Browsing Category

ଦେଶ ବିଦେଶ

ନୂତନ ମନ୍ତ୍ରାଳୟ ନେଇ ମୋଦୀ ସରକାରଙ୍କ ଘୋଷଣା; ପଢନ୍ତୁ ପୁରା ଖବର

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ଆଲୋଚନା ଜାରି ରହିଥିବା ବେଳେ ଏକ ବଡ ଖବର ସାମ୍ନାକୁ ଆସିଛି । ମଙ୍ଗଳବାର ମିଳିଥିବା ସୂଚନା ଅନୁଯାୟୀ ମୋଦୀ ସରକାର ମିନିଷ୍ଟ୍ରୀ ଅଫ୍ କୋ ଅପରେସନ୍ ନାମକ ଏକ ନୂତନ…

ଏକାଠି ହେବେ ମୋଦୀ-ବିଡେନ; ଜାଣନ୍ତୁ କେବେ ଓ କେଉଁଠି

ନୂଆଦିଲ୍ଳୀ: ଆମେରିକୀୟ ରାଷ୍ଟ୍ରପତି ଜୋ ବିଡେନ୍ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଭେଟିବାକୁ ଯାଉଛନ୍ତି । ଆମେରିକୀୟ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ବିଡେନ୍ ଢ଼ଓ ମୋଦୀଙ୍କ…

ଷ୍ଟାନ୍ ସ୍ୱାମୀ ମୃତ୍ୟୁ ମାମଲା: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ବିରୋଧୀ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ହେପାଜତରେ ସମାଜସେବୀ ତଥା ଫାଦର ଷ୍ଟାନ ସ୍ୱାମୀଙ୍କ ଦେହାନ୍ତ ପରେ ଅଡୁଆରେ ପଡିଛନ୍ତି ସରକାର । ଫାଦର ଷ୍ଟାନଙ୍କ ମୃତ୍ୟୁ ପାଇଁ ଦାୟୀ ସମସ୍ତ ବ୍ୟକ୍ତିଙ୍କ ବିରୋଧରେ…

ଘରେ ମାଛ ତରକାରୀ ରାନ୍ଧିନଥିଲେ ପତ୍ନୀ, ଖାଦ୍ୟ ଥାଳିରେ ମାଛ ଝୋଳ ନଦେଖିକି ହାଇ ଭୋଲଟେଜ୍ ଟ୍ରାନ୍ସଫର୍ମର ଉପରେ ଚଢ଼ି ହଙ୍ଗାମା କଲେ ମାତାଲ…

ବିହାର (ଓଡ଼ିଶା ଭାସ୍କର): ଖାଦ୍ୟରେ ଯଦି ମାଛ ଖାଇବାକୁ ନମିଳିବ ତୁମେ କ'ଣ କରିବ? ରାଗି ଯିବେ କି ? କାନ୍ଦିବ କି? କିମ୍ବା ଖାଇବେ ନାହିଁ?  ଆପଣ ଭାବୁଥିବେ କି ଆପଣଙ୍କୁ କାହିଁକି ଏପରି ପ୍ରଶ୍ନ ପଚରାଯାଉଛି। ଏହାର…

ବିଦ୍ୟାଙ୍କ ନାଁରେ ସେନାର ଫାୟାରିଙ୍ଗ ରେଞ୍ଜ; ଏମିତି ଆସିଲା ପ୍ରତିକ୍ରିୟା

ନୂଆଦିଲ୍ଲୀ: ବଲିଉଡ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ନାଁରେ ଏକ ଫାୟାରିଂ ରେଞ୍ଜକୁ ନାମିତ କରିଥିଲା ଭାରତୀୟ ସେନା । ଜମ୍ମୁ କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଗୁଲମାର୍ଗରେ ରହିଥିବା ଶୁଟିଂ…

ଆସନ୍ତା କାଲି କ୍ୟାବିନେଟ୍ ସଂପ୍ରସାରଣ; ଚର୍ଚ୍ଚାରେ ଏହି ସବୁ ନାମ

ନୂଆଦିଲ୍ଳୀ: ଆସନ୍ତଳ କାଲି ସନ୍ଧ୍ୟାରେ ହୋଇପାରେ କେନ୍ଦ୍ର କ୍ୟାବିନେଟ ସଂପ୍ରସାରଣ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିକୁ ଦୁଇ ବର୍ଷ ବିତିବାକୁ ବସିଥିବା ବେଳେ ଏଯାଏଁ କ୍ୟାବିନେଟ୍ ସଂପ୍ରସାରଣ ହୋଇନାହିଁ । ବୁଧବାର…

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପାଇଁ ନୂଆ ଆବେଦନ ଦାଖଲ, ଦିଲ୍ଲୀ ହାଇକୋର୍ଟ କେନ୍ଦ୍ରକୁ ମାଗିଲା ଜବାବ୍

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଦିନ ଏକ ନୂଆ ଆବେଦନକୁ ନେଇ କେନ୍ଦ୍ର ଏବଂ ଅନ୍ୟ ମାନଙ୍କୁ ନୋଟିସ୍ ଜାରି କରିଛି । ଏହି ଆବେଦନରେ ସମଲିଙ୍ଗୀ ବିବାହ ପାଇଁ ସ୍ୱୀକୃତି ଦେବା ପାଇଁ ଦାବି କରାଯାଇଛି । ଖାଲି…

ଏଣିକି ମରିବା ପୂର୍ବରୁ ଜାଣିପାରିବେ ମୃତ୍ୟୁ ତାରିଖ! ମାର୍କେଟକୁ ଆସିଲା ଭବିଷ୍ୟବାଣୀ କରୁଥିବା କାଲକୁଲେଟର

ମୃତ୍ୟୁ ହେଉଛି ଦୁନିଆର ଅପ୍ରିୟ ସତ୍ୟ । ଜନ୍ମ ମାତ୍ରେ ମୃତ୍ୟୁ ସୁନିଶ୍ଚିତ । ସମସ୍ତଙ୍କୁ ଦିନେ ନା ଦିନେ ମରିବାକୁ ପଡ଼ିବ । କେଉଁ ଦିନ କାହାର ଶେଷ ଦିନ ହେବ, ତାହା କେହି କହିପାରିବେ ନାହିଁ । କିନ୍ତୁ ଆଗାମୀ ସମୟରେ…

ମିଳିଲା ନିଖୋଜ ବିମାନର ଧ୍ୱଂସାବଶେଷ, ୨୮ ଜଣ ଯାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆକାଶରୁ ବିମାନ ଉଭେଇଗଲା । ୨୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନ ମଝି ଆକାଶରୁ ନିଖୋଜ ହୋଇଯିବା ପରେ ପୁଣି ଏକ ବିମାନ ଦୁର୍ଘଟଣା ଆଶଙ୍କା ସୃଷ୍ଟି ହୋଇଥିଲା । ମଙ୍ଗଳବାର ଏହି ବିମାନ ନିଖୋଜ ହୋଇଥିବା…

ଭୁଲରେ ବି ସ୍ପର୍ଶ କରନ୍ତୁ ନାହିଁ ଏହି ଗଛକୁ, ସାପ ଠାରୁ ଅଧିକ ଭୟଙ୍କର ଏହାର ଶାଖା-ପ୍ରଶାଖା

ନୂଆଦିଲ୍ଲୀ: ବୃକ୍ଷ ଚତୁଃର୍ପାଶ୍ୱକୁ ସବୁଜ ରଖିବା ସହିତ ବାୟୁମଣ୍ଡଳରେ ଅମ୍ଳଜାନ ଓ ଅଙ୍ଗାରକାମ୍ଲକୁ ସନ୍ତୁଳନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆମେ ଚାରିପାଖରେ ଦେଖୁଥିବା ଅନେକ ବୃକ୍ଷ ଆମକୁ…