CHARIDHAM
Browsing Category

ଦେଶ ବିଦେଶ

‘ପ୍ରତିଦିନ ସ୍ୱପ୍ନରେ ଆସୁଛନ୍ତି ଭଗବାନ ଶ୍ରୀକୃଷ୍ଣ, କହୁଛନ୍ତି ଦଳ ଗଢ଼ିବ ସପା’: ଅଖିଳେଶ ଯାଦବ

ଉତ୍ତରପ୍ରଦେଶ: ସମାଜବାଦୀ ପାର୍ଟୀ ମୁଖ୍ୟ ଅଖିଳେଶ ଯାଦବ ସୋମବାର କହିଛନ୍ତି ଯେ ଭଗବାନ କୃଷ୍ଣ ସବୁଦିନ ତାଙ୍କ ସ୍ୱପ୍ନ ଆସୁଛନ୍ତି ଏବଂ ତାଙ୍କୁ କହୁଛନ୍ତି ଯେ ସପା ସରକାର ଗଢ଼ିବ । ଅଖିଳେଶ ଦାବି କରିଛନ୍ତି ଯେ ଏମିତି…

୨୦୨୨ ରେ ଦେବାଳିଆ ହୋଇପାରେ ଶ୍ରୀଲଙ୍କା ! ରେକର୍ଡ ସ୍ତରରେ ଦେଶର ମହଙ୍ଗାଇ

ନୂଆଦିଲ୍ଲୀ : ଶ୍ରୀଲଙ୍କା ସଂପ୍ରତି ଦୟନୀୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ମହଙ୍ଗା ରେକର୍ଡସ୍ତରରେ ରହିଛି। ଖାଦ୍ୟ ପଦାର୍ଥର ମୂଲ୍ୟ ଆକାଶ ଛୁଆଁ ରହିଛି, ଏହି କାରଣରୁ ଦେଶର ରାଜସ୍ଵ ସରିବାକୁ ବସିଛି। ସ୍ଥିତି…

ଓମିକ୍ରନ୍ ସହିତ ଲଢ଼ିବାରେ ଶକ୍ତି ଯୋଗାଇବ ଏହି ୮ଟି ସୁପରଫୁଡ୍, ଶୀତ ଦିନେ ବଢ଼ାଇବ ଇମ୍ୟୁନିଟି

ଓଡ଼ିଶା ଭାସ୍କର ବ୍ୟୁରୋ: କରୋନା ଭାଇରସ୍ ର ନୂତନ ଭାରିଆଣ୍ଟ ଓମିକ୍ରନ ଏବେ ଦେଶରେ ବ୍ୟାପିସାରିଲାଣି । ପ୍ରତ୍ୟେକ ଦିନ ବିଭିନ୍ନ ରାଜ୍ୟରୁ ଆକ୍ରାନ୍ତ ଚିହ୍ଟ ହେଉଛନ୍ତି । ଦେଶରେ ଏଯାବତ୍ ଓମିକ୍ରନର ୧୭୦୦ ମାମଲା ସାମନାକୁ…

ସେନାର ଯବାନଙ୍କୁ ମିଳିଲା ସ୍ୱଦେଶୀ ରକ୍ଷା କବଚ: ଏଣିକି ପାଣିପାଗ କି ଶତ୍ରୁ କରିପାରିବେନି କ୍ଷତି

ନୂଆଦିଲ୍ଲୀ: ପୂର୍ବ ଲଦାଖ, ଉତ୍ତରୀ ସିକ୍କିମ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ହିମାଳୟ ଉଚ୍ଚତା ଥିବା ଅଞ୍ଚଳରେ ଡ୍ୟୁଟିରେ ଥିବା ଭାରତୀୟ ସୈନିକମାନଙ୍କୁ ଏଣିକି ସ୍ୱଦେଶୀ ଗରମ ପୋଷାକ ମିଳିବ । ଏହି EXTREME COLD…

ରାଜଧାନୀରେ ବଢ଼ିଲା ଲକଡାଉନ ସମ୍ଭାବନା, ଦିନକରେ ଚିହ୍ନଟ ହେଲେ ୪୧୦୦, ସଂକ୍ରମଣ ହାର ୬% ପାର

ନୂଆଦିଲ୍ଲୀ: ପୁଣି ବେକାବୁ ହେଉଛି କରୋନା । ଦେଶରେ ପୁଣି ଥରେ ଦ୍ରୁତ ଭାବରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଭାଇରସ । ସୋମବାର ରାଜଧାନୀ ଦିଲ୍ଲୀରେ ଗୋଟିଏ ଦିନରେ ୪୦୦୦ ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି,…

କରୋନା ପ୍ରଭାବ: ଅଫିସରେ ବାୟୋମେଟ୍ରିକ ଉପସ୍ଥାନ ବାତିଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇଛି । କରୋନା ସହିତ ଓମିକ୍ରନ ଭାରିଆଣ୍ଟ ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣ ବଢ଼ୁଥିବାରୁ ବାୟୋମେଟ୍ରିକ ଉପସ୍ଥାନ ବାତିଲ ହୋଇଛି । ସମସ୍ତ କେନ୍ଦ୍ର…

ପିଲାଙ୍କୁ ଟିକା: ପ୍ରଥମ ଦିନରେ ଟିକା ନେଲେ ୧୩ ଲକ୍ଷରୁ ଅଧିକ

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଛି ପିଲାଙ୍କୁ ଟିକାକରଣ । ପ୍ରଥମ ଦିନରେ ପ୍ରାୟ ୧୩ ଲକ୍ଷ ପିଲାଙ୍କୁ ଟିକାକରଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କୋ-ୱିନ୍ ଆପ୍ ସିଇଓ ଡାକ୍ତର ଆର.ଏସ ଶର୍ମା । ସେ କହିଛନ୍ତି ଦିନ ୩ଟା…

ଦ୍ୱୈତ ନଗରୀ ବଢ଼ିଲା Omicron ସଙ୍କଟ, ଏହି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବନ୍ଦ

ମୁମ୍ବାଇ: ଦ୍ୱୈତ ନଗରୀ ବା ମୁମ୍ବାଇରେ କରୋନା ମାମଲା ଓ ଏହା ସହିତ ଓମିକ୍ରନ ଭାରିଆଣ୍ଟର ମାମଲା ବଢ଼ିବାରେ ଲାଗିଛି । ଗତ କିଛିଦିନ ହେବ ରେକର୍ଡ ସଂଖ୍ୟକ ମାମଲା ସାମ୍ନାକୁ ଆସୁଥିବାରୁ ସରକାର ଆଲର୍ଟ ହୋଇଛନ୍ତି ।…

ଲଖିମପୁର ହିଂସା ମାମଲାରେ ଆଶିଷ ମିଶ୍ରା ମୁଖ୍ୟ ଅଭିଯୁକ୍ତ: ୫ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଏସଆଇଟି

ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସା ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ଏସଆଇଟି । ୫ ହଜାର ପୃଷ୍ଠାର ଚାର୍ଜସିଟ୍ ରେ ଏସଆଇଟି କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ମୁଖ୍ୟ ଅଭିଯୁକ୍ତ…

ନୂଆ ସମସ୍ୟା! ଆଲଫା, ଡେଲଟା, ଓମିକ୍ରନ ପରେ ଏବେ ଫ୍ଲୋରୋନା ଭୟ, ଜାଣନ୍ତୁ କଣ ଏହାର ଲକ୍ଷଣ

ନୂଆଦିଲ୍ଲୀ: କରୋନା ଗତ ଦୁଇବର୍ଷ ହେଲା ବିଶ୍ୱବ୍ୟାପୀ କାୟା ବିସ୍ତାର କରି ରଖିଛି । ଏହି ଦୁଇବର୍ଷ ମଧ୍ୟରେ ବିଶ୍ୱର କୋଟି କୋଟି ଲୋକ ଏହି ମହାମାରୀ କାରଣରୁ ପ୍ରାଣ ହରାଇସାରିଲେଣି । ତାଉପରେ ପୁଣି ଏହି ଭାଇରସ୍ ର ନୂଆ…