Browsing Category
ଦେଶ ବିଦେଶ
UK ରିଲିଜ୍ କଲା ୟୁକ୍ରେନ ଉପରେ ଆକ୍ରମଣର ମ୍ୟାପ୍, ଦେଖନ୍ତୁ କେଉଁ କେଉଁ ସ୍ଥାନରେ ମୁତୟନ ହୋଇଛି ଋଷ ସେନା
ଲଣ୍ଡନ: ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଋଷ-ୟୁକ୍ରେନ ସଙ୍କଟକୁ ନେଇ ବଡ଼ ଖୁଲାସା କରାଯାଇଚି । ଏହି ପରିପ୍ରେକ୍ଷୀରେ ଏକ ମ୍ୟାପ୍ ରିଲିଜ୍ କରାଯାଇଛି । ଏହି ମ୍ୟାପ୍ ରେ କୁହାଯାଇଛି ଯେ, ଋଷ କେଉଁ କେଉଁ…
ୟୁକ୍ରେନ ସଙ୍କଟକୁ ନେଇ ବାଇଡେନ୍ ଡାକିଲେ ସୁରକ୍ଷା ପରିଷଦ ବୈଠକ, ଯେକୌଣସି ମୁହୂର୍ତ୍ତରେ ଋଷ କରିପାରେ ଆକ୍ରମଣ
ୱାଶିଂଟନ୍: ରବିବାର ଦିନ ୟୁକ୍ରେନ୍ ସଙ୍କଟକୁ ନେଇ ଆମେରିକୀ ରାଷ୍ଟ୍ରପତି ଜୋ ବାଇଡେନ୍ ଜାତୀୟ ସୁରକ୍ଷା ପରିଷଦ ବୈଠକ ଡାକିଛନ୍ତି । ହ୍ୱାଇଟ୍ ହାଉସ୍ ର ପ୍ରେସ୍ ସଚିବ ଜେନ୍ ସାକୀ କହିଛନ୍ତି ଯେ, ରାଷ୍ଟ୍ରପତି ବାଇଡେନ୍…
ପ୍ରକାଶ ପାଇଲା ଦୁନିଆର ବେଷ୍ଟ-୧୦ କମ୍ପାନୀ ତାଲିକା: ପ୍ରଥମ ଥର ପାଇଁ Facebook କୁ ମିଳିଲାନି ସ୍ଥାନ
ନୂଆଦିଲ୍ଲୀ: ନିକଟରେ ବିଶ୍ୱର ଶ୍ରେଷ୍ଠ ୧୦ଟି କମ୍ପାନୀର ତାଲିକା ପ୍ରକାଶ କରାଯାଇଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ଲିଷ୍ଟର ଫେସବୁକର ସ୍ଥାନ ନାହିଁ । ବ୍ଲୁମବର୍ଗର ଏକ ରିପୋର୍ଟରୁ ଜଣାପଡ଼ିଛି ଯେ,…
ୟୁରୋପରେ ସାମୁଦ୍ରିକ ଝଡ ୟୁନିସର ତାଣ୍ଡବ: ଏବେ ସୁଦ୍ଧା ନେଲାଣି ୨୦ଜଣଙ୍କ ପ୍ରାଣ
ଲଣ୍ଡନ: ୟୁରୋପରେ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ ୟୁନିସ । ବିଟ୍ରେନ ସମେତ ୟୁରୋପରେ ଅନେକ ଦେଶରେ ଏହି ଝଡ ପ୍ରଭାବରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୧୨୨ କିଲୋମିଟର ବେଗରେ ପବନ ବୋହୁଛି । ମଧ୍ୟ ଆଣ୍ଟଲାଟିକାରେ ଆରମ୍ଭ…
୧୦୦ କୃଷି ଡ୍ରୋନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି: କୃଷି କ୍ଷେତ୍ରରେ ଆସିବ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷେତରେ କୃଷି କାର୍ଯ୍ୟକୁ ନେଇ ୧୦୦ କୃଷକ ଡ୍ରୋନର ଉଦଘାଟନ କରିଛନ୍ତି । ଏହି ଡ୍ରୋନର ବ୍ୟବହାର ଖେତରେ କୀଟନାଶକ ସାମଗ୍ରୀ ଛିଞ୍ଚିବାରେ କରାଯିବ । ଏକ ବିଶେଷ ଅଭିଯାନ…
ସୋପିଆନରେ ଏନକାଉଣ୍ଟର: ଜଣେ ଆତଙ୍କୀ ନିପାତ, ୨ ଯବାନ ଶହୀଦ
ଶ୍ରୀନଗର: ପୁଣି ସୀମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ । ଆଜି ଜମ୍ମୁକଶ୍ମୀର ସୋପିଆନ ଜିଲ୍ଲା ଜେନାପୁର ଚେରମର୍ଗରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା ।…
(Video) ପଶ୍ଚିମବଙ୍ଗରେ ଟିଏମସି ପୋଷ୍ଟରକୁ ନେଇ ବିବାଦ: ମମତା ହେଲେ ଦୁର୍ଗା ମୋଦି ମହିଷାସୁର
ଟିଏମସିର ରୋମାଞ୍ଚକର ପୋଷ୍ଟର... ମମତା ହେଲେ ଦୁର୍ଗା ମୋଦି ମହିଷାସୁର... ପଶ୍ଚିମବଙ୍ଗ ମେଦିନୀପୁର ଜିଲ୍ଲାରେ ଟିମଏମସିର ଏକ ପୋଷ୍ଟରକୁ ନେଇ ସୃଷ୍ଟି ହୋଇଛି ଝଡ଼ । କାରଣ ଏଥିରେ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ…
କୁମାର ବିଶ୍ୱାସଙ୍କୁ ମିଳିଲା Y ଶ୍ରେଣୀ ସୁରକ୍ଷା: ଏଣିକି ସୁରକ୍ଷା ଦାୟିତ୍ୱରେ ରହିବେ ସିଆରପିଏଫ୍ ଯବାନ
ନୂଆଦିଲ୍ଲୀ: ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ କୁମାର ବିଶ୍ୱାସଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । କବି ତଥା ଆପର ପୂର୍ବତନ ନେତା କୁମାର ବିଶ୍ୱାସଙ୍କ ସୁରକ୍ଷା ବ୍ୟବସ୍ଥାକୁ ୱାଇ ଶ୍ରେଣୀକୁ ବୃଦ୍ଧି…
୩ ଖଲିସ୍ତାନୀ ଆତଙ୍କବାଦୀ ଗିରଫ: ସୋସିଆଲ ମିଡିଆରୁ ମିଳୁଥିଲା ହତ୍ୟା ଇସାରା
ହରିୟାଣା: ଗିରଫ ହେଲେ ୩ ଖଲିସ୍ତାନୀ ଆତଙ୍କବାଦୀ । ସୋନୀପତ ପୋଲିସ ଖଲିସ୍ତାନ ଏବଂ ଟାଇଗର ଫୋର୍ସ ସହ ଜଡ଼ିତ ୩ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି । ଗିରଫ ପରେ ଆତଙ୍କବାଦୀ ଠାରୁ ଏକେ-୪୭ ସହ ବହୁ ମାତ୍ରାରେ…
ଘରେ ବସି ଖେଳନ୍ତୁ, ଆଉ ମାତ୍ର ୫ଟି ପ୍ରଶ୍ନର ଉତ୍ତର ଦେଇ ଜିତନ୍ତୁ ୪୦ ହଜାର ଟଙ୍କା
ନୂଆଦିଲ୍ଳୀ: ଘରେ ବସି ବସି ଅର୍ଥ ଉପାର୍ଜନର ଏକ ବଢିଆ ସୁଯୋଗ । ଘରେ ବସି ବସି ମାତ୍ର କିଛି ପ୍ରଶ୍ନର ଉତ୍ତର ଦେଇ ଆପଣ ଜିତି ପାରିବେ ୪୦ ହଜାର ଟଙ୍କା । ଏଥିପାଇଁ ଆପଣଙ୍କୁ ଆବଶ୍ୟକ କେବଳ ଗୋଟିଏ ସ୍ମାର୍ଟ ଫୋନ ଏବଂ କିଛି…