Browsing Category
ଦେଶ ବିଦେଶ
ଦୀପୋତ୍ସବ: ଆଜି ସାଢେ ସାତ ଲକ୍ଷ ଦୀପରେ ଝଲସି ଉଠିବ ଅଯୋଧ୍ୟା, ୧୨ ହଜାର ସ୍ୱେଚ୍ଛାସେବୀ କରିବେ ବିଶ୍ୱ ରେକର୍ଡ
ଅଯୋଧ୍ୟା : ଲଙ୍କା ବିଜୟ ଓ ବନବାସ ପରେ ଭଗବାନ ରାମଙ୍କ ଅଯୋଧ୍ୟା ଆଗମନ ଖୁସିରେ ରାମନଗରୀ ଆଜି ଦୀପରେ ଝଲସି ଉଠିବ । ଦୀପୋତ୍ସବରେ ବୁଧବାର ଅଯୋଧ୍ୟାର ସରୟୁ ନଦୀତଟରେ ସାଢେ ସାତ ଲକ୍ଷ ଦୀପ ପ୍ରଜ୍ଜ୍ୱଳିତ ହେବ। ଏହି ଭବ୍ୟ…
ଅଭିନେତା ପୁନିଥଙ୍କ ମୃତ୍ୟୁପରେ ମେଡିକାଲରେ ଲାଗିଛି ଭିଡ଼, କାରଣ ଜାଣିଲେ ଆପଣ ବି…
ବେଙ୍ଗାଲୁରୁ: କନ୍ନଡ଼ ଫିଲ୍ମ ଅଭିନେତା ପୁନିଥ ରାଜକୁମାର ଆଉ ଏ ଦୁନିଆରେ ନାହାନ୍ତି । ଗତ ଶୁକ୍ରବାର ଦିନ ହୃଦଘାତ ଯୋଗୁଁ ବେଙ୍ଗାଲୁରୁର ଏକ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି । ମାତ୍ର ୪୬ ବର୍ଷ ବୟସରେ ସେ ଦୁନିଆକୁ…
ଷ୍ଟେଟ୍ ବ୍ୟାଙ୍କର ପୂର୍ବତନ ମୁଖ୍ୟଙ୍କୁ ବାସଭବନରୁ ଗିରଫ, ଋଣରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ
ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପୂର୍ବତନ ମୁଖ୍ୟ ପ୍ରତୀପ ଚୌଧୁରୀଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରାଯିବା ପରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଋଣରେ ଦୁର୍ନୀତି ହୋଇଥିବା ଅଭିଯୋଗ ନେଇ…
ନଭେମ୍ବର ୫ରେ କେଦାରନାଥ ଯିବେ ମୋଦି, ୨୫୦ କୋଟିର ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ
ନୂଆଦିଲ୍ଲୀ : ଆସନ୍ତା ୫ ତାରିଖରେ ଉତ୍ତରାଖଣ୍ଡର କେଦାରନାଥ ପରିଦର୍ଶନରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେଦାରନାରେ ସେ ପୂଜାର୍ଚ୍ଚନା କରିବା ସହ ୨୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କେଦାରପୁରୀ ପୁନର୍ଗଠନ…
ରେଲୱେରେ ନିଯୁକ୍ତି ପାଇଁ ବଡ ସୁଯୋଗ, ୧୬୬୪ଟି ଆପ୍ରେଣ୍ଟିସି୍ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ
ନୂଆଦିଲ୍ଲୀ: ରେଳବାଇ ନିଯୁକ୍ତି ସେଲ୍ (ଆର୍ଆରସି), ପ୍ରୟାଗରାଜ ଆଗ୍ରା, ଝାନସୀ ଏବଂ ଝାନସୀ କର୍ମଶାଳାରେ ୧୬୬୪ଟି ଆପ୍ରେଣ୍ଟିସି୍ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଆର୍ଆର୍ସି ଦ୍ୱାରା ବିଜ୍ଞାପିତ…
୪ ଦିନିଆ ରିମାଣ୍ଡରେ ଗଲେ ଅନୀଲ ଦେଶମୁଖ୍, ଇଡ଼ି ଉଗାରିବ ମନି ଲଣ୍ଡ୍ରିଂର ଅନେକ ଗୁମର
ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିବା ବେଳେ ମଙ୍ଗଳବାର କୋର୍ଟରେ ହାଜର କରାଇଥିଲା । ଏହାପରେ କୋର୍ଟଙ୍କ ଅନୁମତି କ୍ରମେ ଅନୀଲ୍ଙ୍କୁ ୪…
ମିଲିଟାରୀ ହସ୍ପିଟାଲରେ ବିସ୍ଫୋରଣ; ୧୯ ମୃତ, ୫୦ରୁ ଅଧିକ ଆହତ
ନୂଆଦିଲ୍ଳୀ: ମିଲିଟାରୀ ହସ୍ପିଟାଲ ଉପରେ ଏକ ଭୟଙ୍କର ଆକ୍ରମଣରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆଫଗାନିସ୍ତାନର ସର୍ବବୃହତ ମିଲିଟାରୀ ହସ୍ପିଟାଲରେ ଆକ୍ରମଣ ଘଟିବା ସହିତ ୧୯…
ଦଳରେ ଯୋଗ ଦେବା ପାଇଁ ମୋଦୀଙ୍କୁ କହିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ: ଏମିତି ଜବାବ ଦେଲେ ମୋଦୀ, ଦେଖନ୍ତୁ ଭାଇରାଲ ଭିଡିଓ
ନୂଆଦିଲ୍ଲୀ: ଗ୍ଲାସଗୋରେ ପରସ୍ପରକୁ ପ୍ରଥମ ଥର ପାଇଁ ଭେଟିଥିଲେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ୍ଟ । ଉଭୟ ନେତାଙ୍କ ମଧ୍ୟରେ ଅନୁଷ୍ଠିତ ଏହି ପ୍ରଥମ ବୈଠକ ବେଶ…
ଶୂନ ହୋଇଗଲା Squid Coin ମୂଲ୍ୟ: ନିବେଶକଙ୍କୁ ୨୫ କୋଟିର ଝଟକା
ନୂଆଦିଲ୍ଲୀ: ନେଟ ଫ୍ଲିକ୍ସ ୱେବସିରିଜ୍ ସ୍କ୍ୱିଡ ଗେମ ଆଧାରରେ ତିଆରି ହୋଇଥିବା କ୍ରିପ୍ଟୋ କରେନ୍ସିକ ଗ୍ରାହକଙ୍କୁ ଧୋକା ଦେଇଛି । ଏହି କ୍ରିପ୍ଟୋକରେନ୍ସିର ମୂଲ୍ୟ ଶୂନକୁ ଖସିଯିବା ସହିତ ନିବଶେକ ମାନେ ପ୍ରାୟ ୨୫ କୋଟି…
୪ ଦିନିଆ ED ରିମାଣ୍ଡରେ ଅନୀଲ ଦେଶମୁଖ
ମୁମ୍ବାଇ: ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଥ ହେରଫେର ମାମଲାରେ ମଙ୍ଗଳବାର ସକାଳୁ ଅନୀଲ ଦେଶମୁଖଙ୍କୁ ଇଡି ପକ୍ଷରୁ ଗିରଫ…