Browsing Category
ଦେଶ ବିଦେଶ
ଧାର୍ମିକ କାର୍ଯ୍ୟକ୍ରମରେ ପ୍ରସାଦ ଖାଇ ୨୦୦ରୁ ଅଧିକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: ଧାର୍ମିକ କାର୍ଯ୍ୟକ୍ରମରେ ପ୍ରସାଦ ଖାଇ ୨୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ଆସାମର ହୋଜାଇ ଜିଲ୍ଲାରେ । ସେମାନେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି…
ବିମାନରୁ ଖସି ଅଫଗାନ୍ ଫୁଟବଲର୍ ମୃତ, ମିଳିଲା ଖଣ୍ଡବିଖଣ୍ଡିତ ଶରୀର; ତାଲିବାନିଙ୍କ ଡରରେ ଦେଶ ଛାଡ଼ିବାକୁ କରୁଥିଲେ ଚେଷ୍ଟା
କାବୁଲ: ଆଫଗାନିସ୍ତାନରେ ତାଲିବାନି ମାନେ ଆତଙ୍କ ଖେଳାଥିବା ବେଳେ ଲୋକ ମାନେ ଏବେ ପ୍ରାଣ ବିକଳରେ ଦେଶ ଛାଡ଼ି ଯିବାକୁ ଚେଷ୍ଟା କରୁଛନ୍ତି । ନିକଟରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା ଯେଉଁଥିରେ ଆପଣ ମାନେ ଦେଖିବାକୁ…
ଆର୍ମି ହସ୍ପିଟାଲ୍ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସର୍ଜରୀ ସଫଳ
ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ସେନାର ରେଫରାଲ୍ ଆଣ୍ଡ୍ ରିସର୍ଚ୍ଚ (ଆର୍ଆର୍) ହସ୍ପିଟାଲରେ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସର୍ଜରୀ କରାଯାଇଛି । ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ବିବୃତିରେ…
‘ଖେଳ ପୂର୍ବରୁ ସେକ୍ସ କଲେ ଶକ୍ତି ମିଳେ’, ଏମିତି କହିଲେ ରୁଷୀୟ ସନ୍ତରଣକାରୀ
ଓଡ଼ିଶା ଭାସ୍କର ବ୍ୟୁରୋ: ବିଶ୍ୱ ସନ୍ତରଣ ଜଗତର ଅନ୍ୟତମ ଚର୍ଚ୍ଚିତ ନାମ ଆଲ୍ଲା ଶିଶ୍କିନା । ସଦ୍ୟ ସମାପ୍ତ ଟୋକିଓ ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣ ପଦକ ଜିତିବା ପରେ ରେକର୍ଡ ସୃଷ୍ଟି କରିଛନ୍ତି । ତିନିଟି ଅଲିମ୍ପିକ୍ରେ…
‘ତୁମେ ଜଣେ ମହିଳା, ଘରକୁ ଯାଅ’: ତାଲିବାନୀ ଶାସନରେ ମହିଳାଙ୍କ ପ୍ରତି ବ୍ୟବହାର
ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେଇଛି ତାଲିବାନ । ଏହା ପରେ ବଦଳିବାରେ ଲାଗିଛି ଆଫଗାନିସ୍ତାନର ପରିସ୍ଥିତି । ଗୋଟିଏ ପଟେ ତାଲିବାନ ମହିଳାଙ୍କୁ ସମ୍ମାନ ଦେବାକୁ କହୁଥବାବେଳେ, ଅନ୍ୟ ପଟେ ଏହାର ଓଲଟା କଥା…
ତାଲିବାନୀ ମାନସିକତାର ଝଲକ ଥିଲା କେରଳ ମୋପଲା ବିଦ୍ରୋହ, RSS ନେତା କହିଲେ ଏମିତି
ଓଡ଼ିଶା ଭାସ୍କର ବ୍ୟୁରୋ: ସମ୍ପ୍ରତି ଆଫଗାନିସ୍ତାନରେ ଚାଲିଛି ତାଲିବାନୀ ରାଜ୍ । ସାରା ବିଶ୍ୱରେ ଏନେଇ ଚର୍ଚ୍ଚା ସରଗରମ । ତେବେ କେରଳରେ ମଧ୍ୟ ତାଲିବାନୀ ମାନସିକତାର ଝଲକ ଦେଖିବାକୁ ମିଳିଥିଲା ବୋଲି କହିଛନ୍ତି ଆରଏସଏସ୍…
ଆତଙ୍କବାଦ ସହ ସାଲିସ୍ ଉଚିତ ନୁହେଁ- କେନ୍ଦ୍ରମନ୍ତ୍ରୀ ଜୟଶଙ୍କର
ନୂଆଦିଲ୍ଲୀ: ଆତଙ୍କବାଦକୁ ନେଇ ଜାତିସଂଘ ସୁରକ୍ଷା ପରିଷଦର ବୈଠକ । ‘ଆତଙ୍କବାଦ କାରଣରୁ ବିଶ୍ୱ ଶାନ୍ତି ଓ ସୁରକ୍ଷା ବିପଦର ସମ୍ମୁଖୀନ’ ଶୀର୍ଷକ ଉପରେ ବୈଠକରେ ଆଲୋଚନା । ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍.…
ଏହି ୭ ଆତଙ୍କୀ ହାତରେ ଆଫଗାନିସ୍ତାନ ଭାର, ଜାଣନ୍ତୁ ତାଲିବାନୀଙ୍କୁ…
ଓଡ଼ିଶା ଭାସ୍କର ବ୍ୟୁରୋ: ତାଲିବାନୀ ଆତଙ୍କୀ ଅକ୍ତିଆର କରିନେଇଛନ୍ତି ଆଫଗାନକୁ । ସ୍ଥିତି ଏମିତି ହେଲା ଦେଶ ଛାଡ଼ି ପଳାୟନ କଲେ ରାଷ୍ଟ୍ରପତି ଅଶ୍ରଫ ଘନି । କାର୍ଯ୍ୟନିର୍ବାହୀ ରାଷ୍ଟ୍ରାଧ୍ୟକ୍ଷ ଭାବେ ଅମୁରୁଲ୍ଲା ସଲେହ…
ବାଇଡେନ୍ ନେବେ ଥାର୍ଡ ଡୋଜ, ଟିକାକୁ ନେଇ ଏମିତି କହିଲେ
ନୂଆଦିଲ୍ଲୀ: କୋଭିଡ-୧୯ର ପ୍ରକୋପ ଏବେବି ସମଗ୍ର ବିଶ୍ୱରୁ ଶେଷ ହୋଇନାହିଁ । ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବେ କରୋନା ବିରୋଧରେ ଲଢ଼ିବା ପାଇଁ ଭାକ୍ସିନର ତୃତୀୟ ଡୋଜ ନେବେ । ଆମେରିକା…
ଆମେରିକା ଲଢ଼ିଲା ୨୦ ବର୍ଷ, କିନ୍ତୁ ତାଲିବାନ ଡରିଲାନି କାହିଁକି? ପଢ଼ନ୍ତୁ…
ଓଡ଼ିଶା ଭାସ୍କର ବ୍ୟୁରୋ: ପାଖାପାଖି ୨୦ ବର୍ଷ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ତାଲିବାନୀଙ୍କ ସହ ଲଢ଼ିଲା ଆମେରିକା । କିନ୍ତୁ ହାତରେ ଲାଗିଲାନି କିଛି । ସେହି ଦୁଇ ଦଶନ୍ଧିର ସମୟ ମଧ୍ୟରେ ଆମେରିକା ତାଲିବାନୀଙ୍କ କିଛି…