Browsing Category

ଦେଶ ବିଦେଶ

ଅମିତ ଶାହାଙ୍କୁ ଭେଟିଲେ ଶୁଭେନ୍ଦୁ ଅଧିକାରୀ

ପଶ୍ଚିମବଙ୍ଗର ବିରୋଧୀଦଳର ନେତା ସୁଭେନ୍ଦୁ ଅଧିକାରୀ ଗୁରୁବାର ଅମିତ ଶାହାଙ୍କ ସହ ବୈଠକରେ ଯୋଗଦେଇଛନ୍ତି । ରାଜ୍ୟରେ ଜୁଲାଇ ୨ ରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ତେବେ ରାଜ୍ୟରେ ନିର୍ବାଚନ ପରର…

ଏଣିକି SBIର ବିଏସ୍‌ବିଡି ଆକାଉଣ୍ଟ୍‌ରୁ ମାସକୁ ୪ରୁ ଅଧିକ ଥର ଟଙ୍କା ଉଠାଣରେ ଦେବାକୁ ପଡିବ ଶୁଳ୍କ, ଚେକ୍‌ ବୁକ୍‌ ଉପରେ ମଧ୍ୟ ବ୍ୟାଙ୍କ…

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (ବିଏସ୍‌ବିଡି) ଖାତାର ଗ୍ରାହକମାନଙ୍କ ଲାଗି ଶୁଳ୍କରେ ସଂଶୋଧନ କରାଯାଇଛି । ଗ୍ରାହକମାନଙ୍କୁ ପ୍ରତି ମାସରେ ୪ ଥର…

ନିଜ ଗାଁକୁ ମିନି ପାକିସ୍ତାନ କହି ଗିରଫ ହେଲେ ଯୁବକ

ଭୋପାଳ: ନିଜ ଗାଁକୁ ମିନି ପାକିସ୍ତାନ କହି ଗିରଫ ହେଲେ ଯୁବକ । ମଧ୍ୟ ପ୍ରଦେଶ ରୀବା ଜିଲ୍ଲାର ଜଣେ ଯୁବକ ନିଜ ଗାଁକୁ ମିନି ପାକିସ୍ଥାନ କହି ହୋଇଛନ୍ତି ହଟହଟା, ଖାଲି ସେତିକି ନୁହେଁ ଏଥିପାଇଁ ସେ ଗିରଫ ମଧ୍ୟ ହୋଇଛନ୍ତି…

ଇସ୍ତଫା ଦେଇଦେଲେ ମନ୍ତ୍ରୀ, ଭଲ ଘର ଓ ଗାଡ଼ି ମିଳିଲାନି ବୋଲି… ଜାଣନ୍ତୁ ପୂରା ଘଟଣା

ପାଟନା: ବିହାରର ନୀତୀଶ କୁମାର ସରକାରକୁ ଲାଗିଛି ବଡ଼ ଝଟକା । ବିହାର ସରକାରଙ୍କ ସମାଜ କଲ୍ୟାଣ ମନ୍ତ୍ରୀ ମଦନ ସାହନୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସାହାନୀ ଅମଲାତନ୍ତ୍ର ଉପରେ ନାରଜ ହୋଇ ନେଇଛନ୍ତି ଏହି ନିଷ୍ପତ୍ତି ।…

ପୀଡିତଙ୍କ ସହିତ ଭଲ ବ୍ୟବହାର କରୁଥିବା ଅପହରଣକାରୀଙ୍କୁ ଦିଆଯାଇପାରିବ ନାହିଁ ଆଜୀବନ କାରାଦଣ୍ଡ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯଦି କୌଣସି ଅପହରଣକାରୀ ଅପହରଣ କରିଥିବା ବ୍ୟକ୍ତି ସହିତ ଭଲ ବ୍ୟବହାର କରେ ଅଥବା କୌଣସି ପ୍ରକାର କ୍ଷତି ପହଞ୍ଚାଉନାହିଁ ତେବେ ଅପହରଣକାରୀକୁ ଆଜୀବନ କାରାଦଣ୍ଡ ଦିଆଯିବ ନାହିଁ । ଏକ ମାମଲାର ସମାଧାନ…

ପତ୍ନୀର ଚରିତ୍ର ଉପରେ ସନ୍ଦେହ କରି ଗୋଡ଼ରେ ୩୦ କିଲୋର ଶିକୁଳି ବାନ୍ଧି ରଖିଲା ସ୍ୱାମୀ

ପ୍ରତାପଗଡ: ଚରିତ୍ର ଉପରେ ସନ୍ଦେହ କରି ସ୍ୱାମୀ ଓ ପୁଅ ମିଶି ମହିଳାଙ୍କୁ ୩୦ କିଲୋର ଶିକୁଳିରେ ବାନ୍ଧି ରଖିଥିଲେ । ଯେପରି ସେ କୁଆଡେ ଫରାର୍ ନ ହୋଇପାରେ । ତେବେ ଏହିଭଳି ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି…

ଡିଜିଟାଲ ଇଣ୍ଡିଆର ୬ ବର୍ଷ ପୂର୍ତ୍ତି ଅବସରରେ ଉପଲବ୍ଧି ବଖାଣିଲେ ପ୍ରଧାନମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆକୁ ପୂରିଛି ୬ ବର୍ଷ । ଠିକ୍ ଆଜିର ଦିନରେ ୨୦୧୫ରେ ଏହା ଲଞ୍ଚ ହୋଇଥିଲା । ଡିଜିଟାଲ ଇଣ୍ଡିଆ ଦ୍ୱାରା ସରକାରୀ ସେବାଗୁଡ଼ିକ ଜନତାଙ୍କ ପାଖରେ ଡିଜିଟାଲ ମାଧ୍ୟମରେ ପହଞ୍ଚାଇବା ଏହାର ଉଦ୍ଦେଶ୍ୟ…

Doctors’ Day: ଫୋନରେ ଯୁକ୍ତିତର୍କ ପରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ଡାକ୍ତର ଦମ୍ପତି

ପୁଣେ: ସାରାଦେଶ ଜାତୀୟ ଡାକ୍ତର ଦିବସ ପାଳନ କରୁଥିବା ବେଳେ ଡାକ୍ତର ଦମ୍ପତି ଆତ୍ମହତ୍ୟା କରିଛନ୍ତି । ଏହି ଖବର ଆସିଛି ମହାରାଷ୍ଟ୍ରର ପୁଣେରୁ ସୂଚନା ଯେ, ୱାନବାଡୀ ଆଜାଦ୍ ନଗର ଅଞ୍ଚଳରେ ରହୁଥିବା ଏକ ଡାକ୍ତର ଦମ୍ପତି…

ପ୍ରତିଷ୍ଠା ଦିବସରେ ପିଏମ୍ କେୟାର୍ସକୁ ୬୨ କୋଟି ଦେଲା ଏସବିଆଇ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଏହାର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ୬୬ତମ ପ୍ରତିଷ୍ଠା ଦିବସରେ ବ୍ୟାଙ୍କ ପକ୍ଷରୁ ପିଏମ୍ କେୟାର୍ସ ଫଣ୍ଡ ଉଦ୍ଦେଶ୍ୟରେ ୬୨.୬୨ କୋଟି…

ଗଙ୍ଗାଜଳରୁ କରୋନା ଟିକା, ମୂଲ୍ୟ ମାତ୍ର ୩୦ ଟଙ୍କା: କ୍ଲିନିକାଲ ଟ୍ରାଏଲ୍ ପାଇଁ ଯାଚିକା

ଆହ୍ଲାବାଦ: ଗଙ୍ଗାଜଳରୁ ପ୍ରସ୍ତୁତ ହୋଇଛି କରୋନା ଟିକା । ଏହି ଟିକାର କ୍ଲିନିକାଲ ଟ୍ରାଏଲ ପାଇଁ ଆହ୍ଲାବାଦ ହାଇକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଛି । ଆଇସିଏମଆର ଏବଂ ଭାରତ ସରକାରଙ୍କ ପକ୍ଷରୁ ଏହି ନାଜାଲ ସ୍ପ୍ରେ…