CHARIDHAM
Browsing Category

ଦେଶ ବିଦେଶ

ଇଚ୍ଛା ବିରୁଦ୍ଧରେ ଦେବାକୁ ଆସିଥିଲେ ଦଶମ ପରୀକ୍ଷା: ରାଗରେ ନାବାଳିକା ପତ୍ନୀଙ୍କ ଉପରକୁ ଏସିଡ ମାଡ କଲା ରାକ୍ଷସ ସ୍ୱାମୀ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ଦଶମ ଶ୍ରେଣୀ ମହିଳାଙ୍କ ଉପରକୁ ଏସିଡ ମାଡ କରିଛି ସ୍ୱାମୀ । ଇଚ୍ଛା ବିରୁଦ୍ଧରେ ଆସି ପରୀକ୍ଷା ଦେଉଥିବା ବେଳେ ରାଗିଯାଇ ଏସିଡ ଦ୍ୱାରା ଆକ୍ରମଣ…

ଓଡ଼ିଆ IPS ଅଫିସରଙ୍କୁ ବିମାନ ବନ୍ଦର ସିକ୍ୟୁରିଟି ଚେକ: ବ୍ୟାଗରୁ ବାହାରିଲା ଏମିତି ଜିନିଷ ଦେଖିଲେ ଆପଣ ବି ତାଜୁବ୍ ହେଇଯିବେ

ନୂଆଦିଲ୍ଲୀ: ଓଡ଼ିଆ ଆଇପିଏସ୍ ଅଫିସର ତଥା ରାଜ୍ୟ ପରିବହନ ନିଗମର କମିଶନର ଅରୁଣ ବୋଥ୍ରା ନିକଟରେ ଏକ ଅଭାବନୀୟ ପରସ୍ଥିତିରେ ଫସି ଯାଇଥିଲେ । ନିଜ ବ୍ୟାଗରେ ଗ୍ରୀନ ମଟର ଆଣି ଆସୁଥିବା ବେଳେ ବିମାନ ବନ୍ଦରର ସିକ୍ୟୁରିଟି…

ହରଭଜନ ସିଂହ ହେବେ ଆପ୍ ର ରାଜ୍ୟସଭା ପ୍ରାର୍ଥୀ, ସରକାର ଗଢ଼ିବା ପରେ କେଜ୍ରିୱାଲଙ୍କ ନିଷ୍ପତ୍ତି

କ୍ରିକେଟର ହରଭଜନ ସିଂହଙ୍କୁ ଆମ ଆମଦୀ ପାର୍ଟୀ ନିଜର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛନ୍ତି । ତାଙ୍କୁ ସ୍ପୋର୍ଟ୍ସ ୟୁନିଭର୍ସିଟି ଦାୟିତ୍ୱ ମଧ୍ୟ ଦିଆଯିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ନିର୍ବାଚନ ପ୍ରଚାର ସମୟରେ ମଧ୍ୟ…

ପ୍ରକୃତିର କମାଲ୍: ବକଳ ଛାଡ଼ିବା ମାତ୍ରେ ଗଛରେ ଦେଖାଯାଉଛି ‘ଇନ୍ଦଧନୁ’ର ରଙ୍ଗ , ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ପ୍ରକୃତିରେ ଏପରି କିଛି ଘଟଣା ରହିଛି, ଯାହାକୁ ଆପଣ ଆଖିରେ ଦେଖି ମଧ୍ୟ ବିଶ୍ୱାସ କରିପାରିବେ ନାହିଁ । ସେହିପରି ନିକଟରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗଛମାନଙ୍କୁ ଇନ୍ଦ୍ରଧନୁର ରଙ୍ଗ…

‘ଆଜି ଜନତାଙ୍କ ହିତ ପାଇଁ ଏଭଳି ନିଷ୍ପତ୍ତି ନେବି, ଯାହା ଏପର୍ଯ୍ୟନ୍ତ କେହିବି ନେଇନାହଁନ୍ତି’: ଭଗବନ୍ତ ମାନ୍

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଟ୍ୱିଟ କରି କହିଛନ୍ତି ଯେ ପଞ୍ଜାବ ଜନତାଙ୍କ ହିତ ପାଇଁ ଆଜି ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ସେ କହିଛନ୍ତି ପଞ୍ଜାବ ଇତିହାସରେ ଆଜି ପର୍ଯ୍ୟନ୍ତ କେହି ଏଭଳି ନିଷ୍ପତ୍ତି…

ଭୁଲରେ ଯୁବତୀଙ୍କ ଫଟୋ ସହ ପୋଲିସ କଲା କିଛି ଏପରି: ଲାଗିଲା ୨୨୦ କୋଟିର ଝଟକା

ନୂଆଦିଲ୍ଲୀ: ଏକ ଭୁଲ ପଦକ୍ଷେପ ନ୍ୟୁୟର୍କ ପୋଲିସ ବିଭାଗକୁ ମହଙ୍ଗା ପଡିଛି । ସୋସିଆଲ ମିଡିଆରେ ଭୁଲରେ ଏକ ଫଟୋ ଯୋଗୁଁ ଆଇନଗତ ହିସାବରେ ୨୨୦ କୋଟି ଟଙ୍କାର ଝଟକା ଲାଗିଛି । ସୂଚନା ଅନୁସାରେ, ଜଣେ ୩୧ ବର୍ଷ ବର୍ୟୀୟ…

ଏମିତି ଏକ ଗାଁ, ଯେଉଁଠି ଅଧା ଅଧୁରା ଅଙ୍ଗ ନେଇ ଜୀବନ କାଟୁଛନ୍ତି ଲୋକେ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

କିଡନୀ ହେଉଛି ମଣିଷ ଶରୀର ଏକ ଜରୁରୀ ଅଙ୍ଗ । ରକ୍ତ ସଫା କରିବା ଭଳି ଗୁରୁତ୍ୱପୂର୍ଣ୍ଣ କାମ କରିଥାଏ କିଡନୀ । ଭଗବାନ ଆମକୁ ଦୁଇ ଦୁଇଟି କିଡନୀ ମଧ୍ୟ ଦେଇଛନ୍ତି । ଅବଶ୍ୟ ଗୋଟିଏ କିଡନୀରେ ମଣିଷ ବଞ୍ଚିପାରିବ । ହେଲେ…

ଏହି ବୟସରେ ଅଧିକ ଲୋକ ଆରମ୍ଭ କରନ୍ତି ‘ମଦ୍ୟପାନ’: ସର୍ଭେରୁ ହେଲା ଆଶ୍ଚର୍ଯ୍ୟକର ଖୁଲାସା

ନୂଆଦିଲ୍ଲୀ: ଭାରତରେ ଅଧିକ ସଂଖ୍ୟକ ଲୋକେ ମଦ୍ୟପାନ କରିବାକୁ ପସନ୍ଦ କରନ୍ତି । ଏଠାରେ ଲୋକମାନେ କମ୍ ବୟସରେ ମଦ ପିଇବା ଆରମ୍ଭ କରିଦିଅନ୍ତି । ୪୩ ପ୍ରତିଶତରୁ ଅଧିକ ଲୋକ ସପ୍ତାହରେ ୨ରୁ ୪ ଥର ମଦ ପିଇଥାନ୍ତି । ଏହାର…

ହଂକଂ ରେ କରୋନା ଆତଙ୍କ: ଶବ ପାଇଁ କମ ପଡ଼ୁଛି କଫିନ୍

କରୋନା ଯୋଗୁଁ ହଂକଂ ରେ ଭୟାବହ ସ୍ଥିତି ଉପୁଜିଛି । ଦିନକୁ ଦିନ ଏଠାରେ କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ବୁଧବାର କରୋନା ଭାଇରସରେ ମୃତକଙ୍କ…

ହୋଲି କାହିଁକି ପାଳନ କରାଯାଏ ଜାଣିଛନ୍ତି କି? ଜାଣନ୍ତୁ ଏହା ପଛର ଐତିହାସିକ କାରଣ

ନୂଆଦିଲ୍ଲୀ: ଦେଶରେ ରଙ୍ଗଗୁଡ଼ିକର ବହୁତ ମହତ୍ୱ ରହିଛି । ଯେକୌଣସି ଖୁସିରେ ରଙ୍ଗ ନିଶ୍ଚିତ ଭାବେ ବ୍ୟବହୃତ ହୋଇଥାଏ । ଏହି ରଙ୍ଗର ଇତିହାସ ମଧ୍ୟ ଅନେକ ପୁରୁଣା । ଅବଶ୍ୟ ଦେଶରେ ବର୍ଷକୁ ଥରେ ହୋଲିର ପର୍ବ ମଧ୍ୟ ପାଳନ…