Browsing Category

ଦେଶ ବିଦେଶ

ଆମେରିକାରେ କରୋନା ମୃତ୍ୟୁ ୭ ଲକ୍ଷ ଟପିଲା

ୱାଶିଂଟନ୍: ଆମେରିକାରେ କରୋନା କହର କମିନାହିଁ । ସେଠାରେ ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଡେଲ୍ଟା ଭାରିଆଣ୍ଟର ପ୍ରଭାବ କମ୍ ହେବାରୁ ମେଡିକାଲରୁ କିଛି ଆଶ୍ୱସ୍ତିକର ଖବର ଆସିଛି ।…

ଡିଏନଏ ଟେଷ୍ଟ୍ ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ, ଏହା ଗୋପନୀୟତା ଅଧିକାରର ଉଲଙ୍ଘନ ଅଟେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କାହାକୁ ବି ଡିଏନଏ ଟେଷ୍ଟ୍ ପାଇଁ ବାଧ୍ୟ କରାଯାଇପାରିବ ନାହିଁ, ଏପରି କରିବାକୁ ବାଧ୍ୟ କରିବା ତଥା କରାଇବା ବ୍ୟକ୍ତିଗତ ସ୍ୱତନ୍ତ୍ରତା ଓ ଗୋପନୀୟତା ନିୟମର ଉଲଙ୍ଘନ କରିବା ସହିତ ସମାନ । ଏପରି କିଛି…

କଂଗ୍ରେସକୁ ମୂଳପୋଛ କରିବା ପାଇଁ ଦଳର ବରିଷ୍ଠ ନେତାମାନେ ଭାଜପା ସହ କରିଛନ୍ତି ଗୁପ୍ତ ଷଡ଼ଯନ୍ତ୍ର, ଜାଣନ୍ତୁ ଏହାର ସତ୍ୟତା

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଭାଜପା କ୍ଷମତାରେ ରହିଥିବା ବେଳେ ସର୍ବପୂରାତନ ଦଳ କଂଗ୍ରେସ ଦିନକୁ ଦିନ ଦିଶାହୀନ ହୋଇ ତଳକୁ ଖସିବାରେ ଲାଗିଛି । ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଆସୁଥିଲେ ହେଁ ବିଭିନ୍ନ ସମୟରେ ଦଳର…

ମହାତ୍ମା ଗାନ୍ଧି ଓ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ, ଶ୍ରଦ୍ଧାଞ୍ଜଳୀ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜୟନ୍ତୀ ଦେଶବ୍ୟାପୀ ଖୁବ୍ ଧୁମଧାମରେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ରାଜଘାଟରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ…

REET Paper Leak ଖୁଲାସା: ଚପଲରେ ଲୁଚାଇ ନେଇଥିଲେ ଇଲେକ୍ଟ୍ରୋନିକ୍ ଡିଭାଇସ୍, ଚଳନ୍ତା ବସରେ ଦିଆଯାଇଥିଲା ଟ୍ରେନିଂ

ନୂଆଦିଲ୍ଲୀ: ରାଜସ୍ଥାନରେ ହୋଇଥିବା ରିଟ୍ ପେପର ଲିକ୍ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଦ୍ଦାଫାସ୍ ହୋଇଛି । ଅଭିଯୁକ୍ତମାନେ ଚପଲରେ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଲୁଚାଇ ନେଇଥିଲେ । କେବଳ ଏତିକି ନୁହେଁ, ସେମାନଙ୍କ ପାଇଁ…

ନୂଆ ଦଳ ଗଢିବେ ଅମରିନ୍ଦର ସିଂ ! ପଞ୍ଜାବରେ ଜୋର ଧରିଲା ଚର୍ଚ୍ଚା

ଚଣ୍ଡିଗଡ: ପଞ୍ଜାବ ରାଜନୈତିକ ଅସ୍ଥିରତା ମଧ୍ୟରେ ଚର୍ଚ୍ଚା ଏବେ ଅମିରିନ୍ଦର ସିଂଙ୍କ ନୂଆ ପାର୍ଟିକୁ ନେଇ । ଆଗାମୀ କିଛିଦିନ ମଧ୍ୟରେ ଅମରିନ୍ଦର ରାଜ୍ୟରେ ଆଉ ଏକ ନୂଆ ଦଳ ଯାହାର ନାଁ ‘ପଞ୍ଜାବ ବିକାଶ ପାର୍ଟି’ଗଠନ…

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଭେରିସିବିୟର ସାଇକ୍ଲୋନିକ ଷ୍ଟର୍ମରେ ରୂପ ନେବ ‘ଶାହିନ୍‌’, ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡ଼ି ଆସୁଛି….

ମୁମ୍ବାଇ : ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଶୁକ୍ରବାର ଘୂର୍ଣ୍ଣିବାତ୍ୟା ‘ଶାହିନ୍‌’ରେ ପରିଣତ ହୋଇଥିଲା।  ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଆହୁରୀ ଘନିଭୂତ ହୋଇ ଭେରିସିବିୟର ସାଇକ୍ଲୋନିକ ସର୍କଲରେ ପରିଣତ ହେବ…

ବେଆଇନ ବାଣ ତିଆରି ସମୟରେ ବିସ୍ଫୋରଣ; ଚାରି ମୃତ, ୧୦ ଆହତ, ଭୁଶୁଡ଼ିଲା ଘର

ଉତ୍ତରପ୍ରଦେଶର ଶାମଲି ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାରେ ଏକ କାରଖାନାରେ ବେଆଇନ ଭାବରେ ବାଣ ତିଆରି ବେଳେ ବିସ୍ଫୋରଣ । ଏହି ବିସ୍ଫୋରଣରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଆହତ ହୋଇଥିବା…

ଏଲଏସିରେ ବଢ଼ୁଛି ଚୀନର ଗତିବିଧି, ସୁରକ୍ଷା ଯାଞ୍ଚ ପାଇଁ ଲଦାଖ ପହଞ୍ଚିଲେ ସେନା ମୁଖ୍ୟ ଏମ ଏମ ନରୱଣେ

ନୂଆଦିଲ୍ଲୀ: ଶୁକ୍ରବାର ଦୁଇ ଦିନିଆ ଗସ୍ତରେ ଲଦାଖରେ ପହଞ୍ଚିଛନ୍ତି ସେନା ମୁଖ୍ୟ ଏମ ଏମ ନରୱଣେ । ସେ ଲଦାଖର ପୂର୍ବ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଶୀତ ଋତୁରେ ତୁଷାରପାତ କାରଣରୁ ଲଦାଖର ଅଧିକାଂଶ ଅଞ୍ଚଳ ଦେଶର ଅନ୍ୟାନ୍ୟ…