Browsing Category

ଦେଶ ବିଦେଶ

ପୁଣିଥରେ ‘ଆହେ ନୀଳ ଶଇଳ’ ଗାଇଲେ ସୋନା ମହାପାତ୍ର

ଭୁବନେଶ୍ୱର: ପୁଣିଥରେ ‘ଆହେ ନୀଳ ଶଇଳ’ ଭଜନ ଗାଇଛନ୍ତି ଗାୟିକା ସୋନା ମହାପାତ୍ର । ତେବେ ସେ ଏହି ସଂଗୀତକୁ ମାତୃଭୂମି ପାଇଁ ଉତ୍ସର୍ଗ କରିଛନ୍ତି । ପ୍ରାୟ ଦୁଇବର୍ଷ ତଳେ ସୋନା ମାହାପାତ୍ର ସାଲବେଗଙ୍କ ଦ୍ୱାରା ରଚିତ ଏହି…

ହାଇକୋର୍ଟର ଦ୍ୱାରସ୍ଥ ହେଲେ ସୁଶୀଲଙ୍କ ମା, କହିଲେ- ପୁଅ ବିରୋଧରେ ଚାଲିଛି ମିଡିଆ ଟ୍ରାଏଲ

ନୂଆଦିଲ୍ଲୀ : ଛତ୍ରସାଲ ଷ୍ଟାଡିୟମରେ ସାଗର ଧନକରଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର ସଂପ୍ରତି ପୋଲିସର ଛଅ ଦିନିଆ ରିମାଣ୍ଡରେ ଅଛନ୍ତି । ଅନ୍ୟପଟେ ପହିଲମାନଙ୍କ ମା ଦିଲ୍ଲୀ…

ପୀଡିତାଙ୍କୁ ସୁପ୍ରିମକୋର୍ଟ ବିଚାରପତିଙ୍କ ପ୍ରଶ୍ନ- ରାତି ୮ଟାରେ ଭେଟିବାକୁ କ’ଣ ପାଇଁ ହୋଟେଲ ଯାଇଥିଲେ ?

ନୂଆଦିଲ୍ଲୀ : ପୀଡିତା ରାତି ୮ଟାରେ ଭେଟିବାକୁ କଣ ପାଇଁ ହୋଟେଲ ଯାଇଥିଲେ ? ଏହା କହି ସୁପ୍ରିମକୋର୍ଟ ସେନାର ଜଣେ ଯବାନଙ୍କୁ ଗିରଫଦାରୀରୁ ଆଶ୍ୱସ୍ତି ଦେଇଛନ୍ତି । ଯବାନ ସଂପ୍ରତି ଜାମ୍ମୁ-କାଶ୍ମୀରରେ ମୁତୟନ ଅଛନ୍ତି ।…

ଆସନ୍ତା ୩ ଦିନ ମଧ୍ୟରେ ଦେଶକୁ ଆସିବ ୧୧ ଲକ୍ଷ ଡୋଜ୍ ଟିକା

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । ବର୍ତ୍ତମାନ ଦେଶର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କରେ ୧.୮୪ କୋଟି ଟିକା ମହଜୁଦ୍ ଥିବା ବେଳେ ଆହୁରି ୧୧…

ଜାନୁଆରୀ ୨୬ ହିଂସା: ‘ଲାଲ କିଲାକୁ କବଜା କରି ମୋଦୀ ସରକାରଙ୍କୁ ବଦନାମ କରିବାକୁ ହୋଇଥିଲା ଷଡଯନ୍ତ୍ର’

ନୂଆଦିଲ୍ଲୀ : କୃଷକ ଆନ୍ଦୋଳନ ସମୟରେ ଜାନୁଆରୀ ୨୬ରେ ରାଜଧାନୀ ଦିଲ୍ଲୀ ସ୍ଥିତ ଲାଲ କିଲା ପରିସରରେ ଘଟିିଥିବା ହିଂସା ମାମଲାରେ ଦିଲ୍ଲୀ ପୁଲିସ ଚାର୍ଜସିଟ୍ ଦାଖଲ କରିଛି । ଏହି ଚାର୍ଜସିଟରେ ପୋଲିସ ଅନେକ…

‘ସୋସିଆଲ୍ ମିଡିଆର ଅପବ୍ୟହାରରୁ ସୁରକ୍ଷା ଦେବ ନୂଆ ଆଇଟି ନିୟମ’

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରସାଦ କହିଛନ୍ତି ଯେ ନୂଆ ନିୟମ ଅନୁସାରେ ସୋସିଆଲ୍ ମିଡିଆ କମ୍ପାନିମାନେ ଏକ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ପାଇଁ ବ୍ୟବସ୍ଥା କରିବାକୁ ହେବ । ଏଥିପାଇଁ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ…

କରୋନାର ଉତ୍ପତ୍ତି ସ୍ଥଳକୁ ନେଇ ୯୦ ଦିନ ଭିତରେ ପ୍ରମାଣଭିତ୍ତିକ ରିପୋର୍ଟ ଦେବାକୁ ବାଇଡେନଙ୍କ ନିର୍ଦ୍ଦେଶ

ୱାଶିଂଟନ୍: କରୋନା ମହାମାରୀର ଉତ୍ପତ୍ତି ଚୀନରୁ ହୋଇଛି କି ନାହିଁ ତାହା ଜାଣିବା ପାଇଁ ଆମେରିକା ଶକ୍ତ ଅଭିଯାନ ଆରମ୍ଭ କରିଦେଇଛି । ରାଷ୍ଟ୍ରପତି ଜୋ ବାଇଡେନ୍ ବୁଧବାର ନିଜର ଗୁପ୍ତଚର ସଂସ୍ଥା ମାନଙ୍କୁ କରୋନା ଭାଇରସ୍…

କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ କମ୍ପାନୀମାନଙ୍କ ମଧ୍ୟରେ ଥମୁନି ବିବାଦ, ଜାଣନ୍ତୁ କଣ ଏହି ବିବାଦୀୟ ନୂତନ ଆଇଟି ନିୟମ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବଂ ସୋସିଆଲ ମିଡିଆ କମ୍ପାନୀ ମାନଙ୍କ ଭିତରେ ନୂତନ ଆଇଟି ନିୟମକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଏହା ଭିତରେ ସରକାରଙ୍କ ନୁତନ ଆଇଟି ନିୟମ ବିରୋଧରେ ଫେସବୁକ୍ ମାଲିକାନାରେ ଥିବା…

ଝାଡ଼ଖଣ୍ଡ ଦେଇ ଉତ୍ତର-ପଶ୍ଚିମା ମୁହାଁ ହୋଇଚାଲିଛି ବାତ୍ୟା ୟଶ୍

ଭୁବନେଶ୍ୱର: ଝାଡ଼ଖଣ୍ଡରେ ପ୍ରବେଶ କରିବା ପରେ ବାତ୍ୟା ୟଶ୍ ସମ୍ପ୍ରତି ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇଛି । ସୂଚନା ଅନୁସାରେ ଗୁରୁବାର ପୂର୍ବାହ୍ଣ ୧୧ଟା ୩୦ ବେଳକୁ ତମାର ନିକଟ ରାଞ୍ଚି-ଖୁଣ୍ଟି ଜିଲ୍ଲାର ସୀମାବର୍ତ୍ତୀ…

ସମୁଦ୍ରରେ କାଗଜପତ୍ର ଭସାଉଥିବା ବେଳେ ଚୋକସିଙ୍କୁ ଧରିଥିଲେ ପୋଲିସ, ଭାରତ ପ୍ରତ୍ୟର୍ପଣ ପାଇଁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ମହାଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ଡୋମିନିକାରୁ ଧରା ପଡିଛି । ଚୋକସି ଡୋମିନିକାରୁ କ୍ୟୁବା ଫେରାର ମାରିବାକୁ ଚାହୁଁଥିଲା ।…