
Browsing Category
ଦେଶ ବିଦେଶ
UPରେ ମ୍ୟାଜିକ୍ ନମ୍ବର ଅତିକ୍ରମ କଲା ବିଜେପି
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବିଜେପିର ଜଲୱା ଦେଖିବାକୁ ମିଳିଛି । ଏଠାରେ ମ୍ୟାଜିକ୍ ନମ୍ବର ଅତିକ୍ରମ କରିଛି ବିଜେପି । ୨୨୩ଟି ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି । ଉତ୍ତର ପ୍ରଦେଶ ସମେତ ୫ଟି ରାଜ୍ୟରେ ଆଜି…
ଭୋଟ ଗଣତି: ୯ଟା ସୁଦ୍ଧା କିଏ ଆଗୁଆ? ଜାଣନ୍ତୁ
ନୂଆଦିଲ୍ଲୀ: ଆଜି ସକାଳ ୮ଟାରୁ ୫ ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ବଡ଼ ବଡ଼ ହେଭିୱେଟ୍ ନେତାଙ୍କ ମଧ୍ୟରେ ଚାଲିଛି ଲଢ଼େଇ । ୟୁପି, ପଞ୍ଚାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ କଡ଼ା ଟକ୍କର ଦେଖିବାକୁ…
ପୋଲାଣ୍ଡ କାହିଁକି ୟୁକ୍ରେନରୁ ଆସୁଥିବା ଭାରତୀୟଙ୍କୁ ବିନା ଭିସାରେ ନିଜ ଦେଶରେ ପ୍ରବେଶ ପାଇଁ ଅନୁମତି ଦେଉଛି? ପଢ଼ନ୍ତୁ ବିସ୍ତୃତରେ
ନୂଆଦିଲ୍ଲୀ: ୧୯୩୯ ମସିହାରେ ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପୋଲାଣ୍ଡ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଥିଲା । ଯୁଦ୍ଧରେ ଲଢ଼େଇ କରି ଦେଶର ପ୍ରାୟତଃ ସମସ୍ତ ପୁରୁଷ ପ୍ରାଣ ହରାଥଇଥିବା ବେଳେ କେବଳ ମହିଳା ଏବଂ…
ଗୋଆରେ ବାଜି ମାରିବ କି କଂଗ୍ରେସ? ୪୦ରୁ ୨୦ଟି ସିଟରେ ଆଗୁଆ
ନୂଆଦିଲ୍ଲୀ: ଆଜି ସକାଳ ୮ଟାରୁ ୫ ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ବଡ଼ ବଡ଼ ହେଭିୱେଟ ନେତାଙ୍କ ମଧ୍ୟରେ ଚାଲିଛି ଲଢ଼େଇ । ଗୋଆରେ ପରିସ୍ଥିତି ବଦଳିଯାଇଛି ଓ ସେଠାରେ କଂଗ୍ରେସ ସଂଖ୍ୟାଗରିଷ୍ଠତା…
ଗୋଆରେ ମୋଟ ୪୦ଟି ସିଟରୁ ୨୦ଟିରେ ଆଗରେ କଂଗ୍ରେସ
ନୂଆଦିଲ୍ଲୀ: ଆଜି ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି । ତେବେ ଏହି ଗଣତି ମଧ୍ୟରେ ଗୋଆରେ ୨୦ଟି ସିଟରେ କଂଗ୍ରେସ ଆଗରେ ରହିଛି । ଅନ୍ୟପକ୍ଷରେ ରାଜ୍ୟରେ ଶାସନରେ ଥିବା ବିଜେପି ୧୬ଟି ସିଟରେ ଆଗରେ…
ଚାଲିଛି କଡ଼ା ଟକ୍କର: ୟୁପିରେ ଯୋଗୀ ଓ ଅଖିଳେଶ ଆଗୁଆ
ୟୁପି: ୫ ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇ ସାରିଛି । ଏହାରି ମଧ୍ୟରେ ହେଭିୱେଟ ନେତାଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସରେ ଆଗୁଆ…
୫ ରାଜ୍ୟର ଭୋଟ ଗଣତି ଜାରି: ଚନ୍ନି, ସିଦ୍ଧୁ ଆଗୁଆ
ନୂଆଦିଲ୍ଲୀ: ଆଜି ମାର୍ଚ୍ଚ ୧୦ ତାରିଖରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି । ଏଥିରେ ପଞ୍ଜାବରେ କଂଗ୍ରେସର ଟ୍ରେଣ୍ଡ୍ ଆଗରେ ଚାଲିଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଉଭୟ ଆସନରେ…
NEET-UGରୁ ହଟିଲା ବୟସ ସୀମା: ନ୍ୟାସନାଲ ମେଡିକାଲ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ନୂଆଦିଲ୍ଲୀ: ମେଡିକାଲ ଶିକ୍ଷାରେ ରୁଚି ରଖୁଥିବା ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ଅଣ୍ଡରଗ୍ରାଜୁଏଟ (ୟୁଜି) ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଗକୁ…
ମହଙ୍ଗା ପଡିଲା ଫେସବୁକ ବନ୍ଧୁତା: ଅଶ୍ଲୀଳ ଭିଡ଼ିଓ କରି ଏବେ ଯୁବତୀ କରୁଛନ୍ତି ….
ନୂଆଦିଲ୍ଲୀ: ଆଜିକାଲି କୋଟି କୋଟି ଲୋକ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । ସୋସିଆଲ ମିଡିଆର ବ୍ୟବହାର ବଢ଼ୁଥିବା ସହ ଠକେଇ ମାମଲା ମଧ୍ୟ ବଢ଼ିବାରେ ଲାଗିଛି । ଏପରି ଏକ ମାମଲା ନୋଏଡାର ସେକ୍ଟର ୪୧ରୁ ସାମ୍ନାକୁ ଆସିଛି,…
ଚାଲିଛି ୫ ରାଜ୍ୟ ଭୋଟ ଗଣତି, ଜାଣନ୍ତୁ କେଉଁ ରାଜ୍ୟରେ କିଏ ରହିଛି ଆଗୁଆ…
ନୂଆଦିଲ୍ଲୀ: ୫ ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ୟୁପି, ପଞ୍ଚାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ ଭୋଟ ଗଣତି ୮ଟାରୁ ଭୋଟ ଗଣତି ଚାଲିଛି । ଗତ ୨ ମାସ ଧରି ଚାଲିଥିବା ରାଜନୀତିର ଆଜି ଆସିବ…