CHARIDHAM
Browsing Category

ଦେଶ ବିଦେଶ

ୟୁକ୍ରେନକୁ ସହାୟତା ପ୍ରଦାନ କରିବ ମିଳିତ ଜାତିସଂଘ, ଆମେରିକା ପଠାଇବ ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ: ଆଜି ୟୁକ୍ରେନ-ରୁଷିଆ ଯୁଦ୍ଧ ୨୦ ଦିନରେ ପହଞ୍ଚିଛି । ଏହି ଭୟଙ୍କର ଲଢ଼େଇରେ ଦୁଇପକ୍ଷର ବହୁ ଧନଜୀବନ ହାନୀ ହୋଇଥିବା ବେଳେ ବେଶିମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ୟୁକ୍ରେନ । ରୁଷର ପ୍ରଚଣ୍ଡ ଆକ୍ରମଣରେ…

ଚୀନରେ ପୁଣି ଉଗ୍ରରୂପ ନେଲାଣି କରୋନା, ୧୦ଟି ସହରରେ ଲାଗୁ ହେଲା ଲକଡାଉନ୍

ନୂଆଦିଲ୍ଲୀ: ପୁଣିଥରେ କରୋନା ମହାମାରୀ ସଂକ୍ରମଣ କରିବା ଆରମ୍ଭ କଲାଣି । ଚୀନରେ ପୁଣିଥରେ ଏକାଧିକ ସହରରେ କୋଭିଡ୍ ମାମଲା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ସେଠାରେ ଦିନକରେ ରେକର୍ଡ ୫୨୮୦ ନୂଆ ଆକ୍ରାନ୍ତ ଚିହ୍ନଟ…

ଗାନ୍ଧୀ ପରିବାର ଛାଡନ୍ତୁ କଂଗ୍ରେସର ନେତୃତ୍ୱ: ସୋନିଆଙ୍କ ଉପରେ ଖପ୍ପା ଆଉ ଜଣେ କଂଗ୍ରେସ ଅନୁଗତ

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆଉ ଜଣେ କଂଗ୍ରେସ ଅନୁଗତ । ଗାନ୍ଧୀ ପରିବାର ହାତରୁ କଂଗ୍ରେସର ନେତୃତ୍ୱ କଢାଯାଇ ଅନ୍ୟ…

ଦେଖନ୍ତୁ ଚୋରୀର ଲାଇଭ୍ ଡେମୋ…ତାର କାଟି ୨୦ ସେକେଣ୍ଡରେ ବୁଲେଟ୍ ଚୋରୀ; ପୋଲିସ୍ ବି ଦେଖି ଆଶ୍ଚର୍ଯ୍ୟ

ଗ୍ୱାଲିୟର୍: ବୁଲେଟ୍ ଗାଡ଼ି ଚୋରୀର ଏକ ଲାଇଭ୍୍ ଡେମୋ ଦେଖିବାକୁ ମିଳିଛି । ଯାହାକୁ ଦେଖି ଖୋଦ୍ ପୋଲିସ୍ ବି ଆଶ୍ଚର୍ଯ୍ୟ ହୋଇଯାଇଛି । ମାତ୍ର ୨୦ ସେକେଣ୍ଡରେ ବୁଲେଟ୍ ଚୋରୀ କରି ନେଉଯାଉଛନ୍ତି ଦୁର୍ବୃତ୍ତ ।…

ୟୁକ୍ରେନ-ଋଷ ଯୁଦ୍ଧ ପ୍ରସଙ୍ଗ: ପୁତିନଙ୍କୁ ଲଢେଇର ଆହ୍ୱାନ ଦେଲେ ଏଲନ ମସ୍କ

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଲଢେଇକୁ ୨୦ ଦିନ ବିତିବାକୁ ବସିଲାଣି । ୨୪ ଫେବୃୟାରୀରେ ଋଷିିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣକୁ ନେଇ ଭିନ୍ନ ଭିନ୍ନ ଢଙ୍ଗରେ ବିଶ୍ୱବାସୀ ପ୍ରତିକ୍ରିୟା ମଧ୍ୟ…

(Video)ମେଳାରେ ସର୍ବସମ୍ମୁଖରେ ଆଦିବାସୀ ଯୁବତୀଙ୍କ ସହ ଯୌନ ଉତ୍ପୀଡ଼ନ, ସାହାଯ୍ୟ ବଦଳରେ କଲେ ଭିଡିଓ

ନୂଆଦିଲ୍ଲୀ: ମେଳା ଚାଲିଥିବା ବେଳେ ସର୍ବସମ୍ମୁଖରେ କିଛି ଅସଭ୍ୟ ଲୋକ ଜଣେ ଆଦିବାସୀ ଯୁବତୀଙ୍କ ସହିତ ଯୌନ ଉତ୍ପୀଡ଼ନ କରିଥିବା ଜଣାପଡ଼ିଛି । ଏହାର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । । ଯେଉଁଥିରେ…

ଶିଖ ଯାତ୍ରୀଙ୍କ ପାଇଁ ଖୁସି ଖବର: ଏଣିକି କୃପାଣ ସହ ବିମାନ ଯାତ୍ରାକରିପାରିବେ ଶିଖ ଯାତ୍ରୀ, ପ୍ରତିବନ୍ଧକ ହଟାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୃପାଣ ସହ ବିମାନ ଯାତ୍ରା କରିପାରିବା ଉପରେ ଲାଗିଥିବା ପ୍ରତିବନ୍ଧକ ନିଷ୍ପତ୍ତିକୁ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ନୂଆ ଅର୍ଡର ଅନୁସାରେ, ବିମାନ ବନ୍ଦର କାମ କରୁଥିବା ଶିଖ କର୍ମଚାରୀ ଏବଂ ଘରୋଇ…

 ଯୁଦ୍ଧରେ ୧୭୬୧ ସାଧାରଣ ନାଗରିକ ମୃତାହତ

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧରେ ୧୭୬୧ ଜଣ ସାଧାରଣ ନାଗରିକ ମୃତାହତ ହୋଇଥିବା ସୂଚନା । ଯୁଦ୍ଧରେ ୬୩୬ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଏହି କ୍ରମରେ ୬୩୬ ସାଧାରଣ…

ପାକିସ୍ତାନ ମାଟିରେ ମିସାଇଲ ପଡିବା ପ୍ରସଙ୍ଗ: ସଂସଦରେ ସ୍ପଷ୍ଟୀକରଣ ଦେବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଅଜାଣତରେ ପାକିସ୍ତାନ ପାର୍ଶ୍ଵକୁ ହୋଇଥିବା କ୍ଷେପଣାସ୍ତ୍ର ନିକ୍ଷେପ ଘଟଣାରେ ମଙ୍ଗଳବାର ସଂସଦରେ ବୟାନ ଦେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ମାର୍ଚ୍ଚ ୯ରେ ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ମିଆଁ…

କଶ୍ମୀର ଗେଟରେ ବଡ ଦୁର୍ଘଟଣା: ଭୂଷୁଡି ପଡିଲା ନିର୍ମାଣାଧୀନ କୋଠା, ୮ ଉଦ୍ଧାର

ନୂଆଦିଲ୍ଲୀ: ଦିଲ୍ଳୀର କଶ୍ମୀର ଗେଟର ନିକୋଲସନରେ ଘଟିଯାଇଛି ଏକ ବଡ ଦୁର୍ଘଟଣା । ଏକ ନିର୍ମାଣାଧୀନ କୋଠା ଭୂଷୁଡି ପଡିଥିବା ନେଇ ସୂଚନା ମିଳିଛି । ତେବେ ଏହି କୋଠାର ଭଗ୍ନାଂଶ ତଳେ ଅନେକ ଲୋକ ଫସି ରହିଥିବା ଅନୁମାନ…