
Browsing Category
ଦେଶ ବିଦେଶ
କୋଭିଡ୍ ଭ୍ୟାକ୍ସିନ ନେବା ପାଇଁ କାହାକୁ ବାଧ୍ୟ କରାଯାଇ ପାରିବନି: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କୋଭିଡ୍ ସଂକ୍ରମଣ ବଢ଼ୁଥିବା ବେଳେ ଏ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । କରୋନା ଟିକା ଲଗାଇବା ପାଇଁ କୌଣସି ଲୋକଙ୍କୁ ବାଧ୍ୟ କରାଯାଇ ପାରିବ…
୧୫ ବର୍ଷ ଲିଭ୍-ଇନରେ ରହିଲା: ଏକ ସଙ୍ଗେ ୩ ପ୍ରେମିକାଙ୍କୁ ବିବାହ କଲା ୬ଟି ସନ୍ତାନର ରସିକିଆ ପିତା
ନୂଆଦିଲ୍ଲୀ: ପ୍ରଥମେ ପ୍ରେମ, ତା’ପରେ ଲିଭ-ଇନ୍, ଶେଷରେ ଧୋକ୍କା । ଆଜିକାଲି ପ୍ରେମ ବ୍ୟାପାରକୁ ନେଇ ଏପରି ଅନେକ କଳାକାରନାମା ଦେଖିବାକୁ ମିଳୁଛି । କିଛିଦିନ ଲିଭ୍-ଇନରେ ରହିବା ପରେ କିଛି ଯୁବକ ଓ ଯୁବତୀ ଅନ୍ୟତ୍ର…
୧୧୯ ଟ୍ରେନକୁ ଆଜି ବାତିଲ କଲା ରେଲୱେ, ଘରୁ ବାହାରିବା ପୂର୍ବରୁ ଦେଖିନିଅନ୍ତୁ ଲିଷ୍ଟ୍
ନୂଆଦିଲ୍ଲୀ: ଭାରତୀୟ ରେଲୱେ ପକ୍ଷରୁ ୨ ମେ’ ଅର୍ଥାତ୍ ଆଜି ଚାଲିବାକୁ ଥିବା ୧୧୯ ଟ୍ରେନକୁ ବାତିଲ୍ କରାଯାଇଛି । ସେଥିମଧ୍ୟରୁ ୧୨ ଟିକୁ ସୋର୍ସ ଷ୍ଟେସନରୁ ପରିବର୍ତ୍ତନ କରାଯାଇଥିବା ବେଳେ ୧୧ଟିକୁ ସର୍ଟ ଟର୍ମିନେଟ…
ଡରାଉଛି କୋଭିଡ୍: ସପ୍ତାହରେ ୪୧% ବଢ଼ିଲାଣି ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଭାରତରେ କରୋନାର ଚତୁର୍ଥ ଲହର ଧୀରେ ଧୀରେ ଏହାର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜାତୀୟ ରାଜଧାନୀ ନୂଆଦିଲ୍ଲୀ କରୋନାର…
ଶଶୂର କଲା ଦୁଷ୍କର୍ମ: ସ୍ୱାମୀ କହିଲା-‘ଯେମିତି ଚାଲିଛି ଚାଲିବାକୁ ଦିଅ’, ଆଉ ତା’ପରେ…
ବିଳାସପୁର: ବୋହୂ ସହ ଦୁଷ୍କର୍ମ କଲା ଶଶୂର । ଏଭଳି ଏକ ଲଜ୍ଜାଜନକ ଘଟଣା ଛତିଶଗଡ଼ ବିଳାସପୁର ସିପତ ଅଞ୍ଚଳରୁ ସାମ୍ନାକୁ ଆସିଛି, ଯେଉଁଠାରେ ୨୭ ବର୍ଷୀୟ ଜଣେ ମହିଳା ନିଜ ସହ ହୋଇଥିବା ଦୁଷ୍କର୍ମର ଅଭିଯୋଗ କରିଛନ୍ତି ।…
ଲଗାତାର ବଢ଼ୁଛି ସଂକ୍ରମଣ: ୨୪ ଘଣ୍ଟାରେ ୩୧୫୭ ମାମଲା ଚିହ୍ନଟ
ନୂଆଦିଲ୍ଲୀ: ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୧୫୭ ନୂଆ ମାମଲା ଚିହ୍ନଟ ହୋଇଛି । ଅବଶ୍ୟ ରବିବାର ତୁଳନାରେ ଏହା ୫.୦% କମ୍ । ରବିବାର ଦିନ ୩୩୨୪ ମାମଲା ସାମ୍ନାକୁ…
ମହଙ୍ଗା ମାଡ଼ରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ଖାଇବା ତେଲକୁ ନେଇ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ, ଏଲପିଜି ଗ୍ୟାସ ପରି ଖାଇବା ତେଲର ମହଙ୍ଗାମାଡ଼ରେ ସାଧାରଣ ଜନତା କଲବଲ ହେଉଛନ୍ତି । ତେଣୁ ଏହି ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ୱସ୍ତି ମିଳିବାକୁ ଯାଉଛି । କେନ୍ଦ୍ର ସରକାର ଜନସାଧାରଣଙ୍କର…
ସୋସିଆଲ ମିଡିଆ ଷ୍ଟାର Killi Paulଙ୍କୁ ଛୁରୀରେ ଆକ୍ରମଣ, ତାଙ୍କ ଡ୍ୟାନ୍ସକୁ ମୋଦୀ କରିଥିଲେ ପ୍ରଶଂସା
ନୂଆଦିଲ୍ଲୀ: ସୋସିଆଲ ମିଡିଆ ଷ୍ଟାର କିଲି ପଲଙ୍କୁ ନେଇ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ତାଞ୍ଜାନିଆରେ ରହୁଥିବା କିଲି ପଲଙ୍କ ଉପରେ କିଛି ଅଜଣା ଲୋକ ଛୁରିରେ ଆକ୍ରମଣ କରି ତାଙ୍କୁ ଗୁରୁତର…
ବିଭିନ୍ନ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ଟପିଲାଣି, ଆଗକୁ ୫୦ ଡିଗ୍ରୀ ଟପିବ: IMDର ଭବିଷ୍ୟବାଣୀ
ନୂଆଦିଲ୍ଲୀ: ବର୍ତ୍ତମାନ ଗ୍ରୀଷ୍ମର ପ୍ରଚଣ୍ଡ ତାପ ଜନସାଧାରଣଙ୍କୁ ଅସହ୍ୟ କରିପକାଉଛି । କିଛି ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଡିଗ୍ରୀ ଉପରେ ରହିବା ସହ ଅନ୍ୟ କିଛି ରାଜ୍ୟରେ ୪୫ ଟିପିଲାଣି । ତେବେ ବର୍ତ୍ତମାନ…
ଆମେରିକାର ଚିକାଗୋରେ ଗୁଳିକାଣ୍ଡ: ୮ ମୃତ
ଚିକାଗୋ: ଆମେରିକାରେ ଗୁଳିକାଣ୍ଡ ଘଟଣା ଥମିବାର ନାଁ ନେଉନାହିଁ । ଏବେ ଚିକାଗୋରେ ବଡ଼ ଧରଣର ଗୁଳିକାଣ୍ଡର ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଶିଶୁ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକାର ମିଡିଆ ଅନୁସାରେ,…