Browsing Category
ଦେଶ ବିଦେଶ
Ukraine-Russia war: ବାଇଡେନ କହିଲେ- ‘ଏକାଠି ରୁଷିଆକୁ ଜବାବ ଦେବୁ’
ନୂଆଦିଲ୍ଲୀ: ୟୁକ୍ରେନ୍ ବିରୋଧ ଯୁଦ୍ଧ ଆରମ୍ଭ କରିଛି ରୁଷ । ରୁଷ ରାଷ୍ଟ୍ରପତି ପୁଟିନଙ୍କ ଯୁଦ୍ଧ ଘୋଷଣାକୁ ନେଇ ନିନ୍ଦା କରିଛି ଆମେରିକା । ହ୍ୱାଇଟ ହାଉସ ପକ୍ଷରୁ ରାଷ୍ଟ୍ରପତି ବାଇଡେନ୍ ପ୍ରେସ୍ ରିଲିଜ କରିଛନ୍ତି ।…
ୟୁକ୍ରେନ ସଙ୍କଟ: ବଢ଼ିଲା ଅଶୋଧିତ ତୈଳ ଦର
ନୂଆଦିଲ୍ଲୀ: କରୋନା କଟକଣା ଓ ଅନ୍ୟାନ୍ୟ ସମସ୍ୟା କାରଣରୁ ଅଶୋଧିତ ତୈଳ ଦର ପୂର୍ବରୁ ଆକାଶ ଛୁଆଁ ହୋଇଥିଲା । ଆଉ ଏବେ ପୁଣି ୟୁକ୍ରେନ୍ ସଙ୍କଟ ଦେଖାଦେବା ପରେ ଭାରତରେ ଉପରେ ଏହାର ପ୍ରଭାବ ପଡ଼ିଛି । ଆନ୍ତର୍ଜାତୀୟ ବଜାରରେ…
ୟୁକ୍ରେନ-ରୁଷ ଯୁଦ୍ଧ: ୟୁକ୍ରେନର ରାଜଧାନୀ କିଭରେ ପ୍ରଚଣ୍ଡ ବିସ୍ଫୋରଣ
କିଭ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ୟୁକ୍ରେନର ରାଜଧାନୀ କିଭ ସହିତ ଅଲଗା ଅଲଗା ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣିାକୁ ମିଳିଛି । କିଭ ବ୍ୟତୀତ ଖାରକିଭ ସହରରେ ବି ବ୍ଲାଷ୍ଟ ହୋଇଛି । ଏହା…
Ukraine-Russia War: ପୁଟିନଙ୍କ ଧମକ, ବାତିଲ ହେଲା ଉଡ଼ାଣ
ନୂଆଦିଲ୍ଲୀ: ୟୁକ୍ରେନ-ଋଷିଆ ଯୁଦ୍ଧ ଆରମ୍ଭ ହୋଇଯାଇଛି । ସ୍ଥିତି ବର୍ତ୍ତମାନ ବିଗିଡ଼ିବାରେ ଲାଗିଛି । ଏହା ଭିତରେ ମିଲିଟାରୀ ଅପରେସନ୍ ଘୋଷଣା ପରେ ରାଷ୍ଟ୍ରପତି ପୁଟିନ ୟୁକ୍ରେନକୁ ଧମକ ଦେଇଛନ୍ତି । ବିଶ୍ୱ…
ପରିସ୍ଥିତି ସଙ୍କଟଜନକ: ୟୁକ୍ରେନରୁ ଫେରିଲେ ଆଉ ୧୮୨ ଭାରତୀୟ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଛି ରୁଷିଆ । ୟୁକ୍ରେନ ବିରୋଧରେ ସେନା ଅପରେସନ ପାଇଁ ପୁଟିନ ନିର୍ଦ୍ଦେଶ ଦେଇଛନ୍ତି । ୟୁକ୍ରେନ ସେନାକୁ ଆତ୍ମସମର୍ପଣ ପାଇଁ କହିଛନ୍ତି ରୁଷିଆ ରାଷ୍ଟ୍ରପତି । ଆକ୍ରମଣ…
ଭାରତକୁ ଫେରୁଥିବା ୟୁକ୍ରେନ୍ ବିମାନ ଭଡ଼ା ହେଲା ମହଙ୍ଗା, ସମସ୍ୟାରେ ଡାକ୍ତରୀ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: ୟୁକ୍ରେନ ଓ ଋଷିଆ ମଧ୍ୟରେ ଜାରି ରହିଥିବା ବିବାଦରେ ଫସିଯାଇଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ । ଅନେକ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନରୁ ଭାରତକୁ ଫେରାଇ ଅଣାଯାଇଥିବା ବେଳେ ଆହୁରି ଅନେକ ରହିଯାଇଛନ୍ତି । ସେମାନେ…
ୟୁକ୍ରେନ ପରିସ୍ଥିତି ଜଟିଳ: ଡୋନେସ୍କରେ ୫ ବିସ୍ଫୋରଣ, ପୁଟିନଙ୍କ ମିଲିଟାରୀ ଅପରେସନ୍ ନିର୍ଦ୍ଦେଶ
ନୂଆଦିଲ୍ଲୀ: ୟୁକ୍ରେନ ଓ ଋଷିଆ ମଧ୍ୟରେ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ଯୁଦ୍ଧ ସ୍ଥିତି ଆରମ୍ଭ ହୋଇଯାଇଛି କହିଲେ ଚଳେ । ଗୁରୁବାର ସକାଳେ ଡୋନେସ୍କରେ ୫ଟି ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି । ଯାହାପରେ ଯୁଦ୍ଧ…
ଓମିକ୍ରନ ସାଇଲେଣ୍ଟ କିଲର୍: ପ୍ରଧାନ ବିଚାରପତି
ନୂଆଦିଲ୍ଲୀ: ମହାମାରୀ କରୋନାର ଭାରିଏଣ୍ଟ ଓମିକ୍ରନକୁ ସାଇଲେଣ୍ଟ କିଲର କହିଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା । ଏଥିରେ ଆକ୍ରାନ୍ତ ହୋଇଥିଲେ ହେଁ ଏଯାଏ ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିବା କଥା ସେ…
ୟୁକ୍ରେନ ଘୋଷଣା କଲା ଜରୁରୀକାଳୀନ ପରିସ୍ଥିତି, ରୁଷିଆର ପଦକ୍ଷେପକୁ ରୋକିପାରିବ କି କଟକଣା ?
ମସ୍କୋ: ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ବିବାଦ ବଢ଼ି ଯୁଦ୍ଧ ଆଡ଼କୁ ଗତି କରିବାରେ ଲାଗିଛି । ଯୁଦ୍ଧର ଆଶଙ୍କା ବଢ଼ୁଥିବା ଭିତରେ ୩୦ ଦିନ ପାଇଁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି ୟୁକ୍ରେନ ଓ ନିଜ…
ପାକିସ୍ତାନ ଆକାଶରେ ଦେଖାଗଲା Alien ଯାନ, ଦେଖନ୍ତୁ ୧୨ ମିନିଟର ଭାଇରାଲ୍ ଭିଡିଓ
ନୂଆଦିଲ୍ଲୀ: ପାକିସ୍ତାନର ରାଜଧାନୀ ଇସଲାମାବାଦ୍ ର ପାଶ୍ ସହରାଞ୍ଚଳ ଡିଏଚୱାନ୍ ରେ ଏକ ରହସ୍ୟମୟୀ ବିମାନ ଉଡୁଥିବା ଦେଖିବାକୁ ମିଳିଥିଲା । ଉଡ଼ୁଥିବା ଯାନଟି ଏକ ତ୍ରିକୋଣୀୟ ବସ୍ତୁ ପରି ଦୃଶ୍ୟମାନ ହୋଇଥିଲା । ଯାନର…