CHARIDHAM
Browsing Category

ଦେଶ ବିଦେଶ

ପାକିସ୍ତାନର ଶାସକ କିଏ ହେବ ନିଷ୍ପତ୍ତି ରବିବାର, ଇସ୍ତଫା ଦେବି ନାହିଁ…ଶେଷ ବଲ୍ ପର୍ଯ୍ୟନ୍ତ ଲଢିବି: ଇମ୍ରାନ 

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ ନିଜର ସମ୍ବୋଧନ ସମୟରେ କହିଛନ୍ତି ପାକିସ୍ତାନ ପାଇଁ ଆଜି ହେଉଛି ନିଷ୍ପତ୍ତିର ଘଡି। ସେ କହିଛନ୍ତି, ପାକିସ୍ତାନ…

ଏହି ଜାଗାରୁ ସ୍ମାର୍ଟଫୋନ କିଣିଲେ ହୋଇପାରେ ଜେଲ: ଜାଣନ୍ତୁ ଏହି ମାର୍କେଟର ପ୍ରକୃତ ସତ୍ୟତା

ନୂଆଦିଲ୍ଳୀ: ଆଜିକାଲି ସ୍ମାର୍ଟଫୋନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟି ଯାଇଛି । ତେବେ ଆପଣ ଜାଣନ୍ତି କି ଏହି ସ୍ମାର୍ଟଫୋନ କିଣିବା ଅପରାଧରେ ମଧ୍ୟ ଆପଣଙ୍କୁ ହୋଇପାରେ ଜେଲ । କମ ଦାମରେ ଭଲ ଫିଚର୍ସ ଥିବା…

ଏୟାରପୋର୍ଟରେ ବିତିଲାଣି ୧୪ ବର୍ଷ, ନିଶା ପାଇଁ ଛାଡ଼ି ଆସିଥିଲେ ଘର

ଅନେକ ସମୟରେ ଘରେ ଯଦି କେଉଁ ବ୍ୟକ୍ତିଙ୍କର ଝଗଡ଼ା ହୁଏ ସେ ହୁଏତ ରାଗିକରି ଘରୁ ଚାଲିଯାଇଥାନ୍ତି ଏବଂ କୌଣସି ଫୁଟପାଥ୍ କିମ୍ବା ଷ୍ଟେସନରେ ଆଶ୍ରୟ ନିଅନ୍ତି । କିନ୍ତୁ କେବେ ଝଗଡ଼ା ଯୋଗୁଁ ଘରୁ ଚାଲିଯାଇ ଏୟାରପୋର୍ଟରେ ବର୍ଷ…

ଭାରତକୁ ଆମେରିକାର କଡା ଚେତାବନୀ, ଚୀନ ଆକ୍ରମଣ କଲେ ରୁଷ ବଞ୍ଚାଇବାକୁ ଆସିବ ନାହିଁ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ପରଠୁ ଆମେରିକା ରୁଷ ଉପରେ ଅନେକ ପ୍ରକାରର କଟକଣା ଲଗାଇ ସାରିଛି। ନିଜେ ଯେମିତି କଟକଣା ଲଗାଇଛି ଠିକ୍ ସେହି ପରି ଅନ୍ୟ ଦେଶ ମଧ୍ୟ ରୁଷ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାନ୍ତୁ ବୋଲି…

ମଦ ପିଉଥିବା ବ୍ୟକ୍ତି ଭାରତୀୟ ନୁହେଁ, ଜାଣନ୍ତୁ କାହିଁକି ଏମିତି କହିଲେ ବିହାର ମୁଖ୍ୟମନ୍ତ୍ରୀ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ବିଧାନସଭାରେ ମଦ ନିଷେଧ ଆଇନ ସଂଶୋଧନ ବିଲ୍ କୁ ନେଇ କଠୋର ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ସରକାର ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରୁଥିବା କୌଣସି ବ୍ୟକ୍ତିଙ୍କ ପ୍ରତି…

ୟୁକ୍ରେନରେ ଏବେ ବି ଫସି ରହିଛନ୍ତି ୫୦ରୁ ଅଧିକ ଭାରତୀୟ: ରାଜ୍ୟସଭାରେ ଖୋଲିଲା ରହସ୍ୟ

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଜାଣିବାକୁ ମିଳିଛି ଏକ ବଡ ସତ୍ୟ । ଏବେ ବି ୟୁକ୍ରେନରେ ୫୦ରୁ ଅଧିକ ଭାରତୀୟ ଫସି ରହିଥିବା ଦାବି କରିଛନ୍ତି ବିଦେଶ ରାଜ୍ୟମନ୍ତ୍ରୀ ମୀନାକ୍ଷୀ ଲେଖି । ତେବେ ଦୂତାବାସ ଦ୍ୱାରା ସେମାନଙ୍କୁ…

ମୁମ୍ବାଇ ଲୋକାଲରେ ଏବେ ମାସ୍କକୁ ନେଇ ରହିବନି କଟକଣା: ଦିଲ୍ଲୀ ମେଟ୍ରୋରେ ବି କଟକଣା ହଟିଲା

ନୂଆଦିଲ୍ଲୀ: ଚଳିତ ବର୍ଷ ମହାରାଷ୍ଟ୍ରରେ ରମଜାନ ଖୁବ ଧୁମାଧାମରେ ପାଳନ କରାଯାଇ ପାରିବ । କରୋନା ପାଇଁ ରାଜ୍ୟରେ ଳାଗିତିବା ସମସ୍ତ କଟକଣାକୁ ସରକାର ଏବେ ହଟାଇ ଦେଇଛନ୍ତି । ମହାରାଷ୍ଟ୍ର କ୍ୟାବିନେଟରେ ଏ ନେଇ ନିଷ୍ପତ୍ତି…

କାହିଁକି ପାକିସ୍ତାନକୁ ମାନ୍ୟତା ଦେଉନି ଇସ୍ରାଏଲ?: ଦେଶ ସହିତ କୌଣସି ସମ୍ବନ୍ଧ ନ ରଖିବାର କ’ଣ ରହିଛି କାରଣ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ପାକିସ୍ତାନ ମଧ୍ୟରେ ନାହିଁ କୌଣସି ସମ୍ପର୍କ । ରାଜନୈତିକ ହେଉ ଅବା ବ୍ୟବସାୟିକ ପାକିସ୍ତାନ ସହ ସମସ୍ତ ସମ୍ପର୍କ ଛିନ୍ନ କରିଛି ଇସ୍ରାଏଲ । ଉଭୟ ଦେଶରେ ଶତ୍ରୁତା ଏମିତି ରହିଛି ଯେ, ଇସ୍ରାଏଲ…

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର: ଏଣିକି ଯାତ୍ରା ପୂର୍ବରୁ ଦେବାକୁ ପଡିବନି ଭଡା, ଜାଣନ୍ତୁ କେମିତି ଉଠାଇବେ ସୁବିଧା

ପ୍ରାୟତଃ ଟ୍ରେନରେ ଯାତ୍ରା କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ଏବେ ଟଙ୍କା ନଥିଲେ ବି ଆପଣ ଟ୍ରେନ ଟିକେଟ ବୁକ କରିପାରିବେ ଏବଂ ଯାତ୍ରା କରିପାରିବେ । ତେବେ ଏହାର ପେମେଣ୍ଟ ଆପଣଙ୍କୁ ପରେ ଦେବାକୁ…

ସିରିୟଲ ବ୍ଲାଷ୍ଟ ପାଇଁ ଚାଲିଥିଲା ପ୍ଲାନିଙ୍ଗ: ୧୨ କେଜି ବିସ୍ଫୋରକ ସହ ଗିରଫ ହେଲେ ୩ ଆତଙ୍କବାଦୀ

ଜୟପୁର: ଚିତ୍ତୋଡଗଢ ଜିଲ୍ଲାର ନିମ୍ବାହେଡା କସବେରେ ଏକ ଗାଡିରୁ ୧୨ କେଜି ବିସ୍ଫୋରକ ସାମଗ୍ରୀ ଜବତ କରିଛି ରାଜସ୍ଥାନ ପୋଲିସ । ବିସ୍ଫୋରକ ସାମଗ୍ରୀ ସହ ୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଏହାବ୍ୟତୀତ ଅନ୍ୟ ୫ ଜଣଙ୍କୁ…