Browsing Category

ଦେଶ ବିଦେଶ

ଟିଏମସିରେ ଯୋଗ ଦେଲେ କଂଗ୍ରେସ ସାଂସଦ: ଭାରତ ପାଇଁ ଖେଳି ସାରିଛନ୍ତି କ୍ରିକେଟ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା କଂଗ୍ରେସ ସାଂସଦ କୀର୍ତ୍ତି ଆଜାଦ ଆଜି ଟିଏମସିରେ ଯୋଗ ଦେଇଛନ୍ତି । ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଆଜାଦ(୬୨) ଏବଂ ଅଶୋକ ତନୱର ଦଳରେ ଯୋଗ ଦେଇଛନ୍ତି…

କ୍ଲାସ୍ ଚାଲିଥିବା ବେଳେ ଉଠି ଆସି ଶିକ୍ଷୟତ୍ରୀଙ୍କୁ ଚାପୁଡା ମାରିଲେ ଛାତ୍ରୀ, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଏକବିଂଶ ଶତାବ୍ଦୀ ଅର୍ଥାତ ଆଧୁନିକ ଯୁଗରେ ମଧ୍ୟ କଳା-ଗୋରା ଭେଦଭାବ ରହିବା ଦୁର୍ଭାଗ୍ୟଜନକ କଥା। ଏମିତି ଭେଦଭାବ ଯଦି ବିଦ୍ୟାଳୟରେ ଦେଖିବାକୁ ମିଳେ ତେବେ ଆଉ କଣ କୁହାଯିବ। ଗୋଟିଏ ସ୍କୁଲରେ ପାଠପଢା…

ମୋ ପୁଅକୁ ମିଥ୍ୟା ଡ୍ରଗ୍ସ କେସରେ ଫସା ଯାଇଛି, ସମୀର ଓ୍ଵାଙ୍ଖଡେଙ୍କ ବିରୋଧରେ ରିଟାୟର୍ଡ ଏସିପି ଆଣିଲେ ସଙ୍ଗୀନ ଅଭିଯୋଗ

ମୁମ୍ବାଇ ୨୩।୧୧ : ହାଇ ପ୍ରୋଫାଇଲ ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ଵାଙ୍ଖଡେଙ୍କ ଅଡୁଆ ବଢିବାରେ ଲାଗିଛି। ଗୋଟିଏ ପଟେ ଆର୍ୟନଙ୍କ ବିରୋଧରେ…

ଭୁଲରେ ୪ ବର୍ଷର ପୁଅ ଉପରେ କାର୍ ଚଢ଼ାଇଲେ ବାପା, ଚାଲିଗଲା ନିରୀହର ଜୀବନ

ହାଇଦ୍ରାବାଦ୍: ବାପାଙ୍କ ଭୁଲ ଯୋଗୁଁ ଚାଲିଗଲା ୪ ବର୍ଷର ପୁଅର ଜୀବନ । ଟିକେ ଅବହେଳା ଗୋଟେ ପୁଅକୁ ତାର ବାପାଙ୍କ ଠାରୁ ଅଲଗା କରିଦେଇଛି । ସୂଚନା ଅନୁସାରେ, ହାଇଦ୍ରାବାଦର ଏଲବି ନଗରରେ ରବିବାର ଦିନ ଏକ ହୃଦୟଥରା ଘଟଣା…

୨୬/୧୧ ଆକ୍ରମଣ ପରେ ମନମୋହନ ସରକାର ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ନିରବ ରହିଥିଲା

ନୂଆଦିଲ୍ଲୀ: ୨୦୦୮ ମସିହା ନଭେମ୍ବର ମାସ ୨୬ ତାରିଖରେ ଘଟିଥିବା ମୁମ୍ବାଇ ଆକ୍ରମଣ କଂଗ୍ରେସ ସରକାରର ଦୁର୍ବଳତାକୁ ପଦାରେ ପକାଇ ଦେଇଥିଲା । ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂହ ଏନେଇ କୌଣସି କଠୋର…

ଏଣିକି ମୂଷା ଓ ମାଙ୍କଡ଼ଙ୍କ ଠାରୁ ବ୍ୟାପୁଛି ମାରାତ୍ମକ ଭାଇରସ୍, ବିଶେଷଜ୍ଞ ଦେଲେ ଏଭଳି ଚେତାବନୀ

ନୂଆଦିଲ୍ଲୀ: ଗତଦୁଇ ବର୍ଷ ହେଲା କରୋନା ଭାଇରସ୍ ସାରା ଦୁନିଆର ଲୋକଙ୍କ ନିଦ ଉଡ଼ାଇ ଦେଇଛି । ଆଶ୍ୱସ୍ତିକର କଥା ଯେ, ବର୍ତ୍ତମାନ ଧୀରେ ଧୀରେ ଏହାର ପ୍ରକୋପ କମିବାରେ ଲାଗିଛି । ତାପରେ ବି କୋଭିଡ୍ ପଜିଟିଭ୍ ଚିହ୍ନଟ…

ନର୍ସିଂ ହୋମରେ ଲାଗିଲା ଭୟଙ୍କର ନିଆଁ, ୯ ଜଣ ଜୀବନ୍ତ ଦଗ୍ଧ

ବୁଲଗେରିଆ: ସୋମବାର ଦିନ ବୁଲଗେରିଆର ଏକ ନର୍ସିଂ ହୋମ୍ ରେ ନିଆଁ ଲାଗିବା ଫଳରେ ୯ଜଣଙ୍କ ଜୀବନ ଚାଲିଯାଇଛି । ଏଠାରେ ଚିକିସାôଧୀନ ଥିବା ୯ଜଣ ପ୍ରାପ୍ତ ବୟସ୍କଙ୍କ ମୃତ୍ୟୁ ହୋଇଯାଇଛି । ଦମକଳ ବିଭାଗର ପ୍ରମୁଖ ସୂଚନା ଦେଇ…

ରାସ୍ତା ଉପରେ ଜଳିଗଲା ବସ୍, ୧୨ ଶିଶୁଙ୍କ ସମେତ ୪୫ ଯାତ୍ରୀ ମୃତ

ବୁଲଗେରିଆ: ରାସ୍ତା ଉପରେ ହଠାତ୍ ଜଳି ଉଠିଲା ବସ୍ । ଫଳରେ ନିଆଁ କବଳରେ ଆସି ୪୫ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏଥିରେ ୧୨ ଜଣ ଶିଶୁ ଯାତ୍ରା କରୁଥିବା ଜଣାପଡ଼ିଛି । ବସ୍ ରେ ଯାତ୍ରା କରୁଥିବା ଅଧିକାଂଶ ଉତ୍ତର ମେସେଡୋନିଆ…

ସ୍ମାର୍ଟଫୋନ୍ କମ୍ପାନୀ ଓପ୍ପୋ ଭାରତରେ ଲଞ୍ଚ କରିବ ଇଲେକ୍ଟ୍ରିକ୍ କାର୍, ଜାଣନ୍ତୁ କେବେ ଆସିବ ପ୍ରଥମ ଇଭି

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଗୁଡ଼ିକ ଏବେ ଖୁବ୍ ଶୀଘ୍ର ଇଲେକ୍ଟ୍ରିକ୍ ଗାଡ଼ି ସହିତ ଅଟୋମୋଟିଭ୍ ସ୍ପେସ୍ ରେ ଏଣ୍ଟ୍ରି କରିବାକୁ ଯୋଜନା କରୁଛନ୍ତି । ସ୍ମାର୍ଟଫୋନ୍ କମ୍ପାନି ଏବେ ଏକ ପ୍ରକାର ପାରମ୍ପରିକ…

ଓଡ଼ିଆ ଯୋଦ୍ଧାଙ୍କୁ ମରଣୋତ୍ତର ବୀର ଚକ୍ର ସମ୍ମାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ବୀର ନୁଦୁରାମ ସୋରେନଙ୍କୁ ମରଣୋତ୍ତର ବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ପତ୍ନୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।…