Browsing Category

ଦେଶ ବିଦେଶ

ରୁଷର ମନୋମୁଖୀ କାର୍ଯ୍ୟ ଆଉ ଚଳିବ ନାହିଁ: ଏକାଠି ହେଲେ ଆମେରିକା, ବ୍ରିଟେନ, NATO ଓ ୟୁରୋପୀୟ ସଂଘ

ନୂଆଦିଲ୍ଲୀ: ୟୁକ୍ରେନ ସୀମାରେ ସୈନ୍ୟ ମୁତୟନ କରିଥିବା ରୁଷ ପୁଣି ଏକ ନୂଆ ଆକ୍ସନ ନେଇଛି । ପୂର୍ବ ୟୁକ୍ରେନର ଡୋନେଟସ୍କ ଓ ଲୁହାନସ୍କକୁ ଦୁଇଟି ଅଲଗା ଦେଶର ମାନ୍ୟତା ପ୍ରଦାନ କରିଛି ରୁଷ୍ । ରୁଷ୍ଟ ରାଷ୍ଟ୍ରପତି…

ସ୍ତ୍ରୀର ହାତ-ଗୋଡ଼ ବାନ୍ଧି ମଦୁଆ ସ୍ୱାମୀ ରଖୁଥିଲା ଶାରୀରିକ ସମ୍ବନ୍ଧ, କୋର୍ଟ ଛାଡ଼ପତ୍ରକୁ ଦେଲେ ମଞ୍ଜୁରୀ

ନାଗପୁର: ପତ୍ନୀର ହାତ ଓ ଗୋଡ଼କୁ ବାନ୍ଧି ଜୋରଜବରଦସ୍ତି ପାଟିରେ କପଡ଼ା ପୂରାଇ ଶାରୀରିକ ସମ୍ବନ୍ଧ ରଖୁଥିଲା ସ୍ୱାମୀ । ପ୍ରତିଦିନ ମଦ ପିଇ ଆସିବା ପରେ ସ୍ତ୍ରୀ ସହିତ ଏପରି ହରକତ କରୁଥିଲା ନିର୍ଦ୍ଦୟୀ ସ୍ୱାମୀ । ଏନେଇ…

ଆଶିଷ ମିଶ୍ରାଙ୍କ ଜାମିନ ବିରୋଧରେ ସୁପ୍ରିମକୋର୍ଟରେ ଗଲେ ପୀଡ଼ିତ ପରିବାର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରିଯିବା ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷଙ୍କୁ ମିଳିଥିବା ଜାମିନ ବିରୋଧରେ ଆବେଦନ ସୁପ୍ରିମକୋର୍ଟରେ କରାଯାଇଛି ।…

ଏହି ରାଜ୍ୟରେ ହେବନି ପଞ୍ଚମ ଓ ଅଷ୍ଟମ ବୋର୍ଡ ପରୀକ୍ଷା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: ହରିୟାଣାର ଚଳିତ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀମାନେ ଦେବେନି ୫ମ ଓ ୮ମ ବୋର୍ଡ ପରୀକ୍ଷା । ଏନେଇ ଘୋଷଣା କରିଛନ୍ତି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ତେବେ ଆସନ୍ତା ଶିକ୍ଷାବର୍ଷରୁ ପିଲାମାନେ ବୋର୍ଡ…

ଚରମସୀମାରେ ଋଷ-ୟୁକ୍ରେନ ବିବାଦ: ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ଆଶଙ୍କା

ନୂଆଦିଲ୍ଲୀ:  ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଥିବାବେଳେ ଯେକୌଣସି ମୁହୂର୍ତ୍ତରେ ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧ ଲାଗିଯିବାର ଆଶଙ୍କା ପ୍ରକାଶ ପାଇଛି । ରୁଷ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନ ବୋମାମାଡ଼…

ଯବାନଙ୍କୁ ଛୁଇଁବନି ବାର୍ଦ୍ଧକ୍ୟବସ୍ଥା: ଆମେରିକୀୟ ସେନା ପକ୍ଷରୁ ନିର୍ମାଣ କରାଯାଉଛି ଔଷଧ

ୱାଶିଂଟନ୍: ମହାଭାରତର ଚରିତ୍ର ଅଶ୍ୱତ୍ଥାମା । ଅମର ରହିବାର ବର ପାଇଥିବା ଅଶ୍ୱତ୍ଥାମା ନିଜ ବୟସ କମ କରିବାର ଶକ୍ତି ପାଇଥିଲେ । ସମାନ ଢଙ୍ଗରେ ଆମେରିକୀୟ ସେନା ମଧ୍ୟ ସେହିଭଳି କିଛି ସଫଳତା ହାସଲ କରିବାକୁ ଯାଉଛି ।…

ପାକିସ୍ତାନରେ ଏହି ସୈନ୍ୟ ଅଧିକାରୀ, ନେତାଙ୍କ ପାଖରେ ରହିଛି କୋଟି କୋଟି ସମ୍ପତ୍ତି, ସ୍ୱିସ୍ ବ୍ୟାଙ୍କ ଡାଟା ଲିକରେ ହେଲା ଖୁଲାସା

ବଢ଼ୁଥିବା ଦରଦାମ ଏବଂ ଆର୍ଥିକ ସଂକଟ ଯୋଗୁଁ ପାକିସ୍ତାନର ଅବସ୍ଥା ଖରାପ ରହିଛି । କିନ୍ତୁ ଏହି ଦେଶରେ କିଛି ଏମିତି ଲୋକ ରହିଛନ୍ତି ଯେଉଁମାନଙ୍କର ଅପର୍ଯ୍ୟାପ୍ତ ଧନ ରହିଛି ଏବଂ ତାହା ସ୍ୱିସ୍ ବ୍ୟାଙ୍କରେ ରହିଛି । ଏହି…

ବିଜେପି କର୍ମୀଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ ମୋଦୀ: ଦେଖନ୍ତୁ ଭାଇରାଲ Video

ନୂଆଦିଲ୍ଲୀ: ବିଜେପି କର୍ମୀଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ୟୁପି ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ଗତକାଲି ଉନ୍ନାଓରେ ଏକ ସମାବେଶରେ ଯୋଗ…

ଟ୍ୱିଟର ଫେସବୁକକୁ ଟକ୍କର ଦେବ ଟ୍ରମ୍ପଙ୍କ ନୂଆ ସୋସିଆଲ ମିଡିଆ ଆପ୍

ନୂଆଦିଲ୍ଳୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତାଙ୍କର ନୂଆ ସୋସିଆଲ ମିଡିଆ ଆପ୍ ‘ଟୁଥ୍ ସୋସିଆଲ’ ଲଞ୍ଚ କରିଛନ୍ତି । ଏହି ଆପ୍ ଲଞ୍ଚ ସହ ପୁଣିଥରେ ସେ ସୋସିଆଲ ମିଡିଆ ଜଗତକୁ ଫେରିଛନ୍ତି । ଗତ ୨୦୨୧ ରେ ଫେସବୁକ୍ ଟ୍ୱିଟର…

କୋର୍ବେଭାକ୍ସ ଟିକାକୁ DCGIର ମଞ୍ଜୁରୀ: ୧୨-୧୮ ବର୍ଷ ପିଲାଙ୍କଠାରେ ହେବ ବ୍ୟବହାର

ନୂଆଦିଲ୍ଲୀ: କରୋନା ଟିକା କୋର୍ବେଭାକ୍ସକୁ ଡିସିଜିଆଇର ଚୂଡ଼ାନ୍ତ ଅନୁମତି । ବାୟୋଲୋଜିକାଲ-ଇ’ର ଟିକା କୋର୍ବେଭାକ୍ସକୁ ଅନୁମତି ମିଳିଲା । ୧୨-୧୮ ବର୍ଷ ବୟସ୍କ ପିଲାଙ୍କ ଠାରେ ବ୍ୟବହାର ହେବ ଏହି ଟିକା ।…