Browsing Category
ଦେଶ ବିଦେଶ
ମୁମ୍ବାଇରେ କୋଠା ଭୁଶୁଡିବା ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
ମୁମ୍ବାଇ: ଗତ ରାତିରେ ମୁମ୍ବାଇର ପଶ୍ଚିମ ମଲାଡ଼ ନ୍ୟୁ କଲେକ୍ଟର କମ୍ପାଉଣ୍ଡରେ ବର୍ଷା ଯୋଗୁଁ କୋଠା ଭୁଶୁଡି ପଡିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ…
ଦାରିଦ୍ର୍ୟ ହ୍ରାସ ପାଇଁ କମ କରନ୍ତୁ ଜନସଂଖ୍ୟା, ଜାଣନ୍ତୁ କଣ ନିବେଦନ କଲେ ମୁଖ୍ୟମନ୍ତ୍ରୀ…
ନୂଆଦିଲ୍ଲୀ: ଦାରିଦ୍ର୍ୟ ହ୍ରାସ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ କରନ୍ତୁ ଏବଂ ‘ସଭ୍ୟ ପରିବାର ଯୋଜନା ନୀତି’ ଗ୍ରହଣ କରନ୍ତୁ । ଏଭଳି ଭାବେ ନିବେଦନ କରିଛନ୍ତି ଦେଶର ଜଣେ ମୁଖ୍ୟମନ୍ତ୍ରୀ । ବିଶେଷକରି ସଂଖ୍ୟାଲଘୁଙ୍କ…
କଂଗ୍ରେସକୁ ପଛରେ ପକାଇ ବିଜେପି ହାତେଇଛି ୭୫୦ କୋଟିର ଚାନ୍ଦା, ଜାଣନ୍ତୁ କିଏ ଦେଇଛି କେତେ
ନୂଆଦିଲ୍ଳୀ: ୨୦୧୪ ମସିହାରୁ ଭାରତୀୟ ଜନତା ପାର୍ଟି ସତ୍ତାରେ ରହିଛି । ଏହା ଭିତରେ କର୍ପୋରେଟ୍ ଏବଂ ବ୍ୟକ୍ତିଗତ ଚାନ୍ଦା ପାଇବାରେ ବି ସବୁଠାରୁ ଆଗରେ ରହିଛି ଭାରତୀୟ ଜନତା ପାର୍ଟି ବା ବିଜେପି । ସର୍ବାଧିକ ଚନ୍ଦା…
ଦିଲ୍ଲୀ ଗସ୍ତରେ ଯୋଗୀ: ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଭେଟି କରିପାରନ୍ତି ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି । ଆଜି ଯୋଗୀ ଲକ୍ଷ୍ନୌରୁ ଗାଜିଆବାଦ ଯାଇ ପହଂଚିଛନ୍ତି । ସେଠାରୁ ସେ ଦିଲ୍ଲୀ ଅଭିମୁଖେ ସଡକପଥରେ ଯିବେ । ମୁଖ୍ୟମନ୍ତ୍ରୀ ଯୋଗୀ…
ହାତୀ ଖାଇଦେଲା ହେଲମେଟ୍! ଭିଡିଓ ଭାଇରାଲ୍…
ଗୌହ୍ୱାଟି(ଓଡ଼ିଶା ଭାସ୍କର): ସତରେ ଏହି ଦୁନିଆ ବଡ଼ ବିଚିତ୍ର । କାରଣ ଆମ ଚତୁଃପାଶ୍ୱର୍ରେ ଘଟୁଥିବା ପ୍ରତ୍ୟେକ ଦିନ କିଛି ନା କିଛି ଆଶ୍ଚର୍ଯ୍ୟ ଚକିତ କଲା ଭଳି ଖବର ସାମ୍ନାକୁ ଆସିଥାଏ । ଏଭଳି ଏକ ଖବର ଆପଣଙ୍କୁ ନିଶ୍ଚିତ…
ଯେଉଁମାନଙ୍କ ପାଖରେ ଇଣ୍ଟରନେଟ୍ ନାହିଁ ସେମାନଙ୍କର ବି ଟିକାକରଣ କରାଯାଉ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଟିକାକରଣ ପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଯେଉଁ ଗରିବ ଲୋକଙ୍କ ପାଖରେ…
ଜିତିନଙ୍କ ପରେ ଏବେ କଂଗ୍ରେସରେ ବିଦ୍ରୋହ କରିବେ ପାଇଲଟ୍ ! ଅସନ୍ତୁଷ୍ଟ ବିଧାୟକଙ୍କୁ ନେଇ ଘରେ ଚାଲିଛି ବୈଠକ
ଜୟପୁର : କଂଗ୍ରେସର ଯୁବ ବ୍ରିଗେଡ ଧିରେ ଧିରେ ଅଲଗା ହେବାରେ ଲାଗିଛନ୍ତି । ପ୍ରଥମେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ପୁଣି ଜିତିନ ପ୍ରସାଦଙ୍କ ପରେ ଏବେ ସଚିନ ପାଇଲଟ କଂଗ୍ରେସ ଛାଡିବା ନେଇ ଖୁବ୍ ଚର୍ଚ୍ଚା । ଏହା ମଧ୍ୟରେ…
ଜମ୍ମୁ-କଶ୍ମୀରରେ ତେଜୁଛି ରାଜନୀତିକ ତାତି, ୬ ମାସ ପରେ ସରଗରମ ସ୍ଥିତି
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ପୁଣିଥରେ ରାଜନୀତିକ ତାତି ବଢ଼ିବାରେ ଲାଗିଛି । ପିପୁଲ୍ସ ଆଲାୟନ୍ସ ଅଫ୍ ଗୁପକାର ଡିକ୍ଲେରସନ୍ (ପିଏଜିଡି)ର ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା ଗତ ବୁଧବାର ମେଣ୍ଟର ନେତାଙ୍କୁ ନେଇ ଏକ ବୈଠକ…
ପଶ୍ଚିମବଙ୍ଗରେ ନିର୍ବାଚନ ଶେଷ ତଥାପି ଜାରି ରହିବ ଖେଲା, ମମତା ବାନାର୍ଜୀ ଆରମ୍ଭ କଲେ ‘ଖେଲା ହୋବେ’ ଯୋଜନା
କୋଲକାତା : ପଶ୍ଚିମବଙ୍ଗରେ ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ‘ଖେଲା ହୋବେ’ ଏବେ ବି ଜାରି ରହିଛି । ପଶ୍ଚିମବଙ୍ଗରେ ଯେଉଁ ‘ଖେଲା ହୋବେ’ ନାରା ଦମରେ ଟିଏମସି ମାହୋଲ ସୃଷ୍ଟି କରିବାରେ ସଫଳ ହୋଇଥିଲା, ବର୍ତମାନ ମମତା…
ଦୁନିଆରେ ପ୍ରଥମ, କାନପୁରରେ ୨ ବର୍ଷର ଶିଶୁଙ୍କ ଉପରେ ହେବ ଭ୍ୟାକ୍ସିନ ଟ୍ରାଏଲ
କାନପୁର : ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଉପରେ କିଛିଟା ବ୍ରେକ୍ ଲାଗିଛି । ହେଲେ ତୃତୀୟ ଲହରକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ଯଦି ତୃତୀୟ ଲହର ଆସେ ତେବେ ଏହା ଶିଶୁଙ୍କ ପାଇଁ ଘାତକ ହୋଇପାରେ ବୋଲି ବିଶେଷଜ୍ଞ…