Browsing Category

ଦେଶ ବିଦେଶ

ଯୋଗଗୁରୁ ବାବା ରାମଦେବଙ୍କ ବିରୋଧରେ ଏତଲା ଦାୟର, ମିଥ୍ୟା ତଥ୍ୟ ପ୍ରଚାର କରି ଅଡୁଆରେ ବାବା

ରାୟପୁର (ଓଡ଼ିଶା ଭାସ୍କର): ଯୋଗ ଗୁରୁ ରାମଦେବଙ୍କ ବିରୋଧରେ ଦାୟର ହେଲା ଏତଲା । କରୋନା ଚିକିତ୍ସା ପାଇଁ ଡାକ୍ତରମାନେ ବ୍ୟବହାର କରୁଥିବା ଔଷଧକୁ ନେଇ ମିଥ୍ୟା ତଥ୍ୟ ପ୍ରଚାର କରି ଅଡୁଆରେ ବାବା ରାମଦେବ । ତାଙ୍କର ଏହି…

ବଦଳିଲା କେବୁଲ ଟିଭି ନେଟୱର୍କ ଆଇନ, ଏଣିକି ନାଗରିକ ମାନଙ୍କର ଆପତ୍ତି ଓ ଅଭିଯୋଗର ସମାଧାନ ଲାଗି ଏକ ବୈଧାନିକ ବ୍ୟବସ୍ଥା ରହିବ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କେବୁଲ ଟେଲିଭିଜନ ନେଟୱର୍କ ନିୟମାବଳୀ, ୧୯୯୪ରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର । ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । କେବୁଲ ଟେଲିଭିଜନ ନେଟୱର୍କ ଆଇନ, ୧୯୯୫…

ଦିଦି ପୁଣିଗଲେ କୋର୍ଟକୁ; ନନ୍ଦିଗ୍ରାମ ହାରିବା ଦୁଃଖ ନେଇ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପୂର୍ବତନ ସହକର୍ମୀ ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା ହୋଇଥିବା ପରାଜୟକୁ ଗ୍ରହଣ କରିପାରୁନାହାନ୍ତି । ଆଉ ଏହାକୁ ନେଇ ଏବେ ସେ ପହଞ୍ଚିଛନ୍ତି…

ବିବାହରେ ବରଣମାଳା ବଦଳରେ ପିନ୍ଧାଇଲେ ମାସ୍କ, ମଜାଦାର ଭିଡିଓ ଭାଇରାଲ

ମୁମ୍ବାଇ (ଓଡ଼ିଶା ଭାସ୍କର) ପ୍ରାୟ ସମୟରେ ସୋସିଆଲ ମିଡିଆରେ ବିବାହକୁ ନେଇ କେତେକ ମଜାଳିଆ ଭିଡିଓ ମାନ ଭାଇରାଲ୍‌ ହୋଇଥାଏ । ଆଉ ଏସବୁ ଭିଡିଓକୁ ଲୋକମାନେ ମଧ୍ୟ ବେଶ୍‌ ପସନ୍ଦ କରିଥାନ୍ତି । ବର୍ତ୍ତମାନ ଦେଶରେ କରୋନା…

ଅଜବ ପୋଲିସର ଗଜବ ତାମସା ! ପଥରମାଡରୁ ବଞ୍ଚିବା ପାଇଁ ଧରିଲେ ବାଉଁଶ ଝୁଡି ଓ ମୁଣ୍ଡରେ ପିନ୍ଧିଲେ ଷ୍ଟୁଲ୍

ଲକ୍ଷ୍ନୌ : ପଥର ମାଡରୁ ବଞ୍ଚିବା ପାଇଁ ପୋଲିସ ଅତ୍ୟାଧୁନିକ ଉପକରଣ ବ୍ୟବହାର କରୁଥିବା ଆପଣ ଦେଖିଥିବେ। କିନ୍ତୁ ଉତ୍ତର ପ୍ରଦେଶର ଉନ୍ନାଓରୁ ପୋଲିସ କର୍ମଚାରୀଙ୍କ ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖି ଲୋକେ…

ଭ୍ୟାକ୍ସିନ ଲଗାନ୍ତୁ, ମାଗଣାରେ ମୋବାଇଲ ରିଚାର୍ଜ ପାଆନ୍ତୁ, ୨୦ ଲକ୍ଷ ଟଙ୍କାର ପୁରସ୍କାର ବି ନିଅନ୍ତୁ : ବିଧାୟକଙ୍କ ଘୋଷଣା

ଭୋପାଳ :  କରୋନା ବିପକ୍ଷ ମୁକାବିଲା ପାଇଁ ଦେଶରେ ଯୁଦ୍ଧକାଳୀନସ୍ତରରେ ଟିକାକରଣ ଜାରି ରହିଛି। ସରକାର ଲୋକଙ୍କୁ ଟିକା ନେଇ ଏହି ଲଢେଇକୁ ଆହୁରି ମଜବୁତ କରିବାକୁ ଅପିଲ୍ କରୁଛନ୍ତି। ଡିସେମ୍ବର ସୁଦ୍ଧା ଦେଶର ସମସ୍ତ…

WTC ଫାଇନାଲ୍: ଚୂଡ଼ାନ୍ତ ଏକାଦଶ ଘୋଷଣା କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଅନ୍ତିମ ମ୍ୟାଚ୍ ପାଇଁ ଚୂଡାନ୍ତ ଏକାଦଶ ଘୋଷଣା କରିଛି ଭାରତୀୟ ଦଳ । କ୍ୟାପଟେନ କୋହଲି ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଫାଇନାଲ ମ୍ୟାଚରେ…

‘ରକ୍ତ ଦିଅ, ଟିକା ନିଅ’ ଅଭିଯାନ ଆରମ୍ଭ

କୋଲକାତା: କରୋନା ମହାମାରୀର ପ୍ରକୋପ ଆରମ୍ଭ ହେବା ଦିନଠୁ ସ୍ୱାସ୍ଥ୍ୟ କ୍ଷେତ୍ର ଦୁର୍ବଳ ହୋଇଯାଇଛି । ଟିକା, ଅକ୍ସିଜେନ୍ ଓ ମେଡିସିନ୍ ର ଅଭାବ ପୂର୍ବରୁ ଦେଖାଦେଇଥିବା ବେଳେ ଏବେ ବ୍ଲଡ୍ ର ଘୋର ଅଭାବ କାରଣରୁ ରକ୍ତ ନପାଇ…

ଜୁଲାଇରୁ ନୋଭାଭାକ୍ସର ଟ୍ରାଏଲ; ଶିଶୁଙ୍କ ଉପରେ ହେବ ପରୀକ୍ଷଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁଲାଇରୁ ଆରମ୍ଭ ହେବ ଶିଶୁଙ୍କ ଠାରେ ନୋଭାଭାକ୍ସର କ୍ଲିନିକାଲ ଟ୍ରାଏଲ । ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏହି କ୍ଲିନିକାଲ ଟ୍ରାଏଲ କରାଯିବ । ପୂର୍ବରୁ ଶିଶୁମାନଙ୍କ ଉପରେ କୋଭାକ୍ସିନ୍…

୨ରୁ ୪ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ କୋଭିଡର ତୃତୀୟ ଲହର!

ମୁମ୍ବାଇ: କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଦେଶରେ ତାଣ୍ଡବ ରଚିବା ପରେ ବିପଦ ହୋଇ ଆସୁଛି ତୃତୀୟ ଲହର । ତେବେ ମହାରାଷ୍ଟ୍ରରେ କୋଭିଡ୍ ର ତୃତୀୟ ଲହର ଆଉ ମାତ୍ର ୨ରୁ ୪ ସପ୍ତାହ ମଧ୍ୟରେ ଆରମ୍ଭ ହୋଇଯିବ । ଏନେଇ ରାଜ୍ୟ…