Browsing Category
ଦେଶ ବିଦେଶ
୬୩ କେଜିର ମହିଳାଙ୍କୁ ନିଜ ଦାଢ଼ିରେ ଉଠାଇଲେ ଏହି ବ୍ୟକ୍ତି, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଗିନିଜ୍ ୱର୍ଡ ରେକର୍ଡ ପକ୍ଷରୁ ଇନଷ୍ଟାଗ୍ରାମ ପେଜ୍ ରେ ଏକ ତାଜୁବ୍ କରିବା ପରି ଭିଡିଓ ସେୟାର୍ କରାଯାଇଛି । ଏଥିରେ ଜଣେ ବ୍ୟକ୍ତି ନିଜ ଶକ୍ତ ଦାଢ଼ିରେ ୬୩ କେଜି ଓଜନର ଜଣେ ମହିଳାଙ୍କୁ ଉଠାଉଥିବା ଦେଖିବାକୁ…
ଆହୁରି ସଶକ୍ତ ହେଲା ଭାରତୀୟ ନୌସେନା, ସମୁଦ୍ରକୁ ଓହ୍ଲାଇଲା ଆଇଏନ୍ଏସ୍ ବିଶାଖାପାଟନମ୍
ମୁମ୍ବାଇ,: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ବିଶାଖାପାଟନମ୍ ଭାରତୀୟ ନୌସେନାରେ ସାମିଲ ହୋଇଛି । ରବିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ରାଜନାଥ ସିଂହ ଏହି ସମାରୋହରେ ଯୋଗଦେଇ ଏହାକୁ ନୌସେନାରେ ସାମିଲ…
ସିଂହକୁ ଖାଦ୍ୟ ଭାବେ ଦିଆଗଲା ଗାଈ, ଭିଡିଓ ଭାଇରାଲ୍ ପରେ ୧୨ଜଣଙ୍କ ବିରୋଧରେ ଆସିଲା ଅଭିଯୋଗ
ଜୁନାଗଡ଼: ଗୁଜୁରାଟର ଜୁନାଗଡ଼ର ଗିର ଜଙ୍ଗଲର ଏକ ଗାଁରେ ଅବୈଧ କାର୍ଯ୍ୟକଳାପ ଦେଖିବାକୁ ମିଳିଛି । ଏଠାରେ ଗୋଟିଏ ସିଂହ ଆଗରେ ତାର ଖାଦ୍ୟ ରୂପରେ ଗୋଟିଏ ଗାଈକୁ ଦିଆଯାଇଛି । ଏହାର ଭିଡିଓ ଭାଇରାଲ୍ ପରେ ହଙ୍ଗାମା ଦେଖିବାକୁ…
ବୁଧବାର ପ୍ରତ୍ୟାହାର ହୋଇପାରେ କୃଷି ଆଇନ୍, କେନ୍ଦ୍ର କ୍ୟାବିନେଟ୍ରେ ହେବ ଉପସ୍ଥାପନ
ନୂଆଦିଲ୍ଲୀ: କୃଷି ଆଇନକୁ କେନ୍ଦ୍ରସରକାର ଏବେ ଶୀଘ୍ରାତିଶୀଘ୍ର ପ୍ରତ୍ୟାହାର କରିବାକୁ ବିଚାର କରୁଛନ୍ତି । ସୂତ୍ରରୁ ମିଳୁଥିବା ସୂଚନାରେ ଆଗାମୀ ବୁଧବାର ଅର୍ଥାତ ୨୪ ନଭେମ୍ବର ୨୦୨୧ରେ ମୋଦିଙ୍କ ମନ୍ତ୍ରିମଣ୍ଡଳ କୃଷି…
ଟିକା ନେଲେ ମିଳିବ ଲକି ଡ୍ର ଓ ଫ୍ରି ବ୍ୟାଜ୍: ଟିକାକରଣକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା
ନୂଆଦିଲ୍ଳୀ: ଟିକାକରଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ରବିବାର ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଲକି ଡ୍ର, କାର୍ଯ୍ୟାଳୟରେ ଟିକା ଏବଂ ଫ୍ରି ବ୍ୟାଜ ପ୍ରଦାନ କରାଯିବ…
ପୁଲୱାମା ବିସ୍ଫୋରଣ ପାଇଁ ରାସାୟନିକ ପଦାର୍ଥ ଯୋଗାଇଥିଲା ଆମାଜନ୍: ଦେଶଦ୍ରୋହ ମାମଲା ରୁଜୁ ପାଇଁ ଦାବି କଲା CAIT
ନୂଆଦିଲ୍ଳୀ: ଭାରତୀୟ ବ୍ୟବସାୟିକ ସଂଘ(ସିଏଆଇଟି) ପକ୍ଷରୁ ଏକ ସଙ୍ଗୀନ ଅଭିଯୋଗ ଅଣାଯାଇଛି । ପୁଲୱାମା ବିସ୍ଫୋରଣ ପୂର୍ବରୁ ଆତଙ୍କୀଙ୍କ ନିକଟରେ ବିସ୍ଫୋରକ ସାମଗ୍ରୀ ପହଞ୍ଚାଇବାରେ ଆମାଜନ ସହାୟତା କରିଥିଲା ବୋଲି ସିଏଆଇଟି…
ତ୍ରିପୁରାରୁ ଗିରଫ ହେଲେ ଟିଏମସି ନେତ୍ରୀ ସାୟୋନୀ ଘୋଷ: ଜାଣନ୍ତୁ କଣ ରହିଛି କାରଣ
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତ୍ରୀ ସାୟୋନୀ ଘୋଷଙ୍କୁ ଗିରଫ କରିଛି ତ୍ରିପୁରା ପୋଲିସ । ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗରେ ପୋଲିସ ତୃଣମୂଳ କଂଗ୍ରେସର ଯୁବ ସଭାପତି ସାୟୋନୀ ଘୋଷଙ୍କୁ ରବିବାର ଗିରଫ କରିଛି…
ଭୂତ ସହିତ ବିତାନ୍ତୁ ଗୋଟିଏ ରାତି: ମିଳିବ ୧୬ ହଜାର ଟଙ୍କା
ନୂଆଦିଲ୍ଲୀ: ଯଦି ଜଣେ ପ୍ରପର୍ଟି କିଣୁଥାନ୍ତି ଏବଂ ସେହି ସ୍ଥାନରେ ଭୁତ ପ୍ରେତ ଥିବା ଗୁଜବ ଶୁଣିବାକୁ ମିଳେ ତାହେଲେ ସାଧାରଣତଃ ଲୋକେ ସେଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । ଭାରତରେ ଏସବୁ ପାଇଁ ପୂଜା ପାଠ କିମ୍ବା…
ଦିଲ୍ଲୀର ଅଟୋ ଚାଳକଙ୍କୁ କଲ୍ କରି ପଚାରନ୍ତୁ, ପ୍ରଶଂସା ନକଲେ ଭୋଟ୍ ଦେବେନି: କେଜ୍ରିଓ୍ଵାଲ
ହରିଦ୍ଵାର : ଆସନ୍ତା ବର୍ଷ ଦେଶର ୫ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହାକୁ ନେଇ ଏବେଠୁ ରାଜନୈତିକ ଦଳଗୁଡିକ ପକ୍ଷରୁ ସଜବାଜ ଆରମ୍ଭ ହୋଇଗଲାଣି। ଏଥିରେ ପଛରେ ନାହିଁ ଆମ୍ ଆଦମୀ ପାର୍ଟି। ଦଳର ରାଷ୍ଟ୍ରୀୟ…
୧୫ ମନ୍ତ୍ରୀଙ୍କ ସହିତ କ୍ୟାବିନେଟ ସଂପ୍ରସାରଣ କଲେ ଗେହଲଟ୍: ପାଇଲଟ୍ ଅନୁଗାମୀଙ୍କୁ ପ୍ରାଧାନ୍ୟ
ନୂଆଦିଲ୍ଳୀ: ରବିବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜର କ୍ୟାବିନେଟ ସଂପ୍ରସାରଣ କରିଛନ୍ତି । ଶନିବାର ସମସ୍ତ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିବା ବେଳେ ରବିବାରର ଶପଥ ଗ୍ରହଣ ଉତ୍ସବରେ ସଚିନ…