Browsing Category

ଦେଶ ବିଦେଶ

୩୯ ଲକ୍ଷ ଟଙ୍କା ନେଇ ବୟଫ୍ରେଣ୍ଡ ସହ ଫେରାର୍ ହେଲା ସ୍ତ୍ରୀ, ଜମି ବିକି ସଞ୍ଚୟ କରିଥିଲେ ସ୍ୱାମୀ

ପାଟନା: ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ଅନେକ ସମୟରେ ତୃତୀୟ ବ୍ୟକ୍ତିକୁ ନେଇ ବିବାଦ ସୃଷ୍ଟି ହେବା କଥା ଆପଣ ମାନେ ନିଶ୍ଚୟ ଶୁଣିଥିବେ । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ପାଟନାରୁ । ସ୍ୱାମୀ ଜମି ବିକ୍ରି କରି…

ଡ୍ରୋନ୍ ଉଡ଼ାଇବା ପାଇଁ କେନ୍ଦ୍ର ସରକାର ଜାରି କଲେ ନୂଆ ନିୟମ, ଜାଣନ୍ତୁ କଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ନୁତନ ଡ୍ରୋନ୍ ବ୍ୟବହାର କରିବା ନେଇ ନୂଆ ନିୟମ ଘୋଷଣା କରିଛନ୍ତି । ଜମ୍ମୁରେ ଆଇଏଏଫ୍ ବେସ୍ ଉପରେ ହୋଇଥିବା ଡ୍ରୋନ୍ ହମଲା ପରଠାରୁ କେନ୍ଦ୍ର ସରକାର ଆକ୍ସନ୍ ମୋଡକୁ ଆସିଛନ୍ତି ।…

ବେଙ୍ଗଲ ନିର୍ବାଚନୀ ହିଂସା: ୯ଟି FIR ଦାଖଲ କଲା CBI

ନୂଆଦିଲ୍ଲୀ: ବେଙ୍ଗଲ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ମାମଲାରେ ସିବିଆଇ ପକ୍ଷରୁ ୯ଟି ଏଫଆଇଆର ଦାଖଲ କରାଯାଇଛି । କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସିବିଆଇ ପକ୍ଷରୁ ମାମଲାର ତଦନ୍ତ ଆରମ୍ଭ କରାଯାଇଥିବା…

ଏବେ ମହିଳାମାନେ ଘରେ ରୁହନ୍ତୁ, ଆମ ସୈନ୍ୟମାନେ ଝିଅମାନଙ୍କୁ ସମ୍ମାନ ଦେବା ଶିଖିନାହାନ୍ତି: ତାଲିବାନ

କାବୁଲ: ଆଫଗାନିସ୍ତାନକୁ ତାଲିବାନ ମାନେ ଅକ୍ତିଆର କରିବା ପରେ ମହିଳା ମାନଙ୍କ ଚିନ୍ତା ବଢ଼ିଯାଇଛି । ଯେଉଁ ମାନେ ଦେଶ ଛାଡ଼ି ଦେଇଛନ୍ତି ସେମାନେ ଭାଗ୍ୟଶାଳୀ ହୋଇଥିବା ବେଳେ ଯେଉଁ ମାନେ ରହିଯାଇଛନ୍ତି ସେମାନେ ତାଲିବାନି…

ଆମେରିକା କାରାଗାରରେ ୬ ବର୍ଷ ଧରି ଥିବା ହାଇପ୍ରୋଫାଇଲ ଆତଙ୍କୀ ହେଲା ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନ କବ୍ଜା କରିବା ପରେ ନିଜର ସରକାର ଗଠନ କରିବା ପ୍ରକ୍ରିୟା ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ କିଛି ନେତାଙ୍କୁ ମଧ୍ୟବର୍ତ୍ତୀକାଳୀନ ମନ୍ତ୍ରୀଭାବେ ନିଯୁକ୍ତ କରିଛି। ସୂଚନାନୁସାରେ,…

ଓସାମା ବିନ୍ ଲାଡେନ୍ ୯/୧୧ ଆକ୍ରମଣରେ ସମ୍ପୃକ୍ତ ଥିବାର କୌଣସି ପ୍ରମାଣ ନାହିଁ, ଆମେରିକା ମିଛ କହିଥିଲା: ତାଲିବାନ

କାବୁଲ: ତାଲିବାନର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ୯/୧୧ ଆକ୍ରମଣରେ ଓସାମା ବିନ୍ ଲାଦେନ ସମ୍ପୃକ୍ତ ଥିବା କୌଣସି ପ୍ରମାଣ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦ ବର୍ଷ ଯୁଦ୍ଧ ପରେ ମଧ୍ୟ କୌଣସି ପ୍ରମାଣ…

ବାହାଘରର ୩ ମାସ ପରେ ଛୁଆକୁ ଜନ୍ମଦେଲା ମହିଳା: କୋର୍ଟରେ ପହଞ୍ଚିଗଲା ସ୍ୱାମୀ, ଏପରି ଥିଲା କାହାଣୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଭାଜିଆବାଦରେ ଜଣେ ମହିଳା ବାହାଘରର ମାତ୍ର କିଛି ମାସ ପରେ ମା ହୋଇଛନ୍ତି । ଆରମ୍ଭରୁ ପତ୍ନୀଙ୍କ ପେଟରେ କିଛି ପରିବର୍ତ୍ତନ ଦେଖି ସ୍ୱାମୀ ପ୍ରଶ୍ନ କରିଥିଲେ, କିନ୍ତୁ ଗ୍ୟାସରେ ପେଟ ଫୁଲିଯାଇଛି…

୨୦୨୨ରେ ଏକାସଙ୍ଗେ ହେବ ବାଘ ଓ ହାତୀ ଗଣନା

ନୂଆଦିଲ୍ଲୀ: ୨୦୨୨ରେ ଏକା ସାଙ୍ଗରେ ବାଘ ଓ ହାତୀ ଗଣନା କରାଯିବ । କେନ୍ଦ୍ର ସରକାରଙ୍କ ନୂଆ ପ୍ରସ୍ତାବ ଅନୁସାରେ ଗଣନା କରାଯିବ । ସୁଚନା ଯେ, ୨୦୧୭ ରେ ରାଜ୍ୟରେ ୧୯୭୬ ହାତୀ ରହିଥିଲେ । ସେହିପରି ବର୍ଷକୁ ୧୫ରୁ ୨୦ଟି…

ଭାଇରାଲ୍ ହେଉଛି ଶଶି ଥରୁର୍ ଙ୍କର ନଡ଼ିଆ ଫଟା ଅନ୍ଦାଜ୍

କେରଳ: ସୋସିଆଲ ମିଡିଆରେ ଟ୍ରେଣ୍ଡରେ ରହିଛନ୍ତି ଭେଟେରାନ କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁର । ଥରୁର, ତାଙ୍କ ମଜାଳିଆ ଫଟୋ ପାଇଁ ଅନେକ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ଆଉ ଏବେ ପୁଣି ସେହିଭଳି…

ଦୁଷ୍କର୍ମ ପାଇଁ ସ୍ମାର୍ଟଫୋନ୍ ଦାୟୀ: ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ନିଜର ବୟାନ ପାଇଁ ସବୁବେଳେ ବିବାଦ ଭିତରକୁ ଚାଲି ଆସନ୍ତି । ଆଉ ଅନେକ ସମାଲୋଚନାର ଶିକାର ହୁଅନ୍ତି । ଏବେ ପୁଣି ଥରେ ସେହିପରି ଏକ ବୟାନ ଦେଇ ଚର୍ଚ୍ଚାକୁ…