Browsing Category

ଦେଶ ବିଦେଶ

(Video) କଲେକ୍ଟର ହେଲେ ୫ ବର୍ଷର ଝିଅ: ଦେଲେ ଏଭଳି ନିର୍ଦ୍ଦେଶ

୫ ବର୍ଷର ଝିଅ ହେଲା କଲେକ୍ଟର । ଦାୟିତ୍ୱ ସମ୍ଭାଳିଲା ନିଷ୍ପତ୍ତି ବି ନେଲା । ବିନା କୌଣସି ଡ଼ିଗ୍ରୀ ସାର୍ଟିଫିକେଟ କିମ୍ବା କୌଣସି ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ନହୋଇ ବି ଏବେ ଏମିତି ଏକ ଝିଅ ଜିଲ୍ଲାପାଳ…

ସୀମାପୁରୀରେ ଜଣକ ଘରୁ ମିଳିଲା ସନ୍ଦିଗ୍ଧ ବ୍ୟାଗ: IED ଥିବା ସନ୍ଦେହରେ ପହଞ୍ଚିଲେ NSGର ସ୍ୱତନ୍ତ୍ର ଟିମ, ଚାଲିଛି ଖୋଳତାଡ

ନୂଆଦିଲ୍ଲୀ: ସୀମାପୁରୀ ଅଞ୍ଚଳର ଜଣଙ୍କ ଘର ଜବତ ହୋଇଛି ସନ୍ଦିଗ୍ଧ ବ୍ୟାଗ । ଏହାପରେ ବ୍ୟାଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଏହି ବ୍ୟାଗରେ IED ଥିବା ସନ୍ଦେହ କରାଯାଉଥିବା ବେଳେ ଠିକ…

ୟୁକ୍ରେନ ସୀମାର ପ୍ରିପ୍ୟାଟ ନଦୀ ଉପରେ ବ୍ରିଜ୍ ନିର୍ମାଣ କରିଛି ଋଷିଆ: ସାଟେଲାଇଟ୍ ଇମେଜରୁ ହେଲା ବଡ ଖୁଲାସା, ସୈନ୍ୟ ପ୍ରତ୍ୟାହାର ପରେ ବି…

ନୂଆଦିଲ୍ଳୀ: ଋଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ବିବାଦ ଥମିବାର ନା ନେଉନି । ଉଭୟ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ପରସ୍ଥିତି ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ଋଷ ନିଜର ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ ଘୋଷଣା…

ବପ୍ପି ଲହରୀଙ୍କ ଶେଷକୃତ୍ୟ: ଡିସ୍କୋ କିଙ୍ଗଙ୍କୁ ଶେଷ ଶ୍ରଦ୍ଧାଜ୍ଞଳୀ ଜଣାଇଲେ ଫ୍ୟାନ୍

ମୁମ୍ବାଇ: ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ମୃତ୍ୟୁ ମନରୁ ଲିଭିନଥିବାବେଳେ । ବଲିଉଡର ଡିସ୍କୋ କିଙ୍ଗ ବପ୍ପି ଦା’ଙ୍କ ପରଲୋକରେ ବଲିଉଡରେ ଖେଳିଯାଇଛି ଶୋକର ଛାୟା । ବୁଧବାର ମୁମ୍ବାଇ ସ୍ଥିତ ବାସଭବନରେ ୬୯ ବର୍ଷ…

ଭଣ୍ଡ ବାବାଙ୍କ କଥାରେ ଚଲାଉଥିଲେ ଶେୟାର ବଜାର: ଘରେ ରେଡ୍ କଲା ଆୟକର ବିଭାଗ

ନୂଆଦିଲ୍ଳୀ: ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ପୂର୍ବତନ ମୁଖ୍ୟ ଚିତ୍ରା ରାମକୃଷ୍ଣଙ୍କ ଘରେ ରେଡ କରିଛି ଆୟକର ବିଭାଗ । ଜନୈକ ବାବାଙ୍କ କଥାରେ ପରିଚାଳିତ ହୋଇ ଚିତ୍ରା ମନ ଇଚ୍ଛାରେ ନିଯୁକ୍ତି ଦେଉଥିବା ବେଳେ ଅନେକ…

ଗଛ ଲଗାଇଲେ ମାସକୁ ହେବ ୩.୫ ଲକ୍ଷ ଟଙ୍କା ଆୟ: ମୋଦୀ ସରକାର ଦେଉଛନ୍ତି ସବସିଡି

ନୂଆଦିଲ୍ଲୀ: ଯଦି ଆପଣ ନିଜର ୯ରୁ୫ ଚାକିରିରେ ବୋର ହେଇ ଯାଇଛନ୍ତି ତେବେ ଆଜି ଆମେ ଆପଣଙ୍କ ସହିତ ଏକ ବିଜିନେସ ଆଇଡିଆ ଶେୟାର କରିବାକୁ ଯାଉଛୁ । କେବଳ ଗଛ ଲଗାଇ ଆପଣ ମାସକୁ ୩ରୁ ୩.୫ ଲକ୍ଷ ଟଙ୍କା ଆୟ କରି ପାରିବେ । ଏହା…

୫ଦିନ ପରେ ବିପଦଜନକ ଦ୍ୱିପହର! ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଉଲକାପିଣ୍ଡ

ନୂଆଦିଲ୍ଲୀ: ଫେବୃଆରୀ ୨୨ ତାରିଖ ଦ୍ୱିପହର ୧ଟା ୨୪ ମିନିଟ୍ ରେ ପୃଥିବୀ ଠାରୁ ପ୍ରାୟ ୫୩.୬୬ ଲକ୍ଷ କିଲୋମିଟର୍ ଦୂରରୁ ଏକ ବଡ଼ ଉଲକା ପିଣ୍ଡ ଗତି କରିବ । ନାସା ଏହାକୁ ସମ୍ଭାବିତ ବିପଦଜନକ ଉଲକା ପିଣ୍ଡ ଶ୍ରେଣୀରେ ରଖିଛି…

ଆଇନ ଅନୁସାରେ ପ୍ରଥମ ବିବାହ ଶେଷ ନକରିବା ପର୍ଯ୍ୟନ୍ତ ୨ୟ ସ୍ୱାମୀ କିମ୍ବା ସ୍ତ୍ରୀ ପେନସନ୍ ର ହକଦାର୍ ହେବେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟ ବୁଧବାର ଦିନ କହିଛନ୍ତି ଯେ, ଦ୍ୱିତୀୟ ପତ୍ନୀ ନିଜର ମୃତ ସ୍ୱାମୀଙ୍କର ପେନସନ୍ ର ହକଦାର୍ ନୁହେଁ । ଏହି ନିଷ୍ପତ୍ତି ପ୍ରଥମ ବିବାହର ଆଇନଗତ ପୃଥକତା ବିନା ଦ୍ୱିତୀୟ ବିବାହ ଘଟିଥିବା…

‘ଯଦି ପତ୍ନୀ ଜିଦ୍ କରନ୍ତି, ତେବେ ସ୍ୱାମୀ ତାଙ୍କ ସହ ୩ଦିନ ଯାଏଁ ଶୁଅନ୍ତୁ ନାହିଁ, ପିଟନ୍ତୁ’-ପୁରୁଷଙ୍କୁ ଏପରି ପରାମର୍ଶ ଦେଇ…

ମାଲେସିୟା: ବିବାହିତ ପୁରୁଷଙ୍କୁ ପରାମର୍ଶ ଦେଇ ଏବେ ଅଡ଼ୁଆରେ ମହିଳା ମନ୍ତ୍ରୀ । ତାଙ୍କ ଉପରେ ଏବେ ଘରୋଇ ହିଂସାକୁ ପ୍ରଶୟ ଦେବାର ଅଭିଯୋଗ ଅଣାଯାଇଛି । ନିଜର ଅଜବ ପରାମର୍ଶକୁ ନେଇ ଏବେ ସେ ବିବାଦରେ ଛନ୍ଦି ହୋଇଯାଇଛନ୍ତି…

ହିଜାବ ହେଉଛି ମହିଳାଙ୍କ ପ୍ରତି ଅତ୍ୟାଚାରର ପ୍ରତୀକ: ଲେଖିକା ତସଲିମା ନସରିନ୍‌

ନୂଆଦିଲ୍ଲୀ: ହିଜାବକୁ ନେଇ ବିବାଦ ଜାରି ରହିଛି । କର୍ଣ୍ଣାଟକରେ ଏହାକୁ ଶିକ୍ଷାନୁଷ୍ଠାନ ମାନଙ୍କରେ ଅନୁମତି ନେଇ ଦାବି ଜୋର ଧରିଥିବା ବେଳେ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବାଂଲାଦେଶୀ ଲେଖିକା ତସଲିମା…