
Browsing Category
ଦେଶ ବିଦେଶ
ଦାଦର-ପୁଡ଼ୁଚେରୀ ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ
ମୁମ୍ବାଇ: ଦାଦର-ପୁଡୁଚେରୀ ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ମାଟୁଙ୍ଗା-ଦାଦର ଷ୍ଟେସନ ମଝିରେ ଲାଇନଚ୍ୟୁତ ହୋଇଛି ଏକ୍ସପ୍ରେସର ୩ଟି ବଗି । କ୍ରସିଂ ଟ୍ରାକରେ ୨ଟି ଟ୍ରେନ୍ ମଧ୍ୟରେ…
୩୦୦ ୟୁନିଟ ମାଗଣା ବିଜୁଳି ଦେବେ ପଞ୍ଜାବ ସରକାର! ଆସନ୍ତାକାଲି କରିପାରନ୍ତି ଘୋଷଣା
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଆସନ୍ତାକାଲି ରାଜ୍ୟବାସୀଙ୍କୁ ଖୁସି ଖବର ଦେଇ ପାରନ୍ତି । ପ୍ରତି ପରିବାରକୁ ମାଗଣାରେ ୩୦୦ ୟୁନିଟ ବିଜୁଳି ଦେବାକୁ ଘୋଷଣା କରି ପାରନ୍ତି । ଭଗବନ୍ତଙ୍କ ନେତୃତ୍ୱରେ ପଞ୍ଜାବରେ ଆପ…
ଏସ-୪୦୦ ଟ୍ରେନିଂ ସ୍କ୍ୱାର୍ଡନ ପାଇଁ ଭାରତକୁ ମିଳିଲା ସିମୁଲେଟର ଉପକରଣ
ଋଷ ୟୁକ୍ରେନ ଯୁଦ୍ଧ ଭିିତରେ ଭାରତକୁ ମସ୍କୋଠାରୁ ଏସ-୪୦୦ ଟ୍ରାୟମ୍ଫ ଏୟାର ଡିଫେନ୍ସ ମିସାଇଲର ଟ୍ରେନିଂ ସ୍କ୍ୱାର୍ଡନ ପାଇଁ ସିମୁଲେଟର ଏବଂ ଅନ୍ୟ ଉପକରଣ ମିଳିଛି । ଏହା ସାହାଯ୍ୟରେ ଏସ-୪୦୦ର ଟ୍ରେନିଂ ନେବେ ସ୍କ୍ୱାର୍ଡନ…
ଉମ୍ରାନ୍ ଙ୍କ ତୋଫାନୀ ୟର୍କର ବଲ୍ ରେ ଉଡ଼ିଲା ଶ୍ରେୟସଙ୍କ ୱିକେଟ୍, ଖୁସିରେ ନାଚିଲେ କୋଚ୍ ଡେଲ୍ ଷ୍ଟେନ୍
ମୁମ୍ବାଇ: ଚଳିତ ସିଜନର ଆଜିର ମ୍ୟାଚ୍ ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଏକ ମ୍ୟାଚ୍ ଅନୁଷ୍ଠିତ ହେଉଛି । ମୁମ୍ବାଇର ବାଇବୋର୍ନ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଏହି…
କାଶ୍ମୀରରେ ପୁଣି ସାଧାରଣ ଲୋକଙ୍କୁ ଟାର୍ଗେଟ୍, ବାରମୁଳାରେ ସରପଞ୍ଚଙ୍କୁ ହତ୍ୟା
କାଶ୍ମୀରରେ ଆତଙ୍କବାଦୀମାନେ ପୁଣି ସାଧାରଣ ଲୋକଙ୍କୁ ଡରାଇବା ଆରମ୍ଭ କଲେଣି । ବାରମୁଳା ଜିଲ୍ଲାର ଗୋଷବୁଗ ପାଟ୍ଟନ ଅଞ୍ଚଳରେ ଜଣେ ସରପଞ୍ଚଙ୍କୁ ହତ୍ୟା କରିଛନ୍ତି । ସରପଞ୍ଚଙ୍କୁ ଆତଙ୍କୀମାନେ ଗୁଳିମାଡ଼ କରିବା ପରେ ସେ…
ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର: ୬ କୋଟି ୟୁଜର୍ସଙ୍କୁ ମିଳିଲା ପେମେଣ୍ଟ ଅନୁମତି, ସମୁଦାୟ ହେଲେ ଏତିକି ୟୁଜର୍ସ
ନୂଆଦିଲ୍ଲୀ: ନାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ହ୍ୱାଟ୍ସଆପ ୟୁପିଆଇ ପେମେଣ୍ଟ ରେ ବଡ଼ ପରିବର୍ତ୍ତନ କରିଛି । ଏବେ ଏନପିସିଆଇ ହ୍ୱାଟ୍ସଆପରେ ୟୁପିଆଇ ୟୁଜର୍ସଙ୍କୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛି । ଏବେ ଏହି…
ଜଳଖିଆ ଦେବାରେ ବିଳମ୍ବ କଲା ବୋହୂ, କ୍ରୋଧରେ ଶ୍ୱଶୁର କଲା ଏମିତି…
ମହାରାଷ୍ଟ୍ରରେ ଜଣେ ବ୍ୟକ୍ତି ସକାଳ ଜଳଖିଆ ଦେବାରେ ସାମାନ୍ୟ ବିଳମ୍ବ ହେବାରୁ ନିଜ ବୋହୂଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ଗୁଳି ମାରିବା ପରେ ଅଭିଯୁକ୍ତ ଶଶୁର ଫେରାର୍ ହୋଇଯାଇଛି । ପୋଲିସ ଏବେ ତାକୁ ଧରିବା ପାଇଁ…
ରାସ୍ତା ଅବରୋଧ କରିବା ପାଇଁ ନକ୍ସଲଙ୍କ ଆଇଇଡି ବସ୍ଫୋରଣ, ପୋଲ କ୍ଷତିଗ୍ରସ୍ତ
ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ସୁକମା ଜିଲ୍ଲାରେ ଗତକାଲି ରାତିରେ ଆଇଇଡି ବିସ୍ଫୋରଣ କରି ପୋଲକୁ ଉଡାଇବା ଚେଷ୍ଟା କରିଥିଲେ ନକ୍ସଲ । ମିଳିଥିବା ସୂଚନା ଅନୁଯାୟୀ ନକ୍ସଲମାନେ ସୁକମା ଜିଲ୍ଲାର କୋଣ୍ଟା…
ଦଶମ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ମିଳିବ ଟାବଲେଟ୍ ସହ ମାଗଣା ଇଣ୍ଟରନେଟ୍; ଏହି ରାଜ୍ୟର ସରକାର ନେଲେ ନିଷ୍ପତ୍ତି…
ଚଣ୍ଡୀଗଡ଼: ଆସନ୍ତା ମେ ମାସରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ପଢ଼ିବା ପାଇବା ମାଗଣାରେ ଟାବଲେଟ୍ ପ୍ରଦାନ କରାଯିବ ଏହାସହ ପ୍ରତିଦିନ ୨ ଜିବି ଲେଖାଏଁ ଡାଟା ମଧ୍ୟ ପ୍ରଦାନ କରାଯିବ । କିଛି ଏଭଳି ନିଷ୍ପତ୍ତି…
ଆଇପିଏଲରେ କରୋନାର ଏଣ୍ଟ୍ରୀ, ଦିଲ୍ଲୀ କ୍ୟାପିଟାଲ୍ସ ଫିଜିଓ କରୋନା ସଂକ୍ରମିତ
ଆଇପିଏଲର ଚଳିତ ସିଜନରେ କରୋନାର ଏଣ୍ଟ୍ରୀ ହୋଇଯାଇଛି । ଦିଲ୍ଲୀ କ୍ୟାପିଟାଲ୍ସର ସପୋର୍ଟ ଷ୍ଠାଫ୍ ଫିଜିଓ ପେଟ୍ରିକ ଫରହାଟ୍ କରୋନାରେ ଆକ।।ନ୍ତ ହୋଇଛନ୍ତି । ଆଇପିଏଲ ପକ୍ଷରୁ ଜାରି ହୋଇଥିବା ଏକ ବୟାନରେ ଏନେଇ ସୂଚନା…