Browsing Category
ଦେଶ ବିଦେଶ
Zika Virus: ଆଇସୋଲେସନରେ ରହିବେ ଜିକା ଭାଇରସ୍ ସଂକ୍ରମିତ, ହେବ କଣ୍ଟେନମେଣ୍ଟ ଜୋନ୍
ଲଖନଉ: କରୋନା ଭାଇରସ୍ ପରେ ଏବେ ଦେଶକୁ ଡରାଇଲାଣି ଜିକା ଭାଇରସ୍ । ଦେଶର ବିଭିନ୍ନ ରାଜ୍ୟରେ ଜିକା ଭାଇରସ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ କାନପୁର ପରେ ଏବେ ରାଜଧାନୀ ଲଖନଉରେ ଜିକା ଭାଇରସ୍ ର…
ଖୁସି ଖବର: ଭାରତ ଯାତ୍ରା କରୁଥିବା ୫ ବର୍ଷର ପିଲାଙ୍କର ହେବନି କୋଭିଡ୍ ଟେଷ୍ଟ୍
ନୂଆଦିଲ୍ଲୀ: ଭାରତ ଯାତ୍ରା କରୁଥିବା ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ କୌଣସି କୋଭିଡ୍-୧୯ ପରୀକ୍ଷା ହେବ ନାହିଁ ବୋଲି ନୂତନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି । କେନ୍ଦ୍ର…
COP26: ଜଳବାୟୁ କୂଟନୀତିରେ ଭାରତକୁ ବଡ଼ ଜିତ୍, ଶେଷ ମୁହୂର୍ତ୍ତରେ ଦୁନିଆକୁ ମନାଇବାରେ ହେଲା ସଫଳ
ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନକୁ ରୋକିବା ଲକ୍ଷ୍ୟରେ ଗ୍ଲାସ୍ଗୋରେ ଚାଲିଥିବା ମିଳିତ ଜାତିସଂଘର ସମ୍ମିଳନୀ କପ୍୨୬ ରେ ଭାରତ ଆନ୍ତର୍ଜାତୀୟ କୂଟନୀତି ସ୍ତରରେ ଏକ ବଡ଼ ବିଜୟ ହାସଲ କରିଛି। ଏଠାରେ ହୋଇଥିବା ସମ୍ମିଳନୀରେ…
୨ଟି ଚାଲାଣ ପରେ ବି ଯଦି ଭୂଲ ଦିଗରେ ଗାଡ଼ି ଚଲାଉଛନ୍ତି ତେବେ ସସପେଣ୍ଡ୍ ହୋଇଯିବ DL, ଜାଣନ୍ତୁ କଣ କହୁଛି ନୂଆ ନିୟମ
ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ଏବେ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରାଯାଉଛି । ସଡ଼କ ଦୁର୍ଘଟଣାକୁ ଆଖି ଆଗରେ ରଖି ବିଭିନ୍ନ ରାଜ୍ୟର ସରକାର ନିୟମାବଳୀ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ଖାସ୍ କରି ୟୁପି, ହରିୟାଣା,…
ପ୍ରଧାନମନ୍ତ୍ରୀ ମୋଦି ଆଜି ଉପଭୋକ୍ତାଙ୍କ ଖାତାକୁ ଟ୍ରାନ୍ସଫର କରିବେ ୭୦୦ କୋଟି, ଚେକ୍ କରିନିଅନ୍ତୁ ନିଜ ଆକାଉଣ୍ଟ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରଧାନମନ୍ତ୍ରୀ ଆୱାସ ଯୋଜନା-ଗ୍ରାମୀଣ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂରେ ଭାଗ ନେବେ । ଏହି ଅବସରରେ ମୋଦି ୧ ଲକ୍ଷ ୪୭ ହଜାରରୁ ଅଧିକ ଉପଭୋକ୍ତାଙ୍କ ବ୍ୟାଙ୍କ…
କରୋନାର ହଟସ୍ପଟ୍ ପାଲଟିଛି ୟୁରୋପ, ରେକର୍ଡ ସଂଖ୍ୟାରେ ମାମଲାକୁ ନେଇ ଚେତାବନୀ ଦେଲା WHO
ନୂଆଦିଲ୍ଲୀ: ଗତବର୍ଷ ଠାରୁ କରୋନା ମହାମାରୀ ବିଶ୍ୱର ଜନସାଧାରଣଙ୍କ ପାଇଁ ସଙ୍କଟ ପରିସ୍ଥିତି ସୃଷ୍ଟି କରିଛି । ଏବେ ପୁଣିଥରେ ୟୁରୋପରେ କରେନାର ତାଣ୍ଡବ ଦେଖିବାକୁ ମିଳିଛି । କହିବାକୁ ଗଲେ ୟୁରୋପ ଏବେ କରୋନା କେନ୍ଦ୍ର…
ଜେଲରେ କଏଦୀଙ୍କ ମଧ୍ୟରେ ହଣାକଟା, ୬୮ ମୃତ; ଭାଇରାଲ୍ ହେଉଛି ରକ୍ତସଂଘର୍ଷର ଭିଡିଓ
ନୂଆଦିଲ୍ଲୀ: ଇକ୍ୱାଡୋର୍ ର ସବୁଠାରୁ ବଡ଼ ଜେଲ୍ ଭିତରେ ଶନିବାର ଦିନ ଭୟଙ୍କର ହିଂସାକାଣ୍ଡ ଦେଖିବାକୁ ମିଳିଛି । କଏଦୀ-କଏଦୀଙ୍କ ମଧ୍ୟରେ ହଣାକଟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହି ରକ୍ତାକ୍ତ ହିଂସାକାଣ୍ଡରେ ୬୮ ଜଣ…
ମହାରାଷ୍ଟ୍ର ପୋଲିସକୁ ବଡ଼ ସଫଳତା: ୨୬ ମାଓବାଦୀ ନିପାତ
ନାଗପୁର: ମହାରାଷ୍ଟ୍ରର ନକ୍ସଲ ପ୍ରବଣ ଜିଲ୍ଲା ଗଡ଼ଚିରୋଲିରେ ଶନିବାର ଦିନ ପୁଲିସକୁ ବଡ଼ ସଫଳତା ମିଳିଛି । ଆଜି ସକାଳେ ଗଡ଼ଚିରୋଲି କୋଟଗୁଲ-ଗ୍ୟାରାପଟ୍ଟି ଜଙ୍ଗଲରେ ହୋଇଥିବା ବଡ଼ ଧରଣର ପୁଲିସ ଅପରେସନରେ ୨୬ ଜଣ…
୭ ଦିନ ପାଇଁ ରାଜଧାନୀରେ ବନ୍ଦ ରହିବ ସ୍କୁଲ: ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା
ନୂଆଦିଲ୍ଲୀ: ଦେଶରେ କରୋନା ପାଇଁ ସମସ୍ତ ସ୍କୁଲ କଲେଜ ଦୀର୍ଘଦିନ ଧରି ବନ୍ଦ ରହିଥିବା ବେଳେ ଧୀରେ ଧୀରେ ସ୍କୁଲ ଗୁଡିକ ଖୋଲୁଥିଲା । ମାତ୍ର ଶନିବାର ପୁଣି ଥରେ ସମସ୍ତ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି…
ଜିନ୍ନାଙ୍କୁ ସ୍ୱାଧିନତା ସଂଗ୍ରାମୀ କହିଲେ ଜେଡିୟୁ ବିଧାୟକ; ଏମିତି ପ୍ରତିକ୍ରିୟା ରଖିଲା ବିଜେପି
ନୂଆଦିଲ୍ଳୀ: ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ସ୍ୱାଧୀନତା ସଂଗ୍ରାମୀ ବୋଲି କହି ଅଡୁଆରେ ବିଧାୟକ । ଜିନ୍ନାଙ୍କୁ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବରେ ଅଭିହିତ କରିବା ଫଳରେ ବିଜେପିର ରୋଷର ଶିକାର…