fbpx
Browsing Category

ଦେଶ ବିଦେଶ

କରୋନା ଆତଙ୍କ, ମୃତ୍ୟୁ ସଂଖ୍ୟା ୧୬୦୦କୁ ବୃଦ୍ଧି

ବେଜିଙ୍ଗ, ୧୬ା୨: ଚୀନରେ ଦିନକୁ ଦିନ ଆତଙ୍କ ଖେଳାଇବାରେ ଲାଗିଛି କରୋନା । ସେଠାରେ ଲୋକମାନେ କରୋନା ଭାଇରସକୁ ନେଇ କୋକୂଆ ଭୟରେ ରହିଛନ୍ତି । ସେଠାକର ପରିସ୍ଥିତି ଅଣଆୟତ ହେବାରେ ଲାଗିଛି । ଆଜି ସୁଦ୍ଧା ଚୀନରେ କରୋନା…

ଭାରତରେ ସର୍ଭିସ ବନ୍ଦ କରିପାରନ୍ତି Vodafone ଓ Idea: ରିପୋର୍ଟ

ନୂଆଦିଲ୍ଲୀ,୧୫ ।୨: ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଟେଲିକମ୍ କମ୍ପାନୀ Vodafone ଓ Idea ବଡ ସଙ୍କଟରେ ଫସିଛନ୍ତି । ସବୁ ମାସରେ ହେଉଥିବା କ୍ଷତି ପରେ ଭାରତରେ ନିଜର ଅପରେଶନ ଚଲାଇବା ଆଇଡିଆ ଓ ଭୋଡାଫୋନ୍ ପକ୍ଷେ କଷ୍ଟ…

ଜଳିଗଲା ସ୍କୁଲ ଭ୍ୟାନ, ୪ ପିଲା ଜୀବନ୍ତ ଦଗ୍ଧ

ପଞ୍ଜାବ, ୧୫ା୨: ପଞ୍ଜାବର ସଙ୍ଗରୁରରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଏକ ସ୍କୁଲ ଭ୍ୟାନରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୪ପିଲା ଜିଅନ୍ତା ଜଳିଯାଇଛନ୍ତି । ସେହି ଭ୍ୟାନରେ ଥିବା ଅନ୍ୟ ୮…

କାର୍ ଓ ବାଇକ୍ କିଣୁଥିବା ଲୋକେ ହୁଅନ୍ତୁ ସାବଧାନ୍? ୩୧ ମାର୍ଚ୍ଚ ପରେ ବଦଳୁଛି ନିୟମ

ଯଦି ଆପଣ କାର୍ କି ବାଇକ୍ କିଣିବା ପାଇଁ ଭାବୁଛନ୍ତିି, ତେବେ ଆପଣଙ୍କ ପାଇଁ ଜରୁରୀ ଖବର । ସୁପ୍ରିମକୋର୍ଟଙ୍କ କହିବା ମୁତାବକ, ୩୧ ମାର୍ଚ୍ଚ ୨୦୨୦ ପରେ ବିଏସ୪ ବାହନ ବିକ୍ରି ହେବନାହିଁ । ଏନେଇ ଅଟୋମୋବାଇଲ ଡିଲରଙ୍କ…

ନିର୍ଭୟା ମାମଲାର ଶୁଣାଣି ସମୟରେ ବେହୋସ୍ ହେଲେ ଜଷ୍ଟିସ୍

ନୂଆଦିଲ୍ଲୀ,୧୪ ।୨: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବା ବେଳେ ବେହୋସ୍ ହୋଇପଡିଥିଲେ ବିଚାରପତି ଆର. ଭାନୁମତି । କେନ୍ଦ୍ର ଦ୍ୱାରା ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯିବାର ଆବେଦନ…

କରୋନା ଡର: ଚୀନରୁ ଫେରିଥିବା କର୍ମଚାରୀଙ୍କୁ ଗୁଳି କଲା ଉତ୍ତର କୋରିଆ

ପ୍ୟୋନଗ୍ୟାଙ୍ଗ,୧୪ ।୨: ଉତ୍ତର କୋରିଆ ଶାସକ କିମ ଜୋଙ୍ଗ ଉନଙ୍କ ଶାସନ ବ୍ୟବସ୍ଥା ସମସ୍ତଙ୍କଠାରୁ ଭିନ୍ନ । ଏଠାରେ ଛୋଟ ଭୁଲ ପାଇଁ ବି ଦୋଷୀକୁ ଫାଶୀ ଦିଆଯାଏ । କରୋନା ଭାଇରସ ସଂକ୍ରମଣକୁ କିପରି ରୋକାଯାଇପାରିବ ସେନେଇ…