Browsing Category

ଦେଶ ବିଦେଶ

ଲଖିମପୁର ହିଂସାକାଣ୍ଡ: ଡେଙ୍ଗୁରେ ଆକ୍ରାନ୍ତ ହେଲେ ଆଶିଷ ମିଶ୍ରା, ହସ୍ପିଟାଲରେ ଭର୍ତ୍ତି

ଲଖିମପୁର: ଜେଲରେ ସଜ୍ଜା କାଟୁଥିବା ଲଖିମପୁର ଖେରୀ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଜେଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୁତ୍ରରୁ…

ଉତ୍ତରପ୍ରଦେଶରେ ପୁଣି ବଦଳିଲା ଆଉ ଏକ ରେଲ ଷ୍ଟେସନର ନାମ, ଏହି ଷ୍ଟେସନର ପରିବର୍ତ୍ତନ ନାଁ ‘ଅଯୋଧ୍ୟା କାଣ୍ଟ’

ଲକ୍ଷ୍ନୌ:  ଉତ୍ତରପ୍ରଦେଶର ଆଯୋଧ୍ୟା ଅନ୍ତର୍ଗତ ଫୈଜାବାଦ ଷ୍ଟେସନର ନାମ ପରିବର୍ତ୍ତନ କରି ଅଯୋଧ୍ୟା କାଣ୍ଟ କରାଯାଇଛି । ଏ ନେଇ ଖୁବଶୀଘ୍ର ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବ । ତିନିବର୍ଷ ତଳେ ଯୋଗୀ ସରକାର…

ଭାରତ-ପାକ୍ ମ୍ୟାଚ୍ ଦେଖିବାକୁ ୟୁଏଇରେ ପହଞ୍ଚିଥିବା ଗୃହମନ୍ତ୍ରୀଙ୍କୁ ଫେରି ଆସିବାକୁ କହିଲେ ଇମ୍ରାନ୍, କଣ ହୋଇଥାଇପାରେ ଏହା ପଛର କାରଣ?

ନୂଆଦିଲ୍ଲୀ: ପାକିସ୍ତାନ ଓ ଭାରତ ମଧ୍ୟରେ ଦୀର୍ଘ ଦିନରୁ ଅନେକ ପ୍ରକାରର ବିବାଦ ଲାଗି ରହିଛି । ତେବେ ଏହାରି ମଧ୍ୟରେ ଏହି ଦୁଇ ଶତ୍ରୁ ରାଷ୍ଟ୍ର ମଧ୍ୟରେ ଆଜି ଟି-୨୦ ମ୍ୟାଚ୍ ହେବାକୁ ଯାଉଛି । ଯାହାକୁ ନେଇ କ୍ରିକେଟ୍…

ଆଜି ଭାରତ-ପାକିସ୍ତାନ ବିଶ୍ୱକପ୍ ଟକ୍କର୍: କିଏ ଜିତିବ, କିଏ ହାରିବ; ତାକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ରେ ଆଜି ଭାରତ-ପାକିସ୍ତାନ ମୁକାବିଲା । ରବିବାର ଟି-୨୦ ବିଶ୍ୱକପ୍ ରେ ଦୁଇ ଟିମ୍ ଦୀର୍ଘ ୫ ବର୍ଷ ପରେ ମୁହାଁମୁହିଁ ହେବେ । ତେବେ ଏହି ମ୍ୟାଚ୍ କୁ ନେଇ କେବଳ କ୍ରିକେଟ୍ ପ୍ରେମୀ ନୁହଁନ୍ତି…

ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌: ଭାରତ-ପାକିସ୍ତାନ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ଉପରେ ସାରା ବିଶ୍ୱର ନଜର, ସନ୍ଧ୍ୟା ୭ଟା ୩୦ରେ ମୁକାବିଲା

ଦୁବାଇ: ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି ।  ଚଳିତ ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌ରେ ଆଜି ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦି ଭାରତ ଓ ପାକିସ୍ତାନ । ସନ୍ଧ୍ୟା ୭ଟା ୩୦ରୁ ଆରମ୍ଭ ହେବାକୁ ଥିବା ଏହି…

ଧନତେରାସ ପୂର୍ବରୁ ଏତିକି ମହଙ୍ଗା ହେଲା ସୁନା; ରୂପା ଦର ହ୍ରାସ

ନୂଆଦିଲ୍ଳୀ:ମହଙ୍ଗା ହେଲା ସୁନା । ଦେଶରେ ପାର୍ବଣ ଋତୁ ଚାଲିଥିବାରୁ ଲଗାତାର ତୃତୀୟ ଦିନ ଧରି ସୁନା ଦର ମହଙ୍ଗା ହୋଇଛି । ସେପଟେ କିନ୍ତୁ ରୂପା ଦର ସାମାନ୍ୟ ହ୍ରାସ ପାଇଛି । ଆଗକୁ ଧନତେରାସ ଥିବାରୁ ଆଗକୁ ମଧ୍ୟ ଏହି…

ଚିନ୍ତା ବଢ଼ାଇଲାଣି କରୋନାର ନୂଆ ଭ୍ୟାରିଆଣ୍ଟ; ଚିହ୍ନଟ ହେଲେଣି ୧୫ ହଜାର ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ବ୍ରିଟେନରେ କୋଭିଡ୍ ଭାଇରସର ଡେଲ୍ଟା ଭ୍ୟରିଆଣ୍ଟର ନୂଆ ମ୍ୟୁଟେସନ ଚିନ୍ତାର କାରଣ ପାଲଟିଛି । ଏପର୍ଯ୍ୟନ୍ତ ଡେଲ୍ଟା ଭ୍ୟାରିଆଣ୍ଟ AY.4.2 ର ନୀରିକ୍ଷଣ କରାଯାଉଥିଲା । ହେଲେ ଏବେ ଏହାର ସଂକ୍ରମଣରେ ବୃଦ୍ଧି…

ଲେହେଙ୍ଗା ଭିତରୁ ମିଳିଲା ୩ କିଲୋ ଡ୍ରଗ୍ସ; ଜଣେ ଗିରଫ

ନୂଆଦିଲ୍ଲୀ: ଡ୍ରଗ୍ସ ଚୋରାଚାଲାଣ ପାଇଁ ଆଇନ ଯେତେବି କଡାକଡି ହେଉନା କାହିଁକି ଅପରାଧୀ ମାନେ ଏଥିରୁ ଖସିବା ପାଇଁ ନୂଆ ନୂଆ ରାସ୍ତା ବାହାର କରିଥାନ୍ତେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ବାହାଘର…

ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ କଂଗ୍ରେସର ୭ ପ୍ରତିଶ୍ରୁତି, ଜାଣନ୍ତୁ କ’ଣ କହିଲେ ପ୍ରିୟଙ୍କା

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଶନିବାର ୭ଟି ବଡ଼ ଘୋଷଣା କରିଛନ୍ତି । ପ୍ରିୟଙ୍କା ଗାନ୍ଧୀ ବାରାବାଙ୍କୀରେ କଂଗ୍ରେସର ପ୍ରତିଜ୍ଞା ଯାତ୍ରାକୁ ସବୁଜ ପତକା ଦେଖାଇବା…

ଟିଭିରେ ଦେଖିବାକୁ ମିଳିବନି ଲଙ୍ଗଳା ମୁକୁଳା ରୋମାନ୍ସ; ନୋଟିସ ଜାରି କଲା PEMRA

ନୂଆଦିଲ୍ଳୀ: ଟିଭି ସ୍କ୍ରିନରେ ଦେଖିବାକୁ ମିଳିବନି ରୋମାଣ୍ଟିକ ସିନ । ଟିଭିରେ ଏଭଳି ଅନ୍ତରଙ୍ଗ ସିନ୍ ନ ଦେଖେଇବା ପାଇଁ ନୋଟିସ ମଧ୍ୟ ଜାରି କରାଯାଇଛି । ତେବେ ଭାରତରେ ନୁହେଁ ପଡୋଶୀ ରାଷ୍ଟ୍ର ପାକିସ୍ତାନରେ କରାଯାଇଛି…