
Browsing Category
ଦେଶ ବିଦେଶ
ଦେଶରେ ପ୍ରଥମ ଥରପାଇଁ ପେଟ୍ରୋଲ୍ ୧୨୦ ଓ ଡିଜେଲ୍ ହେଲା ୧୧୦ ଟଙ୍କା, ଆଜି ପୁଣି ବଢ଼ିଲା ତୈଳଦର; ଜାଣନ୍ତୁ କେତେ
ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦର ଲଗାତର ଭାବରେ ବଢ଼ିଚାଲିଛି । ଲଗାମ ଲାଗିବାର ନାଁ ଧରୁନି । ଏହା ଯୋଗୁଁ ଏବେ ସାଧାରଣ ତଥା ଗରିବ ଲୋକମାନେ ଖର୍ଚ୍ଚାନ୍ତ ହେଉଛନ୍ତି । ଦେଶରେ ପ୍ରଥମ ଥର ପାଇଁ ପେଟ୍ରୋଲ ଦର ୧୨୦ ଟଙ୍କା…
ପ୍ରଥମ ଥର ପାଇଁ ଶାରୀରିକ ଶୁଣାଣି ପାଇଁ ଦ୍ୱାର ଖୋଲିଲେ ସୁପ୍ରିମ୍କୋର୍ଟ, ସାମ୍ବାଦିକଙ୍କୁ ମିଳିଲା କୋର୍ଟରୁମ୍ ଭିତରକୁ ପ୍ରବେଶ ଅନୁମତି
ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଶାରୀରିକ ଶୁଣାଣି ପାଇଁ ସୁପ୍ରିମ୍କୋର୍ଟ ପୁନଃ ଦ୍ୱାର ଖୋଲିଛନ୍ତି । ସର୍ବୋଚ୍ଚ ଅଦାଲତ ନିକଟରେ ଶୁଣାଣି ପାଇଁ ଏକ ନୂତନ ଏସଓପି ଜାରି କରିଥିଲେ । ଯାହା ଅନୁଯାୟୀ ବୁଧବାର ଏବଂ ଗୁରୁବାର…
ପ୍ରବଳ ବର୍ଷା କାରଣରୁ ସୃଷ୍ଟ ବନ୍ୟାରେ ପ୍ରାଣ ହରାଇଲେ ୮୮, ୨୦ରୁ ଅଧିକ ଜିଲ୍ଲାର ଅବସ୍ଥା ଶୋଚନୀୟ
କାଠମାଣ୍ଡୁ: ନେପାଳରେ ଲଗାତର ମୁଷଳଧାର ବର୍ଷା ଲାଗି ରହିଛି । ଏହା ଫଳରେ ଦେଶର ୨୦ରୁ ଅଧିକ ଜିଲ୍ଲାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ନିକଟରେ ବନ୍ୟା ଓ ବର୍ଷା କାରଣରୁ ଆହୁରି ୧୧ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଗୁରୁବାର…
ଆଜି ସକାଳ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଣ ରହିବ ପ୍ରସଙ୍ଗ?
ନୂଆଦିଲ୍ଲୀ: କରୋନା ଭାଇରସ୍ କୁ ନେଇ ସାରା ଦେଶ ଏବେ ଭୟ ଓ ଆଶଙ୍କା ମଧ୍ୟରେ ଦିନ କାଟୁଛି । ଅନ୍ୟପଟେ ମହାମାରୀ ସହିତ ଲଢ଼େଇ କରିବା ପାଇଁ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଜୋରସୋରରେ ଜାରି ରହିଛି । ତେବେ ଟିକାକରଣ ରେ ଭାରତ…
ଉତ୍ତରାଖଣ୍ଡର ପ୍ରଳୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି, ଅନେକ ନିଖୋଜ
ଡେରାଡୁନ: ସଂପ୍ରତି ଉତ୍ତରାଖଣ୍ଡର ପ୍ରଳୟଙ୍କରୀ ବନ୍ୟା ଯୋଗଁୁ ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଛି । ଆହୁରି ଅନେକ ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ…
ବୟସ ମାତ୍ର ୧୨ ମାସ, କିନ୍ତୁ ମାସିକ ରୋଜଗାର ୭୫ ହଜାର; ଜାଣନ୍ତୁ କେମିତି ଏ କମାଲ୍ କଲେ ଏହି ଶିଶୁ
ନୂଆଦିଲ୍ଳୀ: ବୟସ ବର୍ଷେ । କିନ୍ତୁ ରୋଜଗାର କୌଣସି ବୟସ୍କଙ୍କଠାରୁ କମ୍ ନୁହେଁ । ବର୍ଷକର ଛୁଆ ଅର୍ଜୁଛି ମାସକୁ ହଜାର ହଜାର ଟଙ୍କାରେଜଗାର କରୁଛନ୍ତି । ବଡ ବଡ ଚାକିରିଆଙ୍କୁ ମାତ ଦେଉଛି । ମାସିକ ୭୫ ଜହାର ଟଙ୍କା…
FATF ଗ୍ରେ ତାଲିକାରେ ରହିଲା ପାକିସ୍ତାନ; ନୂତନ ଭାବରେ ସାମିଲ ହେଲା ତୁର୍କୀ
ନୂଆଦିଲ୍ଲୀ: ପୁନର୍ବାର ଏଫଏଟିଏଫର ଗ୍ରେ ଲିଷ୍ଟରେ ରହିଛି ପାକିସ୍ତାନ । ଅର୍ଥ ହେରଫେର ଓ ଆତଙ୍କୀ ଅର୍ଥ ଉପରେ ନଜର ରଖୁଥିବା ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ୍) ପକ୍ଷରୁ ଗୁରୁବାର ଏହି ତାଲିକା ପ୍ରକାଶ…
ମଲିକଙ୍କୁ ୱାଙ୍ଖେଡେଙ୍କ ଉତ୍ତର ; ଆଇନ ସହାୟତାରେ ଜବାବ ଦେବି
ମୁମ୍ବାଇ: ଆର୍ଯ୍ୟନ ଖାନ୍ ଡ୍ରଗ୍ସ ମାମଲାରେ ଏନସିବି ଜୋନାଲ ଡିରେକ୍ଟର ସମୀର ୱାଙ୍ଖେଡେଙ୍କୁ ନିୟମିତ ଭାବରେ ଆକ୍ରମଣ କରି ଚାଲିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ୍ । ଗୁରୁବାର ନୱାବ ମଲିକଙ୍କ ସମସ୍ତ ଅଭିଯୋଗର…
ଏନସିବି ଅଧିକାରୀ ସମୀରଙ୍କୁ ୱାଙ୍ଖଡେଙ୍କୁ ମହାରାଷ୍ଟ୍ର ମନ୍ତ୍ରୀଙ୍କ ଧମକ- ‘ଗୋଟିଏ ବର୍ଷରେ ଚାକିରି ଛଡାଇ ନେବି, ଜେଲ୍ ପଠାଇବି’
ମୁମ୍ବାଇ : ଡ୍ରଗ୍ସ କେସରେ ବଲିଉଡର ବଡ ବଡିଆଙ୍କ ନିଦ ହଜାଇ ଦେଇଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଅଫିସର ସମୀର ୱାଙ୍ଖଡେଙ୍କୁ ମହାରାଷ୍ଟ୍ର ମନ୍ତ୍ରୀଙ୍କ ଧମକ । ସମୀରଙ୍କୁ ଜେଲ୍ ପଠାଇବାର ଧମକ ଦେଲେ ମନ୍ତ୍ରୀ…
ହତିଆର ଚୋରାଚାଲାଣ ଅଭିଯୋଗ; ଗିରଫ ହେଲେ ଜାତୀୟ କବାଡି ଖେଳାଳି
ନୂଆଦିଲ୍ଲୀ: ହତିଆର ଚୋରାଚାଲାଣ ଅଭିଯୋଗରେ ଜଣେ ଜାତୀୟ ସ୍ତରର କବାଡି ଖେଳାଳିକୁ ଗିରଫ କରିଛି ପୋଲିସ । ଏହି ଜାତୀୟ ସ୍ତରର ଖେଳାଳିଙ୍କ ସମେତ ୪ ଜଣ ଚୋରା ବେପାରୀଙ୍କୁ ଗିରଫ କରିଛି ପୋଲିସ । ହରିୟାଣା ସ୍ଥିତ ଶିବପୁରୀରୁ…