fbpx
Browsing Category

ଦେଶ ବିଦେଶ

NCLATର ରାୟ ବିରୋଧରେ ସୁପ୍ରିମକୋଟଙ୍କ ଦ୍ୱାରସ୍ଥ ହେଲା ଟାଟା କମ୍ପାନି

ନୂଆଦିଲ୍ଲୀ, ୨ା୧: ସାଇରସ ମିନ୍ତ୍ରୀ ଟାଟା ଅଧ୍ୟକ୍ଷ ଭାବେ ପୁନଃ ଅବସ୍ଥାପିତ ହେବା ପାଇଁ ଅଭିଯୋଗ ହୋଇଥିଲା । ଏହି ମାମଲାରେ ଏନସିଏଲଏଟି (ଜାତୀୟ କମ୍ପାନି ଆଇନ ସମ୍ପର୍କିତ ସର୍ବୋଚ୍ଚ ଟ୍ରିବ୍ୟୁନାଲ) ର ରାୟ ବିରୋଧରେ…

ଆଧାର କାର୍ଡ ନଥିଲେ ମିଳିବନି ଭତ୍ତା

ଭୁବନେଶ୍ୱର,୨ ।୧(ଓଡିଶା ଭାସ୍କର): ଆଧାର ଲିଙ୍କ  ନହେଲେ ଏପ୍ରିଲରୁ ଭତ୍ତା ବନ୍ଦ । ଏପ୍ରିଲରୁ ଆଧାର କାର୍ଡ ନଥିଲେ ହିତାଧିକାରୀଙ୍କୁ ମିଳିବନି ଭତ୍ତା । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସାମାଜିକ ସୁରଖ୍ୟା…

କାରଖାନାରେ ନିଆଁ ଲାଗିବା ପରେ ବିସ୍ଫୋରଣ

ନୂଆଦିଲ୍ଲୀ,୨ ।୧: ଦିଲ୍ଲୀ ଉଦୟୋଗ ନଗରର ପୀରାଗଡି ଅଞ୍ଚଳରେ ଥିବା ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି ଭୋର ୪ଟାରେ ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଦମକଳ ବିଭାଗର ୭ଟି ଗାଡି ନିଆଁ ଲିଭାଇବାକୁ…

ସିବିଆଇ ଜାଲରେ ଏଡ଼ିଜି

ଲୁଧିଆନା, ୧ା୧: ପଞ୍ଜାବ ସ୍ଥିତ ଲୁଧିଆନାର ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ଏଡ଼ିଜିଙ୍କୁ ଆଜି ଗିରଫ କରିଛି ସିବିଆଇ । ୨୫ଳକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି । ଏହି ମାମଲାରେ ଦୁଇ ଜଣ…