Browsing Category

ଦେଶ ବିଦେଶ

ଭାରତର ପ୍ରୟାସକୁ ହନୁମାନ ଓ ସଞ୍ଜୀବନୀ ସହ ତୁଳନା କଲେ ବ୍ରାଜିଲ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୮ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଚିଠି ଲେଖିଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଜେର୍ ବୋଲସୋନାରୋ । ସେ ଭାରତର ପ୍ରୟାସକୁ ହନୁମାନ ଓ ସଞ୍ଜୀବନୀ ସହ ତୁଳନା କରିଛନ୍ତି । ଭାରତକୁ…

ଏପ୍ରିଲ୍ ୩୦ ଯାଏ ଟ୍ରେନ ଟିକେଟ୍ ବୁକିଂ ବ୍ୟାନ ଦେଉଛି ଲକ୍ ଡାଉନ ବଢ଼ିବା ସଙ୍କେତ

ଏପ୍ରିଲ୍ ଶେଷ ଯାଏ ଟ୍ରେନରେ କରିପାରିବେନି ଟିକେଟ୍ ବୁକିଂ । ଏ ନେଇ ନିର୍ଦ୍ଦେଶନାମା ଜାରୀ କରିଛି ଆଇଆରସିଟିସି ।ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱଭାବିକ ୧୪ ଏପ୍ରିଲରେ ତ ଲକ୍ ଡାଉନ ସରିବ । କାହିଁକି ଲାଗିଛି ୩୦…

ଚୀନର ଉହାନରୁ ଉଠିଲା ୭୬ ଦିନିଆ ଲକ୍ ଡାଉନ

କରେନାର ଉତ୍ପତ୍ତି ସ୍ଥଳ ଉହାନ ସହର ଏବେ କରୋନା ମୁକ୍ତ । ତେଣୁ ଗତ ଜନୁଆରୀ ଶେଷରେ ଲାଗୁ ହୋଇଥିବା ଲକ୍ ଡାଉନକୁ ଆଜି ଉଠାଯାଇଛି ।ବିଶେଷ କରି ଡେଲିଭର ମ୍ୟାନ,ଡାକ୍ତର,ନର୍ସ ,ଚାକିରୀଆ ଏବେ ନିଦ୍ୱନ୍ଦରେ ଯା ଆସ…

କରେନା ପ୍ରଭାବ ,ଫିଲ୍ମ ଓ ଟେଲି ଇଣ୍ଡଷ୍ଟ୍ରିକୁ ଜବରଦସ୍ତ ଝଟକା

କରେନା ପାଇଁ ସାରା ଦେଶରେ ଲକ୍ ଡାଉନ । ଏଭଳି ଅବସ୍ଥାରେ ନାଁ କେହି ଘରୁ ବାହାରିପାରୁଛନ୍ତି ନାଁ କିଛି ସାମୁହିକ କାମ କରାଯାଇପାରୁଛି । ଯାହାର ସିଧା ପ୍ରଭାବ ପଡିଛି ମନୋରଂଜନ ଶିଲ୍ପ ଉପରେ । ମେଗା ଟେଲି ସିରିଏଲ ର…

ଏବର୍ଷ ବନ୍ଦ ରହିବ ହଜ୍ !

୨୨୨ ବର୍ଷ ପରେ ବନ୍ଦ ହେବ ହଜ୍ ଯାତ୍ରା । କରେନା ପାଇଁ ଏଭଳି ସମ୍ଭାବନା ଦେଖାଯାଇଛି ।ଶେଷ ଥର ପାଇଁ ୧୭୯୮ ମସିହାରେ ଏହାକୁ ରଦ୍ଦ କରାଯାଇଥିଲା । ଏପରିକି ୧୯୧୮ରେ ହୋଇଥିବା ସ୍ପାନିଶ୍ ଫ୍ଲ୍ୟୁ ସମୟରେ ମଧ୍ୟ ଏହାକୁ ବନ୍ଦ…

କାହା ପାଇଁ ବଢ଼ିବ ଲକ୍ ଡାଉନ ଅବଧି ? ଦାୟୀ କିଏ ?

୨୧ ଦିନିଆ ଲକ୍ ଡାଉନ ର ମାତ୍ର ୧୪ ଦିନ ଯାଇଛି । ଆହୁରି ଅଛି ୭ ଦିନ । ମାତ୍ର ସମସ୍ତେ ଏବେ ଅସ୍ତବ୍ୟସ୍ଥ । ୧୪ ତାରିଖକୁ ସମସ୍ତଙ୍କ ଅପେକ୍ଷା । କେବେ ଖୋଳିବ ଲକ୍ ଡାଉନ ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ।ଏବେ ଏହା…

ଶିକ୍ଷକମାନଙ୍କୁ ବଡ ଉପହାର ଦେଇଛନ୍ତି ସରକାର, କିନ୍ତୁ ଏଥିରୁ ବଞ୍ଚିତ ହେବେ ଆନ୍ଦୋଳନକାରୀ ଶିକ୍ଷକ

ପାଟଣା,୮ ।୪: ଦୀର୍ଘ ଦନ ଧରି ଦରମା ଅପେକ୍ଷାରେ ରହିଥିବା ଶିକ୍ଷକମାନଙ୍କୁ ବଡ ଉପହାର ଦେଇଛନ୍ତି ବିହାର ସରକାର । ଶିକ୍ଷକମାନଙ୍କୁ ଜାନୁଆରୀ ଓ ଫେବ୍ରୁଆରୀର ଦରମା ଦେବା ପାଇଁ ଆଦେଶ ଦେଇଛନ୍ତି ସରକାର । ସମସ୍ତ ଡିଇଓ ଓ…

୪ ମାସ ମଧ୍ୟରେ ମଣିଷ ଉପରେ ଟୀକା ପରୀକ୍ଷା କରିବ ‘ଭାରତ ବାୟୋଟେକ୍’: ରିପୋର୍ଟ

ନୂଆଦିଲ୍ଲୀ,୮ ।୪: ଭାରତ ସମେତ ବିଶ୍ୱ ଏହି କରୋନା ଭାଇରସ ସହ ଲଢେଇ କରୁଛି । ଆମରିକା ଓ ଚୀନ୍ ଟୀକା ପ୍ରସ୍ତୁତ କରିବା ପ୍ରତିଯୋଗିତା ମଧ୍ୟରେ ହାଇଦ୍ରାବାଦର ଟୀକା କମ୍ପାନୀ ଭାରତ ବାୟୋଟେକ୍ ଆସନ୍ତା ୪ ମାସ ଭିତରେ…

୧୪ ଏପ୍ରିଲ୍ ପରେ ଖୋଲିପାରେ ଲକ୍ ଡାଉନ୍: କିନ୍ତୁ ବନ୍ଦ ରହିବ ସ୍କୁଲ କଲେଜ,ଧର୍ମସ୍ଥଳ ଓ ସପିଂ ମଲ୍

ଲକ୍ ଡାଉନ ଖୋଲିବା ପାଇଁ ଏପର୍ଯ୍ୟନ୍ତ କୈାଣସି ରାଜ୍ୟ ଆଗ୍ରହ ପ୍ରକାଶ କରୁନାହାନ୍ତି ।ଗତ ୨୫ ତାରଖରୁ ଆରମ୍ଭ ହୋଇଥିବା ଲକ୍ ଡାଉନ ୧୪ ଏପ୍ରିଲ ରେ ସରିବାର ଅଛି । କିନ୍ତୁ ଗତ ୧୪ ଦିନରେ କରେନା ପାଇଁ କରାଯାଉଥିବା ଟେଷ୍ଟ…