CHARIDHAM
Browsing Category

ଦେଶ ବିଦେଶ

କୋଇଲା ସଙ୍କଟ ଭୟଙ୍କର: ତାତିରେ ହ୍ରାସ ପାଉଛି ବିଦ୍ୟୁତ ଉତ୍ପାଦନ, ୧୨ ରାଜ୍ୟରେ ବ୍ଲାକ୍‌ଆଉଟ୍‌ ସମ୍ଭାବନା

ନୂଆଦିଲ୍ଲୀ : ସାରା ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବିଜୁଳି ଚାହିଦା ବଢ଼ିବାରେ ଲାଗିଛି । ବିଜୁଳି ଚାହିଦା ବଢୁଥିବାବେଳେ ଶକ୍ତି ଉତ୍ପାଦନ ପାଇଁ କୋଇଲାର ଘୋର ସଙ୍କଟ ଦେଖିବାକୁ ମିଳିଛି । ଗତ କିଛିଦିନ ହେବ…

ବିକ୍ଷୋଭକାରୀଙ୍କ ସାମ୍ନାରେ ନଇଁଲେ ଶ୍ରୀଲଙ୍କା ରାଷ୍ଟ୍ରପତି, ପିଏମ ମହିନ୍ଦ୍ରା ରାଜପକ୍ଷେଙ୍କୁ ହଟାଇବା ଉପରେ ହେଲେ ସହମତ

ଘୋର ଆର୍ଥିକ ସଙ୍କଟର ସାମ୍ନା କରୁଥିବା ଶ୍ରୀଲଙ୍କାରେ ପ୍ରାୟ ୧ ମାସରୁ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଏହାରି ମଧ୍ୟରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଏବଂ ଭାଇ ମହିନ୍ଦ୍ରା ରାଜପକ୍ଷେଙ୍କୁ…

ଗଭୀର ବିଦ୍ୟୁତ୍ ସଙ୍କଟ! ବନ୍ଦ ହୋଇଗଲା ରେଳର ଗତି

ନୂଆଦିଲ୍ଲୀ: ସମ୍ପୁର୍ଣ୍ଣ ଭାରତରେ ଏବେ ପ୍ରବଳ ଗରମ ଲାଗି ରହିଥିବା ବେଳେ ପ୍ରବଳ ବିଦ୍ୟୁତ୍ ସମସ୍ୟା ଦେଖା ଦେଇଛି । କୋଇଲା ସଙ୍କଟକୁ ନେଇ ଆରମ୍ଭ ହୋଇଥିବା ଏହି ସମସ୍ୟାର ସମାଧାନ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ…

ଆମେ ତୁମର ଅତ୍ୟାଚାରକୁ ଭୟ କରୁନାହୁଁ …, ମୁସଲମାନମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ କହି କାନ୍ଦିଲେ ଓୱେସି

ହାଇଦ୍ରାବାଦରେ ମକ୍କା ମସଜିଦରେ ଶୁକ୍ରବାର କିଛି ଲୋକଙ୍କୁ ସମ୍ବୋଧନ କରୁଥିବା ସମୟରେ ଅସଦୁଦ୍ଦିନ ଓୱେସି ଭାବ ବ୍ୱିହଳ ହୋଇଯାଇଥିଲେ । ଏହି ସମୟରେ ମୁସଲମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ କହିବା ବେଳେ ତାଙ୍କ…

୭୨ ବର୍ଷରେ ଦ୍ୱିତୀୟ ଥର ଗରମ ରହିଲା ଦିଲ୍ଲୀ: ଆଗକୁ ଆହୁରି ବଢିବ ତାତି

ନୂଆଦିଲ୍ଲୀ: ଦିଲ୍ଳୀରେ ଜାରି ରହିଛି ଅସହ୍ୟ ତାତିର ପ୍ରକୋପ । ଏପ୍ରିଲ ମାସରେ ଏହି ଗରମ ରାଜଧାନୀରେ ଏକ ବଡ ରେକର୍ଡ ଅତିକ୍ରମ କରିଛି । ୭୨ ବର୍ଷ ମଧ୍ୟରେ କେବଳ ଦ୍ୱିତୀୟ ଥର ଏଭଳି ତାତିର ସାମନା କରିଛି ଦିଲ୍ଲୀ । ଏହା…

ତେଳ ଦର ବୃଦ୍ଧି ନେଇ କେନ୍ଦ୍ର ଏହାର ଦାୟିତ୍ୱ ତୁଲାଇଛି, ରାଜ୍ୟମାନଙ୍କୁ ମଧ୍ୟ ଆଗକୁ ଆସିବାକୁ ପଡିବ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ହରଦୀପ ସିହ ପୁରୀ ପୁଣି ଥରେ ତେଲ ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁୟ ଦୋଷ ଦେଇଛନ୍ତି । ସେ କହିଛନ୍ତି କରୋନା ମହାମାରୀ ସମୟରୁ କେନ୍ଦ୍ର ସରକାର ନିଜ ପକ୍ଷରୁ ପୂରା ପ୍ରୟାସ ଜାରି…

କରୋନାର ଚତୁର୍ଥ ଲହର ଭାରତର ଅଭିବୃଦ୍ଧି ଉପରେ ପ୍ରଭାବ ପକାଇବ ନାହିଁ: ନୋମୁରା

ନୂଆଦିଲ୍ଲୀ: ଭାରତର କେତେକ ରାଜ୍ୟରେ କରୋନା ମାମଲା ସାମାନ୍ୟ ବୃଦ୍ଧି ପାଇଛି । ଏହା ଦେଶରେ ଚତୁର୍ଥ ଲହରର ଆଶଙ୍କାକୁ ବଳ ଦେଇଛି । ଏଭଳି ସମୟରେ ଜାପାନର ବ୍ରୋକରେଜ କମ୍ପାନୀ ନୋମୁରା ଶୁକ୍ରବାର କହିଛି ଯେ ଏହା ଭାରତର…

ପଞ୍ଜାବ ବର୍ଡରରେ ପାକିସ୍ତାନୀ ଡ୍ରୋନକୁ ଖସାଇଲେ ବିଏସଏଫ ଯବାନ, ନିଶା କାରବାରରେ ହେଉଥିଲା ବ୍ୟବହାର

ପୁଣି ଥରେ ପଞ୍ଜାବ ଅମୃତସରରେ ପାକିସ୍ତାନୀ ଡ୍ରୋନ ଅନୁପ୍ରବେଶ କରିଥିବା ନେଇ ସୂଚନା ମିଳିଛି । ଗତ କିଛି ଦିନରୁ ପାକିସ୍ତାନ ତରଫରୁ ଅନେକ ଥର ଡ୍ରୋନ ଭାରତୀୟ ସୀମା ପାର କରିବାକୁ ଚେଷ୍ଟା କରିଛି । ସୂଚନା ଅନୁଯାୟୀ,…

ପଟିଆଲାରେ ଶିବସେନା ଏବଂ ଖାଲିସ୍ତାନ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ, ପୋଲିସକୁ ଉପରକୁ ପଥର ଫିଙ୍ଗିଲେ ଉତ୍ୟକ୍ତ ଲୋକେ

ପଟିଆଲାରେ ଶୁକ୍ରବାର ଶିବସେନା ଏବଂ ଖାଲିସ୍ତାନ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଘଟଣା ସ୍ଥଳରେ ପଥରମାଡ଼ ହୋଇଥିଲା ଏବଂ ଖଣ୍ଡା ମଧ୍ୟ ବୁଲିଥିଲା । ଘଟଣାସ୍ଥଳରେ ପୋଲିସ…

ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ୨୦୨୬ ସୁଦ୍ଧା ୮୦ ବିଲିୟନ ଡଲାର ଅତିକ୍ରମ କରିବ: ପ୍ରଧାନମନ୍ତ୍ରୀ ମୋଦୀ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମିକଣ୍ଡକ୍ଟର କ୍ଷେତ୍ରରେ ନିବେଶ କରିବା ଲାଗୁି କମ୍ପାନୀ ମାନଙ୍କୁ ଆମନ୍ତ୍ରଣ କରିଛନ୍ତି । ଏଥି ପାଇଁ ଭାରତ ସରକାର ମଧ୍ୟ ସମର୍ଥନ ପ୍ରଦାନ କରିବେ ବୋଲି ସେ କହିଛନ୍ତି ।…