Browsing Category

ଦେଶ ବିଦେଶ

ଘରେ ଝିଅ ଥିଲେ ମୋଦୀ ସରକାର ଦେଉଛନ୍ତି ବିନା ସୁଧରେ ମିଳିବ ୨୫ ଲକ୍ଷ ଋଣ: ଜାଣନ୍ତୁ କଣ ରହିଛି ଖବର ପଛର ସତ୍ୟତା

ନୂଆଦିଲ୍ଲୀ: ଘରେ ଝିଅ ଥିଲେ ମିଳିବ ୨.୨ ଲକ୍ଷ ଟଙ୍କା । ଏମିତି ଏକ ଖବର ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହୋଇଥିଲା । ପ୍ରଧାନମନ୍ତ୍ରୀ ନାରୀ ଶକ୍ତି ଯୋଜନାରେ ପରିବାରରେ ଝିଅ ଥିଲେ ଏହି ଅର୍ଥରାଶି ମିଳିବା ନେଇ…

ଶ୍ରୀଲଙ୍କା ପରେ ଭାରତର ଆଉ ଏକ ପଡେଶୀ ଦେଶରେ ଆର୍ଥିକ ସଙ୍କଟ, ୧୬.୨% ହ୍ରାସ ପାଇଲା ଜାତୀୟ ଆୟ

କାଠମାଣ୍ଡୁ: ପଡ଼ୋଶୀ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଦେଖାଦେବାପରେ ରାଜନୈତିକ ହଟଚମଟ ଦେଖାଦେଇଥିଲା । ନାଗରିକମାନେ ରାଜରାସ୍ତାକୁ ଓହ୍ଲାଇ ଆସିବା ଫଳରେ ଜରୁରୀକାଳିନ ପରିସ୍ଥିତି ବି ଦେଖାଦେଇଥିଲା । ଶେଷରେ ଶ୍ରାଲଙ୍କା…

ଅମର ହେବା ପାଇଁ ଆସୁଛି ମେଡିସିନ୍: ସେନା ଉପରେ ହେବ କ୍ଲିନିକାଲ ଟ୍ରାଏଲ୍

ନୂଆଦିଲ୍ଲୀ: ମହାଭାରତର ଚରିତ୍ର ଅଶ୍ୱତ୍ଥାମା । ଅମର ରହିବାର ବର ପାଇଥିବା ଅଶ୍ୱତ୍ଥାମା ନିଜ ବୟସ କମ କରିବାର ଶକ୍ତି ପାଇଥିଲେ । ସମାନ ଢଙ୍ଗରେ ଆମେରିକୀୟ ସେନା ମଧ୍ୟ ସେହିଭଳି କିଛି ସଫଳତା ହାସଲ କରିବାକୁ ଯାଉଛି ।…

ବ୍ରୁକଲିନ୍ ଷ୍ଟେସନରେ ଗୁଳିକାଣ୍ଡ: ଅଭିଯୁକ୍ତ ଗିରଫ

ୱାଂଶିଟନ୍: ନ୍ୟୁୟର୍କ ବ୍ରୁକଲିନ୍ ଷ୍ଟେସନ ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଗୁଳିମାଡ଼ ଘଟଣାରେ ୬୨ ବର୍ଷୀୟ ଫ୍ରାଙ୍କ ଆର.ଜେମ୍ସ ଗିରଫ ହୋଇଥିବା ଜଣାପଡିଛି । ଜେମ୍ସଙ୍କ ନାଁରେ ସଂଘୀୟ ଆତଙ୍କବାଦ ଅପରାଧ…

ଛାତ୍ରଙ୍କୁ ମିଳିଲା ୩୦ କୋଟିର ସ୍କଲାରସିପ୍, ଆଡମିଶନ ପାଇଁ କଲେଜ ଲଗାଇଲେ ଧାଡ଼ି

ଜଣେ ୧୮ ବର୍ଷର ଛାତ୍ରଙ୍କୁ ମିଳିଛି ୩୦ କୋଟିର ସ୍କଲାରସିପ । ଛାତ୍ର ଜଣକ ୨୭ ଟି କଲେଜରେ ଆଡମିଶନ ପାଇଁ ଆବେଦନ କରିଥିଲେ ଏବଂ ସୌଭାଗ୍ୟ ବଶତଃ ସବୁଠି ମନୋନୀତ ହୋଇଥିଲେ । ସେ ଛାତ୍ରବୃତ୍ତି ଆକାରରେ ବିଭିନ୍ନ କଲେଜରୁ ମୋଟ…

କୁଲଗାମରେ ଟାର୍ଗେଟରେ ହତ୍ୟା; ଛାଡ଼ି ଯିବାକୁ ପୋଷ୍ଟର ମାରିଥିଲେ, ଗୁଳି ମାରିଦେଲେ

କାଶ୍ମୀରରେ ଆତଙ୍କବାଦୀମାନେ ସେମାନଙ୍କର ଭୟକୁ ପୁନଃଜୀବିତ କରିବାକୁ ସ୍ଥାନୀୟ ଲୋକମାନଙ୍କୁ ପୁଣି ଡରାଇବାକୁ ଚେଷ୍ଟା କଲେଣି । ବୁଧବାର କୁଲଗାମ ଜିଲ୍ଲାରେ ଆତଙ୍କାବଦୀ ଜଣେ ଯୁବକଙ୍କ ଉପରକୁ ଗୁଳି ଚଳାଇ ହତ୍ୟା କରିଛନ୍ତି…

ଗୋଧିକୁ ଗଣବଳାତ୍କାର କରି ୪ ଗିରଫ: ଯୁବକଙ୍କ ଫୋନରୁ ଜବତ ହେଲା ଘଟଣାର ଫୁଲ ଭିଡିଓ

ମୁମ୍ବାଇ: ମହାରାଷ୍ଟ୍ରର ସହ୍ୟଦାରୀ ବ୍ୟାଘ୍ର ପ୍ରକଳ୍ପରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏକ ଅଦ୍ଭୁତ କାଣ୍ଡ କରି ଗିରଫ ହୋଇଛନ୍ତି ୪ ଜଣ ଯୁବକ । ଏକ ଗୋଧିକୁ ଗଣବଳାତ୍କାର କରିଥିବା ନେଇ ଏହି ଯୁବକମାନଙ୍କ ବିରୋଧରେ…

କମୁଛି କରୋନାରେ ମୃତ୍ୟୁ ସଂଖ୍ୟା: ତଥାପି ସତର୍କ ରହବା ପାଇଁ ଆଲର୍ଟ ଜାରି କଲା WHO

ନୂଆଦିଲ୍ଳୀ: ଲଗାତାର ତୃତୀୟ ସପ୍ତାହରେ କରୋନା ଜନିତ ମାମଲା ଏବଂ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ନୂଆ ସାପ୍ତାହିକ ରିପୋର୍ଟରେ ମଙ୍ଗଳବାର ଏ ନେଇ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ୭୦ ଲକ୍ଷ ନୂଆ ମାମଲା…

ଆର୍ୟ୍ୟନ୍ ଖାନଙ୍କ ସହ ଡ୍ରଗ୍ସ ମାମଲାର ଯାଞ୍ଚ ଯାଞ୍ଚ କରୁଥିଲେ ଏହି ଅଧିକାରୀ

ଆର୍ଯ୍ୟାନ ଖାନ ଡ୍ରଗ୍ସ ମାମଲାରେ କେନ୍ଦ୍ରିୟ ନିଶାନିବାରଣ ସଂସ୍ଥା ନାର୍କୋଟିକ୍ସ ବ୍ୟୁରୋ(ଏନସିବି) ଏହାର ଦୁଇ ଅଧିକାରୀଙ୍କୁ ନିଲମ୍ବିତ କରିଛି । ସନ୍ଦେହଜନ କାର୍ଯ୍ୟରେ ଲିପ୍ତ ଥିବା ବିଶ୍ୱ ବିଜୟ ସିଂ ଏବଂ ଆସିଶ…

ସ୍କୁଲରେ ଧର୍ମକୁ ନେଇ ଲାଗିିଲା ଲଢେଇ: ହିନ୍ଦୁ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଶିକ୍ଷକ ଗିରଫ

ତାମିଲନାଡୁ: ହିନ୍ଦୁ ଧର୍ମର ଦେବାଦେବୀଙ୍କ ଉପରେ ବିବାଦୀୟ ବନ୍ତବ୍ୟ ଦେବା ସହ ଧାର୍ମିକ ଚିନ୍ତାଧାରାକୁ କଟାକ୍ଷ କରୁଥିବା ନେଇ ଜଣେ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଆସିଛି । ତାମିଲନାଡୁ କନ୍ନାଟ୍ଟୁଭିଲାଇ ସରକାରୀ ଉଚ୍ଚ…