Browsing Category
ଦେଶ ବିଦେଶ
ନୀରଜ ଚୋପ୍ରାଙ୍କୁ ୧ କୋଟି ଟଙ୍କାର ଉପହାର; ସ୍ୱତନ୍ତ୍ର ଜର୍ସିରେ ସମ୍ମାନିତ କଲା ଆଇପିଏଲ ଫ୍ରାଞ୍ଚାଇଜି
ନୂଆଦିଲ୍ଳୀ: ଭାରତୀୟ ଅଲିମ୍ପିକ୍ସ ହିରୋ ନୀରଜ ଚୋପ୍ରାଙ୍କୁ ୧ କୋଟି ଟଙ୍କାର ଉପହାର ପ୍ରଦାନ କରିଛି ଆଇପିଏଲ ଫ୍ରାଞ୍ଚାଇଜି ଚେନ୍ନାଇ ସୁପର କିଙ୍ଗସ୍ । ୪ଥର ଆଇପିଏଲ ବିଜୟୀ ହୋଇଥିବା ଚେନ୍ନାଇ ଫ୍ରାଞ୍ଚାଇଜି ପକ୍ଷରୁ…
ରାତିରେ କାମ କରିବନି Whatsapp; ଜାଣନ୍ତୁ Viral ଖବର ପଛର ସତ୍ୟତା
ନୂଆଦିଲ୍ଲୀ: ରାତିରେ ଆଉ କାମ କରିବନି ହ୍ୱାଟ୍ସଆପ୍ । ଏମିତି ଏକ ଖବର ବିଗତ କିଛି ଦିନ ହେବ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ରାତି ୧୧.୩୦ରୁ ଭୋର ୬ଟା ଯାଏଁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ କାମ କରିବ ନାହିଁ…
ଓଟିଟି ଛାଡ଼ିଲେ ନୱାଜୁଦ୍ଦିନ ସିଦ୍ଦିକି; ଧନ୍ଦା କରୁଛନ୍ତି ପ୍ରଡକ୍ସନ ହାଉସ
ମୁମ୍ବାଇ: ନିଜର ସ୍ୱତନ୍ତ୍ର ଅଭିନୟ ବଳରେ ଦର୍ଶକଙ୍କ ମନରେ ନିଜ ପାଇଁ ସ୍ଥାନ ତିଆରି କରିଥିବା ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଓଟିଟି ପ୍ଲାଟଫର୍ମକୁ କରିଛନ୍ତି ବାଏ ବାଏ । ସାକ୍ରେଡ ଗେମ୍ସ ପରି ଲୋକପ୍ରିୟ…
ରାଜୀବ ବାନାର୍ଜୀଙ୍କ ଘରୱାପସୀ; ବିଜେପି ଛାଡି ଦିଦିଙ୍କ ଶରଣ ପସିଲେ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପିକୁ ଝଟକା । ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ରାଜୀବ ବାନାର୍ଜୀ ପୁଣିଥରେ ନିଜର ପୁରୁଣା ଦଳକୁ ଫେରିଛନ୍ତି । ରବିବାର ଟିଏମସିରେ ପୁନର୍ବାର…
ନୱାବଙ୍କ ନାଁରେ ୧୦୦ କୋଟିର ମାନହାନି, ଜାଣନ୍ତୁ କାହିଁକି
ମୁମ୍ବାଇ: ମହାରାଷ୍ଟ୍ରର ମନ୍ତ୍ରୀଙ୍କ ନାଁରେ ୧୦୦ କୋଟିର ମାନହାନି ମୋକଦ୍ଦମା । ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ଜାମିନ ମିଳିସାରିଛି । ସେ ଜେଲରୁ ବି ମୁକୁଳି ସାରିଲେଣି ।…
ମ୍ୟାକଡୋନଲ୍ଡସ, ପିଜା ଓ ବର୍ଗର୍ କିଙ୍ଗରେ ବ୍ୟବହାର ହୁଏ ଡିଟରଜେଣ୍ଟ୍! ରିପୋର୍ଟରେ ହେଲା ଖୁଲାସା
ନୂଆଦିଲ୍ଲୀ: ଆପଣ ମାନେ ବି ଯଦି ଫାଷ୍ଟ ଫୁଡ୍ ପ୍ରିୟ ତେବେ ଏହି ଖବର ଆପଣମାନଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଫାଷ୍ଟ୍ ଫୁଡ୍ ସେବନ କରିବା ଶରୀର ପକ୍ଷେ ହାନିକାରକ ହୋଇଥାଏ ।…
ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟିଲା ୧୫୦ଟି ମାଲିସିୟସ୍ ଆପ୍, ଫୋନରୁ ଶୀଘ୍ର କରନ୍ତୁ ଡିଲିଟ୍
ନୂଆଦିଲ୍ଲୀ: ଗୁଗୁଲ୍ ପକ୍ଷରୁ ୧୫୦ରୁ ଅଧିକ ମାଲିସିୟସ୍ ଆପ୍ କୁ ପ୍ଲେ ଷ୍ଟୋରରୁ ବ୍ୟାନ୍ କରିଦିଆଯାଇଛି । ଏହି ସବୁ ଆପ୍ UltimusSMS କ୍ୟାମ୍ପେନ୍ ରେ ସାମିଲ ରହିଛି । ଗୁଗୁଲ୍ ଏହିସବୁ ଆପ୍ କୁ ପ୍ଲେ ଷ୍ଟୋର୍ ରୁ ହଟାଇ…
ଉତ୍ତରାଖଣ୍ଡରେ ଭୟଙ୍କର ସଡ଼କ ଦୁର୍ଘଟଣା, ଗୋଟିଏ ଗାଁର ୧୪ ମୃତ; ୫ ଜଣଙ୍କର ଅବସ୍ଥା ଗୁରୁତର
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚକରାତା ଅଞ୍ଚଳରେ ଥିବା ବାୟଲା ଗାଁରୁ ବିକାଶନଗର ଅଭିମୁଖେ ଯାଉଥିବା ଏକ ୟୁଟିଲିଟି ବସ୍ ଏକ ବଡ଼ ଖାଲକୁ ଖସିବା ଫଳରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଯାଇଛି । ଏଥିରେ ୧୯ ଜଣ ଯାତ୍ରା କରୁଥିବା…
ମହଙ୍ଗା ହେବ ମଦ, ଲାଗୁ ହେବାକୁ ଯାଉଛି ନୂଆ ପଲିସି: ଜାଣନ୍ତୁ କେଉଁଠି
ନୂଆଦିଲ୍ଲୀ: ଦିଲ୍ଲୀ ସରକାର ନୂଆ ଏକ୍ସାଇଜ୍ ପଲିସି ଲାଗୁ କରିବାକୁ ଯାଉଛନ୍ତି । ଫଳରେ ମଦ ୧୦ ପ୍ରତିଶତ ମହଙ୍ଗା ହୋଇପାରେ । ଆସନ୍ତା ନଭେମ୍ବର ୧୭ରୁ ଘରୋଇ ଦୋକାନଗୁଡ଼ିକ ଖୋଲିବାକୁ ଯାଉଥିବା ବେଳେ ମଦର ଏହି ବର୍ଦ୍ଧିତ ଦର…
ମଣିଷ ୟୁରିନରେ ଚାର୍ଜ ହେବ ମୋବାଇଲ୍ ଫୋନ ଓ ଚାଲିପାରିବ ଟିଭି! ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା
ଲଣ୍ଡନ: ଫୋନ୍ ଚାର୍ଜ କରିବା ପାଇଁ ଏବଂ ଟିଭି ଚଲାଇବା ପାଇଁ ଆପଣ ବିଜୁଳିର ଆବଶ୍ୟକତା ନାହିଁ । ଆପଣ ନିଜର ୟୁରିନ୍ ରୁ ବିଜୁଳି ଉତ୍ପନ୍ନ କରିପାରିବେ ଏବଂ ଏହାଦ୍ୱାରା ଯେତେ ଚାହିଁବେ ବିଜୁଳି ଉତ୍ପନ୍ନ କରିପାରିବେ । ଆଉ…