Browsing Category
ଦେଶ ବିଦେଶ
ଆର୍ଯ୍ୟନଙ୍କ ପାଖରୁ ମିଳିଲାନି ଡ୍ରଗ୍ସ: ଏନସିବି
ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ସୋମବାର ଦିନ ଅଦାଲତକୁ କହିଛନ୍ତି ଯେ, ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ପାଖରୁ ଡ୍ରଗ୍ସ ମିଳିନାହିଁ । ତେବେ ଆର୍ଯ୍ୟନଙ୍କୁ ରବିବାର ଦିନ ବିଳମ୍ବିତ ରାତିରେ…
ଅଚାନକ ସର୍ଭର ଡାଉନ ଯୋଗୁଁ ଜୁକରବର୍ଗ ସହିଲେ ୫୨ ହଜାର କୋଟି ଟଙ୍କାର କ୍ଷତି
ନୂଆଦିଲ୍ଲୀ: ଦୀର୍ଘ ୬ ଘଣ୍ଟା ଧରି ତିନିଟି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟସଆପର ସର୍ଭର ହଠାତ୍ ଡାଉନ ହୋଇଯିବାରୁ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଥିଲା। ଲୋକମାନେ ଏହି ୩ ସୋସିଆଲ ମିଡିଆ…
ଦୀର୍ଘ ୭ ଘଣ୍ଟା ଧରି ଇଣ୍ଟରନେଟ ଡାଉନ୍ ରହିବା ପରେ ସ୍ୱାଭାବିକ ହେଉଛି ସ୍ଥିତି
ନୂଆଦିଲ୍ଲୀ: ଦୀର୍ଘ ୭ ଘଣ୍ଟା ଧରି ଅଚଳ ହୋଇଯାଇଥିବା ଫେସବୁକ, ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ଏବେ ସ୍ୱାଭାବିକ ହେବାରେ ଲାଗିଛି। ସୋମବାର ରାତି ପ୍ରାୟ ୯ଟା ବେଳେ ହଠାତ୍ ଏହି ୩ ସୋସିଆଲ ମିଡିଆ ସଂସ୍ଥାର ସର୍ଭର ସାରା…
ଡେଭିଡ୍ ଜୁଲିୟସ୍ ଓ ଆର୍ଡେମ୍ ପାଟାପୋଟିଆନଙ୍କୁ ମେଡ଼ିସିନ୍ ପାଇଁ ନୋବେଲ ପୁରସ୍କାର
ଷ୍ଟକ୍ହାମ୍ : ୨୦୨୧ ବର୍ଷ ପାଇଁ ଘୋଷଣା ହୋଇଛି ବିଶ୍ୱର ସବୁଠାରୁ ସମ୍ମାନସ୍ପଦ କୁହାଯାଉଥିବା ନୋବେଲ ପୁରସ୍କାର ବିଜେତାଙ୍କ ନାମ । ମେଡିସିନ୍ କ୍ଷେତ୍ରରେ ଆମେରିକାର ଦୁଇ ବୈଜ୍ଞାନିକ ଡେଭିଡ୍ ଜୁଲିୟସ୍ ଓ ଆର୍ଡେମ୍…
କ୍ଷମା ମାଗିଲେ ଫେସବୁକ, ହ୍ୱାଟ୍ସଆପ, ଇନଷ୍ଟାଗ୍ରାମ
ଡାଉନ ରହିଛି ଫେସବୁକ, ହ୍ୱାଟ୍ସଆପର ଇନଷ୍ଟାଗ୍ରାମର ସର୍ଭର । ଦୀର୍ଘ ସମୟ ଧରି ଡାଉନ ରହିଛି ସର୍ଭର । ଫଳରେ ଫେସବୁକ, ହ୍ୱାଟ୍ୱସଆପ, ଇନଷ୍ଟାଗ୍ରାମରରେ ହୋଇପାରୁନାହିଁ କୌଣସି ପ୍ରକାର ତଥ୍ୟର ଆଦାନ ପ୍ରଦାନ । ସେପଟେ…
‘ଗଧ’ ମନ୍ତବ୍ୟ ପାଇଁ ଥରୁରଙ୍କୁ କ୍ଷମା ମାଗିଲେ ତେଲେଙ୍ଗାନା କଂଗ୍ରେସ ମୁଖ୍ୟ
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କୁ ଭୁଲ ମାଗିଲେ ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ରେବନାଥ ରେଡ୍ଡି । ଗୁରୁବାର ଶଶୀ ଥରୁର ଏକ ଟ୍ୱିଟ କରି କହିଥିଲେ ଯେଉଁଥିରେ ସେ କହିଥିଲେ ତେଲେଙ୍ଗାନା କଂଗ୍ରେସ ମୁଖ୍ୟ…
ପରିଶ୍ରା କରିବାକୁ ବାରଣ ପଡିଲା ମହଙ୍ଗା; ଛୁରୀ ଭୁସି ହତ୍ୟା କଲା ଯୁବକ
ନୂଆଦିଲ୍ଲୀ: ପରିଶ୍ରା କରିବାକୁ ବାରଣ କରିବାରୁ ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା କରିଛି ଜଣେ ଯୁବକ । ପାଖରେ ପରିଶ୍ରା ନକରିବାକୁ କହିବାରୁ ୨୪ ବର୍ଷୀୟ ଯୁବକ ଜଣଙ୍କ ୪୧ ବର୍ଷୀୟ ମହମ୍ମଦ ରଫିକ୍ ଅନସାରୀଙ୍କୁ ହତ୍ୟା…
ଡାଉନ ହେଲା Whatsapp, Facebook, Instagram
ନୂଆଦିଲ୍ଲୀ: ଡାଉନ ହେଲା ସୋସିଆଲ ମିଡିଆ । ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ, ଫେସବୁକ୍, ଇନଷ୍ଟାଗ୍ରାମର ସର୍ଭର ଡାଉନ ରହିଛି । ସୋମବାର ରାତି ୯ଟା ୧୫ଠାରୁ ଡାଉନ ରହିଛି ସର୍ଭର । ସର୍ଭର ଡାଉନ ଯୋଗୁଁ…
‘ପାଣ୍ଡୋରା ପେପର୍ସ’ ଲିକ୍ ମାମଲା; ଲକ୍ଷ ଲକ୍ଷ କୋଟି ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ
ନୂଆଦିଲ୍ଲୀ: ପାଣ୍ଡୋରା ପେପର୍ସ ଲିକ ମାମଲାରେ ଭାରତ ସରକାର ସୋମବାର ବଡ଼ ନିଷ୍ପତ୍ତି ନେଇଛନ୍ତି । ସିବିଡିଟି ଚେୟାରମ୍ୟାନଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଯାଞ୍ଚ ଏଜେନ୍ସି ଏହି ମାମଲାର ଯାଞ୍ଚ କରିବାକୁ ହୋଇଛି ନିଷ୍ପତ୍ତି ।…
ଡ୍ରୋନରେ ଜରିଆରେ ଭାକ୍ସିନ ଡେଲିଭରି କରୁଛି ICMR
ନୂଆଦିଲ୍ଲୀ: ଅପହଞ୍ଚ ତଥା ପାହାଡ଼ିଆ ଅଞ୍ଚଳରେ ଭାକ୍ସିନ ପହଞ୍ଚାଉଛି ଆଇସିଏମଆରର i-drone । କରୋନା ଭାଇରସଠାରୁ ଜୀବନ ରକ୍ଷା କରୁଥିବା ରକ୍ଷାକାରୀ କୋଭିଡ ଭାକ୍ସିନ କିପରି ସମସ୍ତଙ୍କ ପାଖରେ ପହଞ୍ଚିପାରିବ ସେନେଇ ଏଭଳି…