଜ୍, ଭଡ଼ାରେ ନେଇଥିଲେ ବଙ୍ଗଳା, ଢାଲ ସାଜିଥିଲା କେକରିନ୍
ଓଡ଼ିଶା ଭାସ୍କର ବ୍ୟୁରୋ: ପର୍ଣ୍ଣ ଫିଲ୍ମ ଓ ଭିଡିଓ ପ୍ରସ୍ତୁତ କରିବା ମାମଲାରେ ବନ୍ଧା ହୋଇଛନ୍ତି ବ୍ୟବସାୟୀ ରାଜ୍ କୁନ୍ଦ୍ରା । ମୁମ୍ବାଇ କ୍ରାଇମବ୍ରାଞ୍ଚର ସୂଚନା ଅନୁସାରେ ଗରିବ ଝିଅଙ୍କୁ ଜାଲରେ ଫସାଇ ପର୍ଣ୍ଣ ଫିଲ୍ମ…
ଘୋଷଣା ହେଲା ସିବିଏସଇ ପ୍ରାଇଭେଟ୍ ପରୀକ୍ଷା ତାରିଖ; ଜାଣନ୍ତୁ କେବେ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଛାତ୍ର ଛାତ୍ରୀଙ୍କ ପାଇଁ ଖୁସି ଖବର, ବୁଧବାର ଘୋଷଣା ହୋଇଛି ସିବିଏସଇ ପ୍ରାଇଭେଟ୍ ପରୀକ୍ଷା ତାରିଖ । ଆସନ୍ତା ମାସଠାରୁ ଏହି ପରୀକ୍ଷା କରାଯିବା ନେଇ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଘୋଷଣା…
ଶନିବାର ପୃଥିବୀକୁ ଶନିଦଶା! ୨୮୮୦୦ କିମି ବେଗରେ ମାଡ଼ିଆସୁଛି ଉଲକା ପିଣ୍ଡ
ନୂଆଦିଲ୍ଲୀ: ପୃଥିବୀ ଆଡକୁ ମାଡି ଆସୁଛି ଆଉ ଏକ ଉଲକାପିଣ୍ଡ । ଷ୍ଟାଡିୟମ ଆକାରର ଏହି ଉଲକାପିଣ୍ଡଟି ଆସନ୍ତା ଶନିବାର ପୃଥିବୀକୁ ଅତିକ୍ରମ କରିବ । ୨୦୦୮ଗୋ୨୦ ନାମକ ଏହି ଉଲକାପିଣ୍ଡଟି ପୃଥିବୀକୁ ଅତିକ୍ରମ କରିଯିବ । ଏହି…
ଅବିଶ୍ରାନ୍ତ ବର୍ଷା ନେଲା ୭ ଜଣଙ୍କ ଜୀବନ, ୨ ଗୁରୁତର
ଓଡ଼ିଶା ଭାସ୍କର ବ୍ୟୁରୋ: ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଲା ଘର ଆଉ କାନ୍ଥ । ଫଳରେ ଚାଲିଗଲା ୭ ଜଣଙ୍କ ଜୀବନ । ଆଉ ଦୁଇଜଣ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛି । ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାରେ ଏଭଳି…