Browsing Category

ଦେଶ ବିଦେଶ

ଓଭରବ୍ରିଜ୍ ତଳକୁ ଖସିପଡ଼ିଲା ମେଟ୍ରୋ ଟ୍ରେନ୍: ୨୦ ମୃତ, ୭୦ ଆହତ

ମେକ୍ସିକୋ ସିଟି, ୪ା୫: ମେକ୍ସିକୋରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ମେକ୍ସିକୋ ସିଟିରେ ଏକ ମେଟ୍ରୋ ଟ୍ରେନ ଓଭରବ୍ରିଜ ତଳକୁ ଖସିପଡ଼ିବାରୁ ୨୦ ଜଣଙ୍କ ମୃତ୍ୟୁ ଘଟିବା ସହ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ…

ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଘୋଷଣା କଲେ ଉତ୍ତରପ୍ରଦେଶ ସରକାର

ଲକ୍ଷ୍ନୌ ୦୪ । ୦୫ (ଓଡ଼ିଶା ଭାସ୍କର) : ଉତ୍ତରପ୍ରଦେଶ ସରକାର ସାମ୍ବାଦିକ, ଜଜ ଏବଂ ସରକାରୀ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଘୋଷଣା କରିଛନ୍ତି । ଏନେଇ ସେମାନଙ୍କୁ ପ୍ରାଥମିକତା ଆଧାରରେ କରୋନା ଟିକା ଦିଆଯିବ। ଟିକାକରଣ…

ଅଟୋରିକ୍ସା ଚାଳକ ମାନଙ୍କ ପାଇଁ କୋଭିଡ୍ ସହାୟତା ଘୋଷଣା କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ, ୪ା୫ (ଓଡିଶା ଭାସ୍କର) : ଦିଲ୍ଳୀରେ କରୋନା ଦିନକୁ ଦିନ ଭୟଙ୍କର ରୁପ ନେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଜି କୋଭିଡ୍ ସହାୟତା ସମ୍ପର୍କରେ ଘୋଷଣା କରିଛନ୍ତି । କୋଭିଡ୍ ସମୟରେ ଆର୍ଥିକ…

ଚଳିତ ବର୍ଷ ଆଇପିଏଲ୍ ସ୍ଥଗିତ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ପାଇଁ ଚଳିତ ବର୍ଷର ଆଇପିଏଲକୁ ବାତିଲ କରାଯାଇଛି । ଏନେି ବିସିସିଆଇ ପକ୍ଷରୁୁ ସୁଚନା ଦିଆଯାଇଛି । ଆଜି ଏହି ସଂକ୍ରାନ୍ତରେ ଏଏନଆଇ କୁ ବିସିଯସିଆଇର ଉପସଭାପତି ରାଜୀବ ଶୂକ୍ଲା ସୁଚନା…

ଡକାୟତଙ୍କୁ ସୁହାଉଛି ନାଇଟ୍ କର୍ଫ୍ୟୁ: ଫ୍ଲିପକାର୍ଟ ଅଫିସରୁ ୧୮ ଲକ୍ଷ ଲୁଟ୍

ପାଟନା, ୪ା୫: କରୋନା ସମୟରେ ଦେଶରେ ଡକାୟତମାନେ ଅଧିକ ସକ୍ରିୟ ହୋଇଉଠିଛନ୍ତି । ବିହାରରେ ଲାଗୁ ହୋଇଥିବା ନାଇଟ୍ କର୍ଫ୍ୟୁର ସୁଯୋଗ ନେଇ ଡକାୟତମାନେ ବଡ଼ଧରଣର ଲୁଟ୍ କରିବାରେ ସକ୍ଷମ ହୋଇଛନ୍ତି । ତେବେ କର୍ଫ୍ୟୁ ସମୟରେ…

ବର୍ଷକୁ ୧୫ ପ୍ରତିଶତ ସ୍କୁଲ ଫିସ୍ ଛାଡ ନେଇ ରାୟ ଦେଲେ ସୁପ୍ରିମ କୋର୍ଟ

ରାଜସ୍ଥାନ ୦୪ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥିପାଇଁ ଦୀର୍ଘ ଦିନ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ଫଳରେ ସ୍କୁଲ ଫିସ୍ କୁ ନେଇ ଚିନ୍ତାରେ ଅଛନ୍ତି ଅଭିଭାବକ…

ବିହାରରେ ଲାଗୁ ହେଲା ଲକଡାଉନ୍

ପାଟନା, ୪ା୫ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ନୁଆ ରେକର୍ଡ କରୁଛି । ଏହି ପରିପ୍ରେକ୍ଷୀରେ ଅନେକ ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଛି । ତେବେ ଆଜି ବିହାରରେ ମଧ୍ୟ ଲକଡାଉନ୍ ଘୋଷଣା କରିଛନ୍ତି…

ଦେଶରେ ପୂର୍ଣ୍ଣ ଲକଡାଉନ୍ ଲାଗୁ କରିବା ଜରୁରୀ – ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୪ା୫ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଭିନ୍ନ ରାଜ୍ୟରେ ଲକଡାଉନ୍ କରାଯାଇଛି । ତେଣୁ ବର୍ତ୍ତମାନ ପରିସ୍ଥିତିରେ ପୁରା ଦେଶରେ…

ପଶ୍ଚିମବଙ୍ଗ ହିଂସାକାଣ୍ଡରେ ୧୧ ଜଣଙ୍କର ମୃତ୍ୟୁ

ପଶ୍ଚିମବଙ୍ଗ ୦୪ । ୦୫ (ଓଡ଼ିଶା ଭାସ୍କର) : ପଶ୍ଚିମବଙ୍ଗରେ ନିର୍ଵାଚନ ସାରି ଯାଇଥିଲେ ମଧ୍ୟ ହିଂସାକାଣ୍ଡ ଥମିବାର ନାମ ନେଉନାହିଁ । ଉଭୟ ନିର୍ବାଚନ ଏବଂ ଫଳାଫଳ ସମୟରେ ହିଂସାକାଣ୍ଡ ଅଧିକ ହେବାରେ ଲାଗିଛି । ମେ' ୨…

ପୁଣି ବଢ଼ିଲା ତୈଳ ଦର, ଜାଣନ୍ତୁ କେତେ ହେଲା ମହଙ୍ଗା

ନୂଆଦିଲ୍ଲୀ, ୪ା୫: ବର୍ତ୍ତମାନ ସମୟରେ ଦେଶରେ କରୋନା ସଂକଟ ଲାଗି ରହିଥିବା ବେଳେ ପୁଣି ତୈଳ ଦର ବୃଦ୍ଧି ପାଇଛି । ୧୮ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦାମ୍ ସ୍ଥିର ରହିବା ପରେ ଆଜି ପୁଣି ଦାମ ପରିବର୍ତ୍ତନ ହୋଇଛି । ଆଜି…