Browsing Category

ଦେଶ ବିଦେଶ

୨ କିମି ପର୍ଯ୍ୟନ୍ତ କାଦୁଅ ଭର୍ତ୍ତି, ଆମ୍ବୁଲାନ୍ସ ନଯାଇପାରିବାରୁ ରାସ୍ତା ଉପରେ ଶିଶୁକୁ ଜନ୍ମ ଦେଲେ ମହିଳା

ଭୋପାଳ: ଅଗଷ୍ଟ ୧୫ ତଥା ସ୍ୱାଧୀନତା ଦିବସ ଅବସରରେ ସମଗ୍ର ଦେଶ ଖୁସି ମନାଉଛି । ହେଲେ ଦେଶର ଆଜି ଯାଏ କିଛି ଏପରି ସ୍ଥାନ ରହିଛି ଯେଉଁଠାରେ ଆଜିବି ସ୍ୱାସ୍ଥ୍ୟ ବ୍ୟବସ୍ଥା ସଠିକ୍ ଭାବେ ପହଞ୍ଚି ପାରିନି । ଯାହା ଫଳରେ…

ତାଲିବାନ ଭୟରେ ବିମାନ ଚକାରେ ଝୁଲି ଯାତ୍ରା କରୁଥିଲେ; ତାପରେ କଣ ହେଲା ଦେଖନ୍ତୁ ଭିଡିଓରେ

ନୂଆଦିଲ୍ଳୀ: ତାଲିବାନ ଆଫଗାନିସ୍ତାନର ଶାସନ କ୍ଷମତା ଅକ୍ତିଆର କରିବା ପରେ ସୃଷ୍ଟି ହୋଇଛି ଅଶାନ୍ତ ଓ ଭୟର ବାତାବରଣ । ଦେଶର ରାଷ୍ଟ୍ରପତି ଅଶ୍ରଫ୍ ଘନି ଦେଶଛାଡି ପଳାୟନ କରିଥିବା ବେଳେ ସାଧାରଣ ଜନତା କିନ୍ତୁ ଭୟଙ୍କର…

ସୁପ୍ରିମକୋର୍ଟ ସାମ୍ନାରେ ମହିଳା ଓ ପୁରୁଷଙ୍କ ଆତ୍ମାହୁତି ଉଦ୍ୟମ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସୁପ୍ରିମକୋର୍ଟ ବାହାରେ ଜଣେ ମହିଳା ଓ ପୁରୁଷ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି । ଦୁହିଁଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

ଗୋଲ୍ଡେନ୍ ବୟ୍ ନୀରଜଙ୍କୁ ଚୁର୍ମା ଏବଂ ସିନ୍ଧୁଙ୍କୁ ଆଇସକ୍ରିମ୍ ଖୁଆଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟୋକିଓ ଅଲିମ୍ପିକ୍ ରେ ପଦକ ହାସିଲ କରିଥିବା ଆଥଲେଟ୍ ମାନଙ୍କ ସହିତ ନୂଆଦିଲ୍ଲୀରେ ଭେଟିଥିଲେ । କିଛି ଦିନ ତଳେ ସମାପ୍ତ ହୋଇଥିବା ଟୋକିଓ ଅଲିମ୍ପିକ୍ ରେ ଭାରତୀୟ…

କାବୁଲ ବିମାନ ବନ୍ଦରରେ ଆମେରିକା ସୈନ୍ୟଙ୍କ ଫାଙ୍କା ଗୁଳିଚାଳନା, ଦଳାଚକଟାରେ ୫ ମୃତ, ଫସିଥିବା ଭାରତୀୟଙ୍କୁ ଝଟକା

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଫଶିଥିବା ହଜାର ହଜାର ଭାରତୀୟଙ୍କ ଚିନ୍ତା ଆହୁରିି ବଢି ଯାଇଛି । ସୋମବାର ଆଫଗାନିସ୍ତାନ ଛାଡିବା ପାଇଁ କାବୁଲ ବିମାନ ବନ୍ଦରରେ ହଜାର ସଂଖ୍ୟକ ଲୋକେ ରୁଣ୍ଡ ହୋଇଛନ୍ତି । ହେଲେ ଏହି ସମୟରେ…

WhatsApp ଆଣିଲା ନୂଆ ଫିଚର୍, ୪ଟି ଡିଭାଇସ୍ କରିହେବ ଆସେସ୍

ଓଡ଼ିଶା ଭାସ୍କର ବ୍ୟୁରୋ: ହ୍ୱାଟସଆପ୍ ନିଜ ୟୁଜର୍ସଙ୍କ ପାଇଁ ଆଣିଛି ଏକ ନୂଆ ଫିଚର୍ । ଫଳରେ ବର୍ଷ ବର୍ଷ ଧରି ୟୁଜର୍ସ କରିଥିବା ଅପେକ୍ଷାର ଅନ୍ତ ଘଟିଛି । ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ କମ୍ପାନି ମଲ୍ଟି-ଡିଭାଇସ୍…

କୁଆଡ଼େ ଗଲେ ଅଶରଫ୍ ଘନି? ମିଳୁନି ଖୋଜଖବର, ମନା କଲା କାଜକିସ୍ତାନ

ନୂଆଦିଲ୍ଲୀ: ଆମେରିକା ନିଜର ସେନାକୁ ପ୍ରତ୍ୟାହାର କରିବା ପରେ ତାଲିବାନ ମାନେ ଅଫାଗାନିସ୍ତାନ ଉପରେ ନିଜର ପତିଆରା ପୁଣିଥରେ ଜମାଇଛନ୍ତି । ଗତକାଲି ସେମାନେ ପୂରା ଅଫଗାନକୁ ଅକ୍ତିଆର କରିନେଇଛନ୍ତି । ତାଲିବାନ ମାନେ…

ନିଜେ ନିଜର ଆକାର ବଦଳାନ୍ତି ଏଠାକାର ପଥର, ଜାଣନ୍ତୁ ଏହି ରହସ୍ୟମୟୀ ଗାଁ ବିଷୟରେ

ନୂଆଦିଲ୍ଲୀ: ସାଧାରଣତଃ ଆମେ ଜାଣିଛୁ ଯେ, ମଣିଷ ମାନଙ୍କ ବୟସ ବଢ଼ିବା ସହିତ ଶରୀରରେ ପରିବର୍ତ୍ତନ ହୋଇଥାଏ ଓ ଆକାରରେ ବି ପରିବର୍ତ୍ତନ ଘଟେ । ଯେମିତିକି ମୋଟା-ପତଳା ହେବା, ଡେଙ୍ଗା ହେବା ଇତ୍ୟାଦି । ହେଲେ ଆପଣ ମାନେ…

କିଏ ଏହି ତାଲିବାନି ନେତା ମୁଲ୍ଲା ବରାଦର, ଯାହାଙ୍କୁ କରାଯାଇପାରେ ଆଫଗାନିସ୍ତାନର ନୂତନ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଆରମ୍ଭ ହେଲା ତାଲିବାନ ଯୁଗ । ଆଫଗାନିସ୍ତାନର ରାଷ୍ଟ୍ରପତି ଅଶରଫ ଘନି ଓ ଉପ ରାଷ୍ଟ୍ରପତି ଅମିରୁଲ୍ଲାହ ଦେଶ ଛାଡି ଚାଲି ଯାଇଛନ୍ତି । ଏମିତିରେ ଏବେ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି…

୧୯ ବର୍ଷ ପୂର୍ବେ ତିଆରି ହୋଇଥିବା ପେଣ୍ଟିଂ ବିକ୍ରି ହେଲା ୧୭୭ କୋଟିରେ, ଜାଣନ୍ତୁ କ’ଣ ଥିଲା ଏହାର ଖାସିୟତ

ଗତ ୨୦୦୦ ମସିହାରେ ଜାପାନରେ ଏକ ପେଣ୍ଟିଂ ତିଆରି ହୋଇଥିଲା । ସେ ସମୟରେ ଉକ୍ତ ପେଣ୍ଟିଂର କୌଣସି ମୂଲ୍ୟ ନଥିଲା । ମାତ୍ର ନିକଟରେ ଉକ୍ତ ପେଣ୍ଟିଂର ନିଲାମ ୧୭୭ କୋଟି ଟଙ୍କାରେ ହୋଇଛି । ଏହି ପେଣ୍ଟିଂକୁ ୟୋଶିତୋମୋ ନାମରେ…