Browsing Category

ଦେଶ ବିଦେଶ

ପଥର ଖିଆ ବାବା: ୩୦ ବର୍ଷ ହେଲା ଡେଲି ୨୫୦ ଗ୍ରାମର ପଥର ଖାଇ ହଜମ କରିଦେଉଛନ୍ତି ବୃଦ୍ଧା, ଏମିତି ଅଜବ ଅଭ୍ୟାସ ପଛର କାରଣ କ’ଣ ?

ପୁନେ (ଓଡ଼ିଶା ଭାସ୍କର ): ମହାରାଷ୍ଟ୍ରର ସତାରାର ଏକ ଭିଡିଓ ଆଜି କାଲି ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ୮୦ ବର୍ଷୀୟ ବୃଦ୍ଧ ପ୍ରତିଦିନ ୨୫୦ ଗ୍ରାମ୍‌ ପଥର ଖାଉଥିବା ଦେଖାଯାଇଛି ।…

ଦିଲ୍ଲୀକୁ ଆଶ୍ୱସ୍ତି: ୨୪ ଘଣ୍ଟାରେ ୧୫୫୦ ନୂଆ ଆକ୍ରାନ୍ତ, ତିନି ଗୁଣା ଲୋକ ସୁସ୍ଥ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଭାଇରସରେ ହ୍ରାସ ଦେଖିବାକୁ ମିଳିଛି । ସୋମବାର ଦିଲ୍ଲୀରେ ସମୁଦାୟ ୧୫୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୩୦ ମାର୍ଚ୍ଚ ପରେ କରୋନାର ଏଭଳି କମ ଆକ୍ରାନ୍ତ…

କରୋନା ଲଢେଇରେ ଆଗକୁ ଆସିଲା ବିସିସିଆଇ, ୨୦୦୦ ଅକ୍ସିଜେନ କନସେନଟ୍ରେଟର ଦେବାପାଇଁ ଘୋଷଣା

ନୂଆଦିଲ୍ଲୀ: ଭାରତ ଏହି ସମୟରେ କରୋନା ମହାମାରୀର ଦ୍ୱିତୀୟ ଲହର ସହ ଲଢୁଛି ଅବଶ୍ୟ କିଛି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଥିବାବେଳେ ଏବେବି ଅନେକ ରାଜ୍ୟରେ ସ୍ଥିତି ସଙ୍ଗୀନ ରହିଛି, ଏହି…

କଟକଣାକୁ ମାନିଲେନି ଦୁର୍ଘଟଣାରେ ଚାଲିଗଲା ଜୀବନ

ତେଲେଙ୍ଗାନା: କରୋନା ସଂକ୍ରମଣ ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ୍ ଲାଗୁ କରାଯାଇଛି । ହେଲେ କିଛି ଅମାନିଆ ଏହାକୁ ମାନିବାକୁ ନାରାଜ୍ । ବେପରୁଆ ଭାବରେ ପୋଲିସ୍ କୁ ଚକମା ଦେଇ ଏଣେ ତେଣେ ବୁଲି ସଂକ୍ରମଣକୁ…

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଟିଏମସି ସାଂସଦଙ୍କ ଧମକ, “ପଦରୁ ହଟିଲେ ଜେଲକୁ ପଠାଇବୁ”

କୋଲକାତା: ନାରଦା ଷ୍ଟିଙ୍ଗ ଅପରେସନକୁ ନେଇ ପଶ୍ଚିମବଙ୍ଗ ଗଭର୍ଣ୍ଣର ଜଗଦୀପ ଧନଖଡ଼ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବିବାଦୀୟ ସ୍ଥିତି ଉପୁଜିଛି । ଏହାରି ମଧ୍ୟରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ…

ଭାରତରେ ଲଞ୍ଚ୍ ହେଲା କରୋନା ଆଣ୍ଟିବଡି କକଟେଲ୍, ଦର ଜାଣିଲେ ଘୂରି ଯାଉଛି ମଥା…

ନୂଆଦିଲ୍ଲୀ: ଦେଶରେ କରୋନା ବଡ଼ ସଂକଟମୟ ସ୍ଥିତି ସୃଷ୍ଟି କରିଛି । ଏଥିସହ ଟିକାକରଣ ପ୍ରକ୍ରିୟା ମଧ୍ୟ ଚାଲୁରହିଛି । ଏଇ ନିକଟରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଆଣ୍ଟି କୋଭିଡ୍ ମେଡିସିନ୍…

ଘର ବାହୁଡ଼ା ଅଭିଯାନରେ ପଶ୍ଚିମବଙ୍ଗ ନେତା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ବିଜୟ ଘଟିବା ସହ ବିଜେପି ପ୍ରମୁଖ ବିରୋଧୀ ଦଳ ଭାବେ ରହିଛି । ତେବେ ଏହାରି ମଧ୍ୟରେ ଆରମ୍ଭ ହୋଇଯାଇଛି ଦଳ ବଦଳ ଅଭିଯାନ! ଟିଏମସିର ନେତାମାନେ ଘରବାହୁଡ଼ା ନୀତି…

ପତ୍ନୀଙ୍କ ସହ ଅବୈଧ ସମ୍ପର୍କ ସନ୍ଦେହ: କ୍ରୋଧରେ ପଡ଼ୋଶୀଙ୍କ ୯ ବର୍ଷର ପୁତ୍ରକୁ କେନାଲକୁ ଫିଙ୍ଗି ହତ୍ୟାକଲେ ପତି

ହିସାର: କଥାରେ ଅଛି କ୍ରୋଧ ପରମ ଚଣ୍ଡାଳ । ନିଜ ପତ୍ନୀଙ୍କ ସହ ପଡ଼ୋଶୀଙ୍କର ଅବୈଧ ସମ୍ପର୍କକୁ ସନ୍ଦେହ କରି ପତି ରାଗରେ ଏକ ୯ ବର୍ଷର ବାଳକଙ୍କୁ ହତ୍ୟା କରିଛନ୍ତି । ଯୁବକ ଜଣକ ପ୍ରତିଶୋଧପରାୟଣ ହୋଇ ପଡ଼ୋଶୀଙ୍କ ପୁତ୍ରକୁ…

ଅନଲାଇନ ଆପଏଟମେଂଟ ବିନା ଏବେ ୧୮ ରୁ ୪୪ ବର୍ଷ ବର୍ଗର ଲୋକେ ନେଇ ପାରିବେ ଟିକା, ବଦଳିଲା ନିୟମ

ନୂଆଦିଲ୍ଲୀ : କରୋନା ଭ୍ୟାକ୍ସିନର ଡୋଜ୍ ପାଇଁ ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଏବେ ଆଗ ପରି ଅନଲାଇନ୍ ଆପଏଟମେଂଟ ନେବାର ଆବଶ୍ୟକତା ନାହିଁ । ଅର୍ଥାତ ସ୍ଲଟ୍ ବୁକିଂ ହେଲେ ଯାଇ ଲୋକଙ୍କୁ ଟିକା ପାଇଁ ଅନୁମତି ମିଳୁଥିଲା ।…

ବିହାରରେ ପୁଣି ବଢ଼ିଲା ଲକଡାଉନ୍: ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ପାଟନା: ରାଜ୍ୟରେ ପୂର୍ବରୁ ଲାଗୁ ହୋଇଥିବା କଟକଣା ଦ୍ୱାରା କୋଭିଡ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି । ତେଣୁ ବିହାରରେ ଲକଡାଉନ ବୃଦ୍ଧି କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଘୋଷଣା କରିଛନ୍ତି । ଆସନ୍ତା…